ଲୀଳା ଓ ଲୋକନାଟକ ସହିତ ଓଡ଼ିଶାର କେତେକ ଲୋକନୃତ୍ୟରେ ମୁଖାର ପ୍ରୟୋଗ ପରିଲକ୍ଷିତ ହୁଏ । ଏହି ଲୋକନୃତ୍ୟଗୁଡ଼ିକ ରାଜ୍ୟର ବିଭିନ୍ନ ପାରମ୍ପରିକ ଉତ୍ସବ ଓ ଶୋଭାଯାତ୍ରାରେ ପରିବେଷଣ କରାଯାଏ । ଏଥିରେ ପରିବେଷିତ ଲୋକନୃତ୍ୟ ମଧ୍ୟରେ ପୁରୀର ସାହିଯାତ ଓ ଗାମ ଜିଲ୍ଲାର ପଶୁ-ନୃତ୍ୟର ନାମ ଉଲ୍ଲେଖଯୋଗ୍ୟ …
Read More »ଓଡ଼ିଶାର ମୁଖା ନୃତ୍ୟ
ମଣିଷର ଶରୀର ଗୋଟିଏ ମୁଖା ସଦୃଶ୍ୟ । ଜୀବାତ୍ମା ଶରୀରରୂପକ ମୁଖାକୁ ଧାରଣ କରି ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ରୂପରେ ଅଭିନୟ କରେ । ଯେତେବେଳେ ମଣିଷର ମୃତ୍ୟୁ ଆସି ଉପସ୍ଥିତ ହୁଏ, ସମସ୍ତ ଅଭିନୟର ପରିସମାପ୍ତି ଘଟେ, ଶରୀରରୂପକ ମୁଖାଟି ଅଲୋଡ଼ା ହୋଇ ମାଟିରେ …
Read More »ମୟୂରଭଞ୍ଜ ଛଉ ନାଟ (ଡ଼ଗର ପୃଷ୍ଠାରୁ)
ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଛଉର ମୂଳ କଉଠି, ସେଟା ଖୋଜିବେ ଐତିହାସିକମାନେ। ମୋତେ ଭଲ ଲାଗିଲା ନାଚଟା-ଆଖିକି ରୁଚିଲା ମୁଁ ଆନନ୍ଦ ପାଇଲି କ୍ଷଣିକ ଲାଗି ମୋର ସେତିକି ଢେର। ମୁଁ ତା ଠୁଁ ବେଶୀ ଆଗକୁ ଯିବାକୁ ଚାହେଁ ନାହିଁ। ମୋର ତା ଠୁଁ ବେଶୀରେ ଯାଏ …
Read More »ବରଗଡ଼ ଧନୁଯାତ୍ରାର ସେନାପତି ହଂସଧ୍ୱଜ
ବରଗଡ଼ ଧନୁଯାତ୍ରାର ସେନାପତି ହଂସଧ୍ୱଜ । ଯାତ୍ରାର ମୁଖ୍ୟ ନାୟକ ମହାରାଜ କଂସଙ୍କ ସେନାପତି ହଂସଧ୍ୱଜ ଭୂମିକାରେ ବୃନ୍ଦାବନ ପ୍ରଧାନ ବେଶ କିଛି ବର୍ଷ ହେବ ଅଭିନୟ କରି ଆସୁଛନ୍ତି । ବଳିଷ୍ଠ ଚେହେରା ସାଙ୍ଗକୁ ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବେଶ ପସନ୍ଦ କରିଥାନ୍ତି …
Read More »ଲୋକନୃତ୍ୟରେ ମୁଖା : ଓଡ଼ିଶାର ମୁଖା ନୃତ୍ୟ-୨
ଲୀଳା ଓ ଲୋକନାଟକ ସହିତ ଓଡ଼ିଶାର କେତେକ ଲୋକନୃତ୍ୟରେ ମୁଖାର ପ୍ରୟୋଗ ପରିଲକ୍ଷିତ ହୁଏ । ଏହି ଲୋକନୃତ୍ୟଗୁଡ଼ିକ ରାଜ୍ୟର ବିଭିନ୍ନ ପାରମ୍ପରିକ ଉତ୍ସବ ଓ ଶୋଭାଯାତ୍ରାରେ ପରିବେଷଣ କରାଯାଏ । ଏଥିରେ ପରିବେଷିତ ଲୋକନୃତ୍ୟ ମଧ୍ୟରେ ପୁରୀର ସାହିଯାତ ଓ ଗାମ ଜିଲ୍ଲାର ପଶୁ-ନୃତ୍ୟର ନାମ ଉଲ୍ଲେଖଯୋଗ୍ୟ …
Read More »ସମର୍ପିତ କଳାକାର ସୁନ୍ଦରମଣି
ବରଗଡ଼ ଜିଲ୍ଳା ଅତାବିରା ଥାନା ମନାପଡ଼ା ଗାଁର ସୁନ୍ଦରମଣି ସାହୁ । ବୟସ ଅଶୀ ବର୍ଷ ପାଖାପାଖି । ବାରବର୍ଷ ବୟସରେ ନିଜ ଗାଁର ନାଟକ ଦଳରେ ରାମ ଚରିତ୍ରରେ ଅଭିନୟ କରି କଳାକାର ଜୀବନର ମୂଳଦୁଆ ପକାଇଥିଲେ ସୁନ୍ଦରମଣି । ଦ୍ୱିତୀୟ ଶ୍ରେଣୀ ପାଠପଢୁଥିବା ବେଳେ ଗାଁର …
Read More »ଆମ ଲୋକନାଟ୍ୟ ସଂସ୍କୃତି
ନାଟ୍ୟବସ୍ତୁ ପରିବେଷଣ କଳା, ରଚନା ଶୈଳୀ ପ୍ରଭୃତି ଦୃଷ୍ଟିରୁ ଓଡ଼ିଶାରେ ପ୍ରଚଳିତ ଥିବା ଓଡ଼ିଆ ଲୋକନାଟକକୁ ମୁଖ୍ୟତଃ ପାଞ୍ଚଭାଗରେ ବିଭକ୍ତ କରାଯାଇପାରେ, ଯଥା- (୧) ନାଚ, ନାଟ, ସୁଆଙ୍ଗ, (୨) ଲୀଳା, (୩) ଗୀତାଭିନୟ ଓ ଗୀତିନାଟ୍ୟ, (୪) ଫାର୍ସ, ତାମସା, ପ୍ରହସନ, (୫) ଆଧୁନିକ ଯାତ୍ରା ବା …
Read More »ଦଣ୍ଡନାଟର ଇତିହାସ
ନାଟକ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଓଡ଼ିଆ ନାଟକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଓଡ଼ିଆ ନାଟକ ତିନିଗୋଟି ପର୍ଯ୍ୟାୟରେ ପ୍ରଗତି ପଥରେ ଆଗେଇ ଆସିଛି, ଯଥା – ୧) ଓଡ଼ିଆ ନାଟ୍ୟକାରମାନଙ୍କ ଦ୍ୱାରା ରଚିତ ସଂସ୍କୃତ ନାଟକ, ୨) …
Read More »ଭଦ୍ରକର ମୋଗଲ ତାମସା – ଏକ ସଂକ୍ଷିପ୍ତ ଆକଳନ
ଭଦ୍ରକ କହିଲେ ଭଦ୍ରକାଳୀ ଓ ମୋଗଲ ତାମସା ପାଇଁ ପ୍ରସିଦ୍ଧ । ଭଦ୍ରକର ଅନ୍ୟ ଏକ ବିଶେଷତ୍ୱ ପାଳୁଅ ଲଡ଼଼ୁ ମଧ୍ୟ । ଭଦ୍ରକ ଭଳି ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ସହରରେ ମୁଖ୍ୟ ଲୋକନାଟକ ମୋଗଲ ତାମସା ଅଧୁନା ଭଦ୍ରକରୁ ଯାଇ ସର୍ବଭାରତୀୟ ସ୍ତରରେ ଖ୍ୟାତିଲାଭ କରିଛି । …
Read More »