SamadhwaniSamadhwani ସମଧ୍ୱନି ଇ-ପତ୍ରିକା

Gandabaja - Watch Movie on YouTube
Samadhwani
  • ସମଧ୍ୱନି
  • About us
    • About Samadhwani
    • ଲେଖକ | Writer
    • କ୍ରୟ | Purchase
    • କପି ରାଇଟ୍ | Copyright
    • ଅଭିଲେଖାଗାର | Archive
      • ଇ- ପତ୍ରିକା | e-Magazine
      • ତ୍ରୟୋମାସିକ ପତ୍ରିକା | Quarterly Magazine
      • ଅଡ଼ିଓ | Audio
      • ଭିଡ଼ିଓ | Video
    • ବିଜ୍ଞାପନ | Advertise
    • ସହଯୋଗ | Contribute
    • ଯୋଗାଯୋଗ | Contact
  • କଳା ସଙ୍ଗୀତ
    • କଳା
    • ସଙ୍ଗୀତ
    • ନାଟକ
  • ସାହିତ୍ୟ ସଂସ୍କୃତି
    • ସାହିତ୍ୟ
    • ଇତିହାସ
    • ବ୍ୟକ୍ତି ଓ ବ୍ୟକ୍ତିତ୍ୱ
    • ସମୀକ୍ଷା
  • ଲୋକମଞ୍ଚ
  • ଅନ୍ୟାନ୍ୟ
    • ସମ୍ପାଦକୀୟ
  • ଅଡ଼ିଓ ଭିଡିଓ ଫଟୋ
  • English Page
Support Samadhwani

Cover for Samadhwani Sanskruti Patrika
3,099
Samadhwani Sanskruti Patrika

Samadhwani Sanskruti Patrika

Greetings from samadhwai - a cultural magazine for lovers of art, heritage and music.

Samadhwani Sanskruti Patrika

19 hours ago

Samadhwani Sanskruti Patrika
#samadhwani #shortsvideos #shortstoryଘର (କ୍ଷୁଦ୍ର ଗଳ୍ପ)ଲେଖକ - ପ୍ରଫେସର ବୀରେନ୍ଦ୍ର ନାୟକ ପଢି ଶୁଣାଇଛନ୍ତି - ସ୍ଵୟଂପ୍ରଭା ପାଢ଼ୀ ଚିତ୍ର - ଅନ୍ନଦା ଅପରାଜିତା ବେହେଲା ବାଦନ କରିଛନ୍ତି - ଜ୍ୟୋତିପ୍ରକାଶ ସାହୁ ଭିଡିଓ ଆକାରରେ ପ୍ରକାଶ କରିଛି ସମଧ୍ୱନି ଭିଡିଓ ଟିମ ... See MoreSee Less

ଘର (କ୍ଷୁଦ୍ର ଗଳ୍ପ)

samadhwani.com

Share Samadhwani Share Samadhwani
View on Facebook
· Share

Share on Facebook Share on Twitter Share on Linked In Share by Email

Samadhwani Sanskruti Patrika

4 days ago

Samadhwani Sanskruti Patrika
#samadhwani #musicରାଜ୍ୟ ଓ ଦେଶରେ ସାଧନାରତ କଳାକାର , ସାହିତ୍ୟିକ, ଗବେଷକ ତଥା ବିଜ୍ଞ ମାନଙ୍କୁ ସମଧ୍ୱନିର କୋଟି ପ୍ରଣାମ l ଆପଣ ମାନଙ୍କର ନିରବଛିର୍ଣ୍ଣ ସାଧନା ହିଁ ଆମ ସମାଜକୁ ଆଗେଇନେବ, ...କୌଣସି ପୁରସ୍କାର ନୁହେଁ l ଆପଣମାନେ ରାଜ୍ୟ କିମ୍ବା ଦେଶର ଶାସକ ଶ୍ରେଣୀର ଅପମାନକୁ ଦେଖନ୍ତୁ, ଅନୁଭବ ବି କରନ୍ତୁ କିନ୍ତୁ ସାଧନାର ପରିପନ୍ଥୀ ହେବାକୁ ଦିଅନ୍ତୁ ନାହିଁ l ଯେଉଁ ମହତ ଉଦ୍ଦେଶ୍ୟ ରଖି ପୁରସ୍କାର ପ୍ରଦାନ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା ତାହା ସମ୍ପୂର୍ଣ୍ଣଭାବେ ଲୋପପାଇଯାଇଛି ଓ ଏକ ନୂଆ ସାଂସ୍କୃତିକ ଓ ସାମାଜିକ ପରିବେଶରେ ଆମକୁ ବଂଚିବା ପାଇଁ ପଡୁଛି l ପୁରସ୍କାର ପ୍ରଦାନ ବିଷୟଟି ଆଲୋଚନା ଓ ସମାଲୋଚନାର ଯୋଗ୍ୟ ହୋଇ ରହି ନାହିଁ l କିଏ କାହାକୁ ଓ କାହିଁକି ପୁରସ୍କାର ପାଇଁ ମନୋନୀତ କଲେ ତାହା ପଛରେ କଣ ସବୁ କାରଣ ରହିଛି ଅନେକ ସମୟରେ ରାଜନୈତିକ ବିଷୟ ସହିତ ଯୋଡି ହୋଇଛି l ଗୁଣ ଓ ଗୁଣୀ ବ୍ୟକ୍ତିଙ୍କ ଚୟନ କଦବା କେତେବେଳେ ହୋଇଥାଏ, ରାଜ୍ୟ ହେଉ କି ଦେଶ l ସେଥିପାଇଁ କିଏ ପୁରଷ୍କାର ପାଇଲେ ଜାଣିବାରେ ଆଗ୍ରହ ନାହିଁ କିମ୍ବା ସମାଲୋଚନା କଲେ ପରିବର୍ତ୍ତନ ହେବାର ଆଶାଟି କ୍ଷୀଣ l "ଯଦି ତୋର ଡାକ ଶୁଣି କେ ନା ଆସେ ତବେ ଏକଲା ଚଲୋରେ..." ସମଧ୍ୱନି କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସେହି ଅମର ସଙ୍ଗୀତକୁ ପୁଣିଥରେ ଆପଣମାନଙ୍କ ମନୋବଳକୁ ବଞ୍ଚାଇରଖିବା ପାଇଁ ଗାଉଛି l ... See MoreSee Less
View on Facebook
· Share

Share on Facebook Share on Twitter Share on Linked In Share by Email

Powered by Bindu Creative
© Copyright 2023, All Rights Reserved