ଆଲୋଚନା: ମକର ସଂକ୍ରାନ୍ତି

Swayamprava Parhi (Chief Editor)
1 Min Read

ମକର ସଂକ୍ରାନ୍ତି କ’ଣ ଓ ଏହାର ଆମ କୃଷି ସଂସ୍କୃତି ସହିତ କ’ଣ ସମ୍ପର୍କ ରହିଛି ?

ଆଲୋଚକ: ବିଶିଷ୍ଟ ଦେଶୀଚାଷୀ ଶ୍ରୀଯୁକ୍ତ ନଟବର ଷଡ଼ଙ୍ଗୀ

ଉପସ୍ଥାପନା: ସ୍ଵୟଂପ୍ରଭା ପାଢୀ

ସଙ୍ଗୀତ : ଜ୍ୟୋତି ପ୍ରକାଶ ସାହୁ

We are requesting you to subscribe www.samadhwani.com to listen our podcasts regularly

ଆପଣଙ୍କ ପାଇଁ ପ୍ରଶ୍ନ:

– ଆପଣଙ୍କ ନାମ କ’ଣ ଓ ଆପଣଙ୍କ ଗାଁ କେଉଁଠି ? (ସଂପୂର୍ଣ୍ଣ ପରିଚୟ ଗାଁ- ବ୍ଲକ – ଜିଲ୍ଲା)
– ଆପଣଙ୍କ ଅଞ୍ଚଳରେ ମକର ସଙ୍କ୍ରାନ୍ତିର କ’ଣ ଗୁରୁତ୍ୱ ରହିଛି ? ଏହା କେତେ ଦିନ ପାଳିତ ହୁଏ ଓ କେମିତି ପାଳନ ହୁଏ ?
– ଏହି ପର୍ବକୁ ନେଇ ଆପଣଙ୍କର କ’ଣ ଅନୁଭୂତି ରହିଛି ?

Share This Episode
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.