Home / ନାଟକ / ମଂଚ ନାଟକ

ମଂଚ ନାଟକ

ନାଟ୍ୟ ଆନ୍ଦୋଳନର ଚିନ୍ତା

‘ସ୍ଥୁଳଦୃଷ୍ଟିରୁ ଯଦି ବିଚାର କରାଯାଏ ଓଡ଼ିଶା ଓ ଓଡ଼ିଶା ବାହାର ନାଟକ ମଧ୍ୟରେ କେତେଗୋଟି ଆଖିଦୃଶିଆ ପ୍ରଭେଦ ରହିଛି, ଯାହାର ଚର୍ଚ୍ଚା କଦାଚିତ ଅନାବଶ୍ୟକ ନୁହେଁ । ଗୋଟିଏ ହେଲା ନାଟକ ଆରମ୍ଭରେ ଆୟୋଜିତ ହେଉଥିବା ସଭା । ଓଡ଼ିଶାରେ ନାଟକ ଆୟୋଜକମାନେ ମନ୍ତ୍ରୀ, ରାଜନେତାମାନଙ୍କୁ ଡାକି ନାଟ …

Read More »

ମୋ କଥା ଓ ଅନ୍ୟାନ୍ୟ ରଚନା (3)

ଅଧିନାର ନିବେଦନ ମୋର ଗୁରୁ ସ୍ଵର୍ଗତଃ ଗିରିଶଚନ୍ଦ୍ର ଘୋଷ ମହାଶୟଙ୍କର ଅନୁରୋଧରେ ଏଇ ଆତ୍ମକାହାଣୀ ଲେଖି ଯେତେବେଳେ ତାଙ୍କୁ ଦେଖେଇଥିଲି, ସେ ଖୁବ ଜାଗ୍ରତ ଭାବେ ଦେଖି ଯୋଉ ଜାଗାରେ ଭାବ ଭାଙ୍ଗି ସଜେଇବାକୁ ପଡିବ, ଉପଦେଶ ଦେଇଥିଲେ I କହିଲେ “ତୁମ ରସ ରସାଳ ଭାବରେ ଲିଖିତ …

Read More »

ମୋ କଥା ଓ ଅନ୍ୟାନ୍ୟ ରଚନା (2)

ଭୂମିକା * ମୋର ଏଇ ମର୍ମବେଦନା ଗାଥାର ଭୂମିକା ବା କଣ ହେଇପାରେ? ଏହା କେବଳ ଅଭାଗିନୀର ହୃଦୟ୍-ଜ୍ୱାଳା ର ଛାୟା! ମୋର ବୋଲି ପୃଥିବୀରେ କିଛି ନାହିଁ, କେବଳ ଅନନ୍ତ ନିରାଶା, ଖାଲି ଦୁଃଖମୟ ପ୍ରାଣର କାତରତା । କିନ୍ତୁ ଶୁଣିବାକୁ କେହି ନାହାନ୍ତି ! ମୋ …

Read More »

ମୋ କଥା ଓ ଅନ୍ୟାନ୍ୟ ରଚନା

“ମୋ କଥା ଓ ଅନ୍ୟାନ୍ୟ ରଚନା” ଏକ ଆତ୍ମଜୀବନ ସଂକଳନ। ଉନବିଂଶ ଶତାବ୍ଦୀ ଉପନିବେଶ କଲିକତାର ପେଷାଦାର ଜଣେ ଅଭିନେତ୍ରୀ ବିନୋଦିନୀ ଦାସୀଙ୍କର। ଏ ରଚନା ଗୁଡ଼ିକ ତାଙ୍କର ସଂଘର୍ଷପୂର୍ଣ୍ଣ , ପ୍ରତାଡ଼ିତ ଜୀବନ ଅନୁଭୂତିର ପ୍ରତିବିମ୍ବ । ସେହି ସମୟର ବହୁ ପ୍ରତିଷ୍ଠିତ କଳାକାର ସେ । …

Read More »

ଅଜିତ ଦାସଙ୍କ ସହ ମୋ ଅନୁଭୂତିରୁ ପଦେ

ଶ୍ରଦ୍ଧାଞ୍ଜଳି ଦେବବ୍ରତ ପଟ୍ଟନାୟକ ଶ୍ରୀଯୁକ୍ତ ଅଜିତ ନାରାୟଣ ଦାସ, ଜଣେ ବରିଷ୍ଠ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଧାରାବାହିକ ଏବଂ ଚଳଚିତ୍ର ନିର୍ଦ୍ଦେଶକ I ଏହାଛଡା ତାଙ୍କର ଆଉଗୋଟେ ବଡ ପରିଚୟ ହେଉଛି ସେ ଜଣେ ନାଟ୍ୟ ଗୁରୁ ମଧ୍ୟ I ତାଙ୍କ ଦ୍ୱାରା ଅନେକ ଅଭିନେତା ଓ ଅଭିନେତ୍ରୀ …

Read More »

ଚଣ୍ଡାଳିକା

Featured Video Play Icon

କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସାହିତ୍ୟ ରଚନା ଭାରତ ତଥା ପୃଥିବୀର ପ୍ରାୟ ସବୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର ରଚିତ ନୃତ୍ୟ ନାଟକ ‘ଚଣ୍ଡାଳିକା କୁ ଓଡ଼ିଆରେ ଅନୁବାଦ କରି ପରିବେଷଣ କରିବାର ଇଚ୍ଛା ମୋ ମନରେ ବହୁତ ଦିନରୁ ହିଁ  ଥିଲା। କାରଣ ଏହି ନୃତ୍ୟ …

Read More »

‘ଚାଏର ନମ୍ବର ମାଙ୍କଡ଼’ : ନାଟ୍ୟକାର ଅରୁଣ ସାହୁଙ୍କ ସହ କିଛି ବାର୍ତ୍ତାଳାପ

ନାଟକର କଥାବସ୍ତୁ: ଶ୍ରବଣ(ବଧିର), ଶ୍ରୀମୁଖ(ମୁକ) ଓ ପଦ୍ମଲୋଚନ (ଅନ୍ଧ) ତିନି ସାଙ୍ଗ । ଶ୍ରବଣ ଓ ଶ୍ରୀମୁଖ ଜଣେ ନେତାଙ୍କ ଘରେ କାମ କରନ୍ତି । ଶ୍ରବଣ ରାନ୍ଧୁଣିଆ, ଶ୍ରୀମୁଖ ହାଟ ବଜାର, ଘର ସଫେଇ ଇତ୍ୟାଦି କାମ କରେ । ନେତା ଘରେ ନଥିଲା ସମୟରେ ପଦ୍ମଲୋଚନ …

Read More »

ଆମ ରଙ୍ଗମଞ୍ଚ ଆଜି କେତେ ସ୍ୱାଧୀନ?

  ନାଟକ ହେଉଛି ସମସାମୟିକ ମଣିଷ ଜୀବନର ପ୍ରତିଛବି ଏବଂ ସତ୍ୟପ୍ରକାଶର ଏକ ବଳିଷ୍ଠ ମାଧ୍ୟମ । ଏହି ପରିପ୍ରେକ୍ଷୀରେ ଆଜିର ଓଡ଼ିଆ ନାଟକକୁ ଅନୁଧ୍ୟାନ କଲେ, ଯେତିକି ବିସ୍ମିତ ହେବାକୁ ପଡ଼େ,  ତାହାଠାରୁ ଅଧିକ ଦୁଃଖଲାଗେ ଓଡ଼ିଆ ନାଟକର ଆଧୋପତନକୁ ଅବଲୋକନ କରି । ଭାରତର ଅନ୍ୟାନ୍ୟ …

Read More »

ଆଦିନାଟ୍ୟକାର ଓ ପଦ୍ମନାଭ ରଙ୍ଗାଳୟ ବନାମ ରାଧାକାନ୍ତ ରଙ୍ଗମଞ୍ଚ

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାରେ ନାଟକ କ୍ଷେତ୍ରରେ ଯେଉଁ ଜାଗରଣ ଓ ଉଦ୍ବେଳନ ଦେଖାଯାଇଥିଲା, ହୁଏତ ସମକାଳୀନ ଭାରତୀୟ ନାଟକ ଇତିହାସରେ ତାହା ଦେଖାଯାଇନଥିବ । ସେ ସମୟର ପରିସ୍ଥିତିକୁ ହୃଦୟଙ୍ଗମ କରି ଗୋଟିଏ ପଟେ ଦାକ୍ଷିଣାତ୍ୟର (ଅଧୁନା ଓଡ଼ିଶା ଅନ୍ତର୍ଭୁକ୍ତ) ପାରଳାଖେମୁଣ୍ଡି ଏବଂ ତକ୍ରାଳୀନ ଉପକୂଳ ଓଡ଼ିଶାର …

Read More »