Home / Tag Archives: gandabaja documentary

Tag Archives: gandabaja documentary

‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ

ଗତକାଲି ଲୋହିଆ ଏକାଡ଼େମୀ ପରିସରରେ  ‘ଗଁଡ଼ାବଜା’ବୃତ୍ତଚିତ୍ରର ଉନ୍ମୋଚନ ଉତ୍ସବ ପାଳନ ହୋଇଯାଇଛି । ସମଧ୍ୱନି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବୃତ୍ତଚିତ୍ରକୁ ବିଶିଷ୍ଟ ଚଳଚିତ୍ର ନିର୍ମାତା ଶ୍ରୀ ସବ୍ୟସାଚୀ ମହାପାତ୍ର ଉନ୍ମୋଚନ କରିଥିଲେ । ବୃତ୍ତଚିତ୍ରଟି ପଶ୍ଚିମ ଓଡ଼ିଶାର ଗଁଡ଼ା ସମ୍ପ୍ରଦାୟ ବଜଉଥିବା ବାଜା ‘ଗଁଡ଼ାବଜା’ ଉପରେ ପର୍ଯ୍ୟବେଶିତ। …

Read More »