ଆମ ଓଡ଼ିଆଙ୍କ ଖିଆପିଆ ବାଗ

ସର୍ବ ମଙ୍ଗଳ ଜଗନ୍ନାଥ [box type=”shadow” align=”” class=”” width=””]ଖାଦ୍ୟ ଆମ ସଂସ୍କୃତିର ମୁଖ୍ୟ ବିଷୟ। ଯଦି ମନଜାଣି ସୁଆଦିଆ ଖାଦ୍ୟଟିକେ ମିଳିଯାଏ ପିଲା ଠୁ ବଡ଼ ସମସ୍ତଙ୍କ ମନ ବେଶ ଆନନ୍ଦ । ପର୍ବ ପର୍ବାଣି, ଉତ୍ସବ, ବଜାର ସବୁଠି ଖାଦ୍ୟ ପାଖରେ ହିଁ ଭିଡ଼। ହେଲେ ଖାଦ୍ୟ ସମ୍ପର୍କରେ ଚର୍ଚ୍ଚା ଆଲୋଚନା, ଗବେଷଣା ବହୁତ କମ । ଓଡ଼ିଆରେ ଖୋଜିଲେ ବି ଖାଦ୍ୟ ସଂସ୍କୃତି ସମ୍ପର୍କରେ ପୁସ୍ତକଟିଏ ମିଳିବା ବହୁତ କଷ୍ଟ । ଏମିତି … Continue reading ଆମ ଓଡ଼ିଆଙ୍କ ଖିଆପିଆ ବାଗ