ଗେଣ୍ଡା କଙ୍କଡା କଥା

କେଉଟ ଧରେ ମାଛ ଖାଏ କଙ୍କଡା । ଅଛୁଆଁ ଜାତି ଧରିବେ ମାଛ ଖାଇବେ ଗେଣ୍ଡା । ଉଚ୍ଚବର୍ଗର ଲୋକମାନେ ଦଳିତ ମାନଙ୍କର ଖାଇବେ । ସେଇମାନଙ୍କୁ କଙ୍କଡି ଗେଣ୍ଡାଳ କହିବେ । ଏପରି ତାଚ୍ଛଲ୍ୟ ନକଲେ ସେମାନେ କି ବ୍ରାହ୍ମଣ କି ଛୁଆଁ ଜାତି ! ଗେଣ୍ଡା କଙ୍କଡା ମାଛର ଭାଇ ବିରାଦର । ମାଛ ଭଳି ପାଣିରେ ରୁହନ୍ତି । ସ୍ଥଳ ଭାଗରେ ମଧ୍ୟ ରହିପାରନ୍ତି । ବିଲ ବାଡି, ଓଦାଳିଆ ମାଟି , … Continue reading  ଗେଣ୍ଡା କଙ୍କଡା କଥା