କିଛିଦିନ ତଳେ ପଢ଼ିଥିବା ସୁଜି ଗବ୍ଲିକ୍ଙ୍କ ବହି ‘କନ୍ଭେର୍ସେନ୍ସ୍ ବିଫୋର୍ ଦ ଏଣ୍ଡ୍ ଅଫ୍ ଟାଇମ୍’ର କିଛି ଲେଖା ମୋତେ କୌତୂହଳୀ କରିଦେଇଥିଲା । ବିଂଶ ଶତାବ୍ଦୀର ଶେଷପ୍ରାନ୍ତରେ ସୁଜି ପୃଥିବୀର କିଛି ବଛା ବଛା ଚିତ୍ରଶିଳ୍ପୀ, ଲେଖକ/ଲେଖିକା, ସାମ୍ବାଦିକ/ ସାମ୍ବାଦିକା ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ କଳା, ଜୀବନ …
Read More »