Home / ସଙ୍ଗୀତ / ଗଣ ସଙ୍ଗୀତ / ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି

ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି

ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି ଦଧୀଚିର ହାଡ ଉଜାଡି ନଦେଲେ ଏ ଦେଶର ଭାଗ୍ୟ ଫେରିବକି …. ଗୀତଟି ସେଦିନ କୋରାପୁଟ ଜିଲ୍ଲାରେ ହେଉଥିବା ବିସ୍ଥାପନ ବିରୋଧୀ ଜନ ଶୁଣାଣୀ ର ଥିଲା ମୁଖ୍ୟ ଆକର୍ଷଣ। ଜଙ୍ଗଲ ଉପରେ ଅଧିକାର ଓ ବିସ୍ଥାପନ ବିରୋଧରେ ଏକାଠି ହେବାପାଇଁ ଜଣେ ବିଦ୍ରୋହୀ କଳାକାର ତାଙ୍କ ନିଜ ସ୍ୱରରେ ସେଦିନ ଡାକରା ଦେଇଥିଲେ। ଏହି ଗୀତ ଯେ ଓଡ଼ିଶାର କେତେ କେତେ ବିପ୍ଳବୀଙ୍କ କଣ୍ଠରେ ପରିବେଷିତ ହୋଇ ଆସିଛି ତାହାର ସୀମା ନାହିଁ । ଆଜିର ଏହି ଘଡ଼ି ସନ୍ଧି ସମୟରେ ଏହି ଗୀତ ଓଡ଼ିଶାର ଜନଗଣଙ୍କ ହୃଦୟରେ ଗୁଞ୍ଜରଣ ସୃଷ୍ଟିକରୁ ଓ ଭିଟାମାଟିର ସୁରକ୍ଷା ତଥା ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଏକାଠି ଲଢ଼ୁଥିବା ସାଧାରଣ ମଣିଷଙ୍କ ପ୍ରତି ଓଡ଼ିଶାର ଜନଗଣଙ୍କର ସହଯୋଗ ଓ ସମର୍ଥନ ସୃଷ୍ଟି ହେଉ ଏହି ଉଦେଶ୍ୟରେ ଗୀତଟିର ଉପସ୍ଥାପନା କରାଯାଇଛି – ସମ୍ପାଦକ

About ଲକ୍ଷ୍ମୀଧର ମୁର୍ମୁ

Check Also

Featured Video Play Icon

ଓଡ଼ିଶାର ଗଣପର୍ବ ନୂଆଖାଇ

One comment

  1. Sadharana kalakaranku emiti sundar bhabare upasthapana niara. Great work To you all. Wish you all the best.

Leave a Reply

Your email address will not be published. Required fields are marked *