Home / ନାଟକ

ନାଟକ

ପାଶ୍ଚାତ୍ୟ ଦ୍ୱାରା ପ୍ରଭାବିତ ମଞ୍ଚ ନାଟକ, ଓଡ଼ିଶାର ହଜାର ହଜାର ବର୍ଷ ପୁରାତନ ଲୋକ ନାଟକ ପରମ୍ପରା ଓ ସାଧାରଣ ମଣିଷର ସମସ୍ୟାକୁ ତୋଳିଧରିଥିବା ଏବଂ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ଭିତରେ ଜାଗରଣ ଆଣୁଥିବା ପଥପ୍ରାନ୍ତ ନାଟକ ସମ୍ପର୍କରେ ପ୍ରକାଶ କରାଯାଇଛି ।

ଲୋକନୃତ୍ୟରେ ମୁଖା (ଓଡ଼ିଶାର ମୁଖା ନୃତ୍ୟ-୨)

ଲୀଳା ଓ ଲୋକନାଟକ ସହିତ ଓଡ଼ିଶାର କେତେକ ଲୋକନୃତ୍ୟରେ ମୁଖାର ପ୍ରୟୋଗ ପରିଲକ୍ଷିତ ହୁଏ । ଏହି ଲୋକନୃତ୍ୟଗୁଡ଼ିକ ରାଜ୍ୟର ବିଭିନ୍ନ ପାରମ୍ପରିକ ଉତ୍ସବ ଓ ଶୋଭାଯାତ୍ରାରେ ପରିବେଷଣ କରାଯାଏ । ଏଥିରେ ପରିବେଷିତ ଲୋକନୃତ୍ୟ ମଧ୍ୟରେ ପୁରୀର ସାହିଯାତ ଓ ଗାମ ଜିଲ୍ଲାର ପଶୁ-ନୃତ୍ୟର ନାମ ଉଲ୍ଲେଖଯୋଗ୍ୟ …

Read More »

ଓଡ଼ିଶାର ମୁଖା ନୃତ୍ୟ

ମଣିଷର ଶରୀର ଗୋଟିଏ ମୁଖା ସଦୃଶ୍ୟ । ଜୀବାତ୍ମା ଶରୀରରୂପକ ମୁଖାକୁ ଧାରଣ କରି ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ରୂପରେ ଅଭିନୟ କରେ । ଯେତେବେଳେ ମଣିଷର ମୃତ୍ୟୁ ଆସି ଉପସ୍ଥିତ ହୁଏ, ସମସ୍ତ ଅଭିନୟର ପରିସମାପ୍ତି ଘଟେ, ଶରୀରରୂପକ ମୁଖାଟି ଅଲୋଡ଼ା ହୋଇ ମାଟିରେ …

Read More »

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

୧୦ ସମୟ କ୍ରମେ ସେ ଜଳି ଥିବା ରଶିର ପାଉଁଶ ବି ଉଡ଼ିଗଲା । କଂପାନୀରେ କିଛି ନୂଆଁ ଲୋକ ଭର୍ତ୍ତି କରିଥିଲେ କପୁର ସାହେବ । ସେ ବସି ବସି ତାଙ୍କୁ କ’ଣ କ’ଣ ଶିଖେଉଥିଲେ । ସେହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କ ବଡ଼ପୁଅ ସାଙ୍ଗରେ …

Read More »

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

ତା ପରେ ମୁଁ ସେଇ ଛୋଟ ପିଲାଟିକୁ ଚିହ୍ନିନଥିବା ଜଣେ ସ୍ତ୍ରୀ ଲୋକ ହାତରେ ଦେଇ ଚାଲିଆସିଲି । ତା ସଙ୍ଗରେ ଛାଡ଼ି ଆସିଲି ମଦୁଆକୁ । କିନ୍ତୁ ଝିଅ ମୋ ମନ ସବୁବେଳେ ତୋ ପାଖରେ ଥାଏ । କିଛି ବି ଭଲ ଲାଗେ ନାହିଁ । …

Read More »

ନାଚୁଣୀ -୭ (ମୂଳ ଲେଖା-ଭାନୁ ଭାରତୀ)

(ନାଚୁଣୀ ପିଲାଟିକୁ ଜନ୍ମ ଦେଲା ଧୀରେ ଧୀରେ ଚେତା ପାଇ ଆଖି ଖୋଲିଲା ଓ ପିଲାକୁ ଦେଖିଲା) ଚେତା ଫେରିଲା ପରେ ମୁଁ ତତେ ଦେଖିଲି ପଦ୍ମଫୁଲର କଞ୍ଚାଫଳ ପରି ତୋର ହାତ ଗୋଡ଼ଥିଲା । ମୁହିଁ ବି ଯେମିତି କ୍ଷୀର ରଙ୍ଗର । ମେଘରେ ଯେମିତି ଚନ୍ଦ୍ର …

Read More »

ନାଚୁଣୀ (ମୂଳ ଲେଖା-ଭାନୁ ଭାରତୀ)

 ୫ ଦିନକଥା କଥା ନାଚୁଥଲି ବହୁତ କଷ୍ଟହେଲା । ଆଉ ମୋ ଶରୀର ଭିତରେ କିଏ ଧୀରେ ଧୀରେ ଘୋଷଡ଼ି ଘୋଷଡ଼ି ହୋଇ ଚଲୁଛି ଭଳି ଲାଗିଲା ମୁଁ ନାଚ ମଝିରେ ଛାଡ଼ି ଝରକୁ ଆସିଲି ଓ ତଳେ ଗଡ଼ି ପଡ଼ିଲି । ସମସ୍ତେ ଦୈଡ଼ିକି ଆସିଲେ । …

Read More »

ଚଣ୍ଡାଳିକା

Featured Video Play Icon

କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସାହିତ୍ୟ ରଚନା ଭାରତ ତଥା ପୃଥିବୀର ପ୍ରାୟ ସବୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର ରଚିତ ନୃତ୍ୟ ନାଟକ ‘ଚଣ୍ଡାଳିକା କୁ ଓଡ଼ିଆରେ ଅନୁବାଦ କରି ପରିବେଷଣ କରିବାର ଇଚ୍ଛା ମୋ ମନରେ ବହୁତ ଦିନରୁ ହିଁ  ଥିଲା। କାରଣ ଏହି ନୃତ୍ୟ …

Read More »

ନାଚୁଣୀ- ୪ (ମୂଳ ଲେଖା – ଭାନୁ ଭାରତୀ)

(ନାଚୁଣୀ ନାଚେ) ବହୁତ ପ୍ରଶଂସା ହେଲା ମୋ ନାଚର । ମହାରାଜା ମତେ ବିଶିଷ୍ଟବ୍ୟକ୍ତିଙ୍କ ରହିବା ଜାଗାରେ ଜାଗାଦେଲେ । ମୋ ଦୁନିଆଁ ଯେମିତି ବଦଳି ଗଲା । ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଖାଲି ନାଚ ଗୀତ । ଜଣକଠୁ ଆଉ ଜଣେ ବଡ଼ ଭଳି- ଗାଇବା ବଜେଇବା …

Read More »

ମୟୂରଭଞ୍ଜ ଛଉ ନାଟ (ଡ଼ଗର ପୃଷ୍ଠାରୁ)

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର  ଛଉର ମୂଳ କଉଠି, ସେଟା ଖୋଜିବେ ଐତିହାସିକମାନେ। ମୋତେ ଭଲ ଲାଗିଲା ନାଚଟା-ଆଖିକି ରୁଚିଲା ମୁଁ ଆନନ୍ଦ ପାଇଲି କ୍ଷଣିକ ଲାଗି ମୋର ସେତିକି ଢେର। ମୁଁ ତା ଠୁଁ ବେଶୀ ଆଗକୁ ଯିବାକୁ ଚାହେଁ ନାହିଁ। ମୋର ତା ଠୁଁ ବେଶୀରେ ଯାଏ …

Read More »