ବାଦ ବିବାଦ ବିସମ୍ବାଦ କାହିଁ କାହିଁ ଅସହନୀୟ ହେଉଥିବାବେଳେ ସ୍ନେହ ସୌହାର୍ଦ୍ଦ୍ୟ ସଂପ୍ରୀତି କାହିଁ କାହିଁ ଆଶ୍ୱସନା ଦେଉଥାଏ । ଧର୍ମାଚରଣକୁ ନେଇ ବେନି ଗୋଷ୍ଠୀ କେଉଁଠି ମୁହାଁମୁହିଁ ହେଉଥିବା ବେଳେ ଧର୍ମୀୟ ସମନ୍ୱୟ କେଉଁଠି ଶାନ୍ତିପାଠ କରୁଥାଏ । ସେହିଭଳି ସମନ୍ୱୟର ସନ୍ଦେଶ ବହନ କରେ ସମ୍ବଲପୁରର …
Read More »