ହାଲୋଇ ସମ୍ରାଟ ଅମାଲୁ

ଘରେ ନପଶୁଣୁ ଚାଳ ବାଜିଲାଣି । ଆରେ ଏ ‘ହାଲୋଇ’ ଶଦ୍ଦଟି କଣ ? ୧୯୪୪ – ୪୫ ମସିହାର କଥା । ମୋର କିଛି କିଛି ମନେ ଅଛି । ସେତେବେଳେ ଗାଁ ଗଣ୍ଡା ,ହାଟ ବଜାର , ଦୋକାନରେ ଖୁସିକୋରା, ଗୁଲୁଗୁଲା, ଆରିସା ପିଠା , କାକରା , ମିଠାଇ , ଜିଲାପି ମାନଙ୍କର ବିକ୍ରିବଟା ଥିଲା । ଆମ ଗାଁ ଠାରୁ ଡାକେ ବାଟ ନିଆଳି । ପ୍ରତି ଗୁରୁବାର ,ରବିବାର ନିଆଳିରେ … Continue reading ହାଲୋଇ ସମ୍ରାଟ ଅମାଲୁ