Home / ସଙ୍ଗୀତ

ସଙ୍ଗୀତ

ସଙ୍ଗୀତର ବିଭିନ୍ନତା ଯେମିତିକି ଓଡ଼ିଶାର ନିଜସ୍ୱ ଓଡ଼ିଶୀ ସଙ୍ଗୀତ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ ଓ ଜନଗଣଙ୍କର ସମସ୍ୟା ଉପରେ ଆଧାରିତ ଗଣଚେତନାର ସଙ୍ଗୀତ ଗୁଡ଼ିକୁ ଏବଂ ଏହିସବୁ ସଙ୍ଗୀତ ସମ୍ପର୍କରେ କିଛି ଲେଖାକୁ ଏଠାରେ ଉପସ୍ଥାପନ କରାଯାଇଛି ।

“ଜୀବନ ପାତ୍ର ମୋ ଭରିଛ ସଙ୍ଗୀତରେ “

ତରାନା  କୁଇନ ସୁନନ୍ଦା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳିରେ ପଦେ… ପିଲାଦିନରୁ ଯାହାଙ୍କୁ ନିଜ ଅଜାଣତରେ ଗୁରୁମା ଓ ନିଜ ସଙ୍ଗୀତ ଜୀବନର ଆଦର୍ଶ ଭାବରେ ନେଇ ସଙ୍ଗୀତ ଶିକ୍ଷାରେ ପାଦ ରଖିଥିଲି ତାଙ୍କର ଶେଷଯାତ୍ରା ଯେମିତି ମୋ ଆଗରେ ଏକ ଅନ୍ଧକାରମୟ ସଙ୍ଗୀତର କ୍ଷେତ୍ର ଉଭା କରିଛି। ସମଗ୍ର ଭାରତବର୍ଷ …

Read More »

ମାଗୁନାହିଁ କେବେ କାହାଠାରୁ କିଛି

ମାଗୁନାହିଁ କେବେ କାହାଠାରୁ କିଛି ଦେବାପାଇଁ କୃପାବିନ୍ଦୁ ତଥାପି କାହିଁକି କାହା ଇସାରାରେ ହେଲୁ ଆମେ ଆଜି ଶତ୍ରୁ । ସ୍ୱରାଜ୍ୟ ସୁରୁଜ ଆକାଶରେ ଦେଖି ଆସିଥିଲା ମନେ ସ୍ୱପ୍ନ  ନୂଆ ସମାଜର ନିରିମାଣ ହେବ ସଭିଏଁ ହେବେ ସମାନ ଦୁଃଖ ବେଦନା ଯନ୍ତ୍ରଣାଯାତନା ଏବେବି ହେ ସହଚର …

Read More »

ପଦମପୁର ଅଂଚଳ କଲେଜରେ : ‘ଗଁଡ଼ାବଜା’ ସଂପାନ

୨୦୧୯ ଡ଼ିସେମ୍ବର ୮ତାରିଖରେ “ଗଁଡ଼ାବଜା”କୁ ପ୍ରସଙ୍ଗ କରି ଏକ ଜାତୀୟ ସଂପାନ ବରଗଡ଼ ଜିଲ୍ଲା, ପଦମପୁର ଅଂଚଳ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଦମପୁରର ‘ଦ ଲୁ’ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ସଂପାନରେ ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ସମ୍ବେଦନଶୀଳ କଳାପ୍ରେମୀ ମଣିଷ, ଗଁଡ଼ାବଜାର …

Read More »

ଦାସକାଠିଆ କଳାକାର : ରବିନାରାୟଣ ମିଶ୍ର

 – ସମ୍ପାଦକ ‘ଠିକ୍ ଠିକ୍ କିଡ଼ି ଠାକ୍’ ଏ ଶବ୍ଦ ଆଜିର ମୋବାଇଲ୍ ରୁ ଭାସି ଆସୁଥିବା ଶବ୍ଦ ନୁହେଁ, କି ଟେପ୍ ବା ଡିଜିଟାଲ ସାଉଣ୍ଡର ଶବ୍ଦ ନୁହେଁ । ଏ ହେଉଛି ଦାସକାଠିଆ ଲୋକକଳାର ବିରଳ ଧ୍ୱନି, ଯାହା ୪୦ବର୍ଷ ଆଗରୁ ପୂର୍ବ ଛତିଶଗଡ଼ ଏବଂ ଓଡ଼ିଶାର …

Read More »

ମା ମୋର

  ମା ମୋର… ମା ମୋର ମା ମୋର ବାପାଙ୍କୁ ପଚାରି ଦିଅହେ ଉତ୍ତର । ଦେଖିକି ପାରିବି ତୁମର ଶ୍ରୀମୁଖ ଅବା ଲିଭିଯିବ ଦୀପ ମୋର…   ଜାଣେନି ମା ମୁଁ କେମିତି ଆସିଲି ତୁମରି ଗରଭେ ସ୍ଥାନ ମୁଁ ପାଇଲି ତୁମର ଖୁସିରେ ଖୁସିବି ମୁଁ …

Read More »

ନାଚୁଣୀ

ମୂଳଲେଖା – ଭାନୁ ଭାରତୀ ଅନୁସୃଜନ – ଅଞ୍ଜଳୀ ଆଚାର୍ଯ୍ୟ ନୃତ୍ୟାଭିନୟ – ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି ନାଚୁଣୀ – ଆସୁଛି, ଆସୁଛି ଶିଘ୍ର ଚାଲିପାରୁନି ପରା । ରହ ରହ ତୁ ଯିବୁନାହିଁ କୁଆଡେ । ଟିକିଏ ରହ ମୁଁ ଆସୁଛି । ମୁଁ ଜାଣିଥିଲି …

Read More »

କୋଦାଳରେ କୋଡିଲା କେ ସରଗର କିଆରୀ (ଓଡ଼ିଆ ଲୋକଗୀତ)

Featured Video Play Icon

କୋଦାଳରେ କୋଡିଲା କେ ସରଗର କିଆରୀ…, ଗାୟକ ହୀରାଲାଲ ପାଢ଼ୀ (ଅବସରପ୍ରାପ୍ତ ସରକାରୀ କର୍ମଚାରୀ ) ଙ୍କ ସ୍ୱରରେ ପରିବେଷଣ ହୋଇଥିବା ଓଡ଼ିଶାର ଏକ ପୁରାତନ ଲୋକଗୀତ । ଗାୟକ ହୀରାଲାଲ ପାଢ଼ୀ ଜୀବନ ସାରା ଓଡ଼ିଆ ଲୋକଗୀତ ଗାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗାଁ ଗାଁରେ …

Read More »