ରାନୀ

ଅଞ୍ଜଳୀ ଆଚାର୍ଯ୍ୟ
0 Min Read

 

ଗଳ୍ପ: ରାନୀ
ଲେଖିକା: ଅଞ୍ଜଳି ଆଚାର୍ଯ୍ୟ

ସମଧ୍ଵନିର ଗଳ୍ପ ପଡ଼କାଷ୍ଟ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ଵାଗତ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଗାଳ୍ପିକ ଓ ଗାଳ୍ପିକାଙ୍କ ନିଜ କଣ୍ଠରେ ଅନେକ ରକମର ଗଳ୍ପ ଆପଣମାନେ ଶୁଣିବାପାଇଁ ପାଇବେ ।ଏହି ଗଳ୍ପଟି ଲେଖିଛନ୍ତି ଓ ପଢିଛନ୍ତି ଅଞ୍ଜଳି ଆଚାର୍ଯ୍ୟ ।

ଗତ କିଛିଦିନ ତଳେ ସମଧ୍ବନି ପ୍ରକାଶନ ଦ୍ଵାରା “ଅଳ୍ପ ଗଳ୍ପ” ନାମରେ ଏକ ପୁସ୍ତକ ପ୍ରକାଶ ପାଇଛି । ଏହି ପୁସ୍ତକଟିକୁ ଲେଖିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ । ତଳେ ଏହାର ପ୍ରଚ୍ଛଦ ଫଟୋ ଦିଆଯାଇଛି ।

Share This Episode