ସ୍ମୃତିଚାରଣ

ସ୍ମୃତିଚାରଣ

ଚିତ୍ତ ଯେଉଁଠି ଭୟପୂର୍ଣ୍ଣ, ଅବନତ ଯହିଁ ଶିର

ପରାଧୀନ ଭାରତର ଚିନ୍ତକମାନେ କିଭଳି ସ୍ୱାଧୀନ ଭାରତକୁ ଗଢ଼଼ିବାକୁ ଚାହୁଁଥିଲେ, ତାହା ରବି ଠାକୁରଙ୍କ ‘ଜୀବନ ଯେଉଁଠି ଭୟଶୂନ୍ୟ, ଉନ୍ନତ ଯହିଁ ଶିର’ କବିତାରେ ସ୍ପଷ୍ଟ ହୋଇଯାଇଛି । ଆଜିର ଭାରତରେ ଜୀବନ ଭୟପୂର୍ଣ୍ଣ, ଶିର ଅବନତ । ହେତୁବାଦୀମାନେ ଏଠାରେ ଅସୁରକ୍ଷିତ । କଥା ଓ ଲେଖାର …

Read More »

କେଉଁ କବିରେ ଗଣା ସେ

ମନମୋହନ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ ଶୋକବାର୍ତ୍ତା (ମନମୋହନ ମିଶ୍ର ଗ୍ରନ୍ଥାବଳୀରୁ) ଷାଠିଏ ବର୍ଷ କାଳର ସାଙ୍ଗସାଥି ସହଯୋଦ୍ଧା । ବହୁକାଳ ଏକାଠି ରହିବା ଓ କିଛି ବର୍ଷ ବିଚ୍ଛିନ୍ନ ହୋଇ ରହିବା ପରେ ସହକର୍ମୀ, ସହବନ୍ଦୀ, ମନମୋହନ ମିଶ୍ର ଚାଲିଗଲେ । ସଂଜ୍ଞାହୀନ ଅବସ୍ଥାରେ ଓ …

Read More »

“ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା ଜାଣିଛୁ ସେଥିରୁ ଜୀବମଣ୍ଡଳର ବିବର୍ତ୍ତନ ଓ ସର୍ବୋପରି ମାନବ ସମାଜର ବିବର୍ତ୍ତନ ଗୋଟିଏ ଗୁରୁତ୍ୱ୍ୱପୂର୍ଣ୍ଣ ଅଧ୍ୟୟନ । ଏ ବିଷୟରେ ଇତିହାସରେ ବହୁ ଦାର୍ଶନିକ, ସମାଜବିଜ୍ଞାନର ଅବଦାନ …

Read More »

ଭାଗବତ ପ୍ରସାଦଙ୍କୁ ଜାଣିବାର ପ୍ରୟାସରେ (ଭାଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନର କିଛି ଝଲକ)

ଓଡ଼ିଶାର ଗଞ୍ଜାମ ଜିଲ୍ଲା – କୋଦଳା ତହସିଲର ଗୋଟିଏ ସରଳରେଖା ବିନ୍ଦୁପରି ଗ୍ରାମଟିଏ ଲାଠୁଳି, ରଘୁନାଥପୁର । ସେହି ଗ୍ରାମରେ ୧୯୩୨ ମସିହା ଡିସେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭଗବତ ପ୍ରସାଦ ରଥ । ରାୟଗଡ଼ାରେ ରଥସାର୍ ବୋଲି ସେ ଜଣେ ଅତି ପରିଚିତ ବ୍ୟକ୍ତିତ୍ୱ । …

Read More »

ଶ୍ରଦ୍ଧାଞ୍ଜଳି ପ୍ରଫେସର ଭାଗବତ ପ୍ରସାଦ

Featured Video Play Icon

ସମଧ୍ୱନି ଆଜି ତାର ଜଣେ ଅନ୍ୟତମ ଦିଗଦ୍ରଷ୍ଟାଙ୍କୁ ହରାଇଛି। ପ୍ରଫେସର ଭାଗବତ ପ୍ରସାଦ ଯିଏକି ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ଶଯ୍ୟାଶାୟୀ ଥିଲେ ଆଜି ତାଙ୍କର ରାୟଗଡା ସ୍ଥିତ ବାସଭବନରେ ବିୟୋଗ ଘଟିଛି। ଏହିଭଳି ଏକ ସମୟରେ ସମଧ୍ୱନି ସମଗ୍ର ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଡ଼ିଶା ଆଜି …

Read More »

(ଶବ୍ଦ ପେଡିରୁ ଧାଡି ) – ଦାୟୀ ନୁହଁ କେହି

ଦାୟୀ ନୁହେଁ କେହି ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା, ବଜ୍ର ପଡିଥିଲା, ଯେ ବାରଟି ନିରୀହ ଲୋକ ଟଳି ପଡିଲେ, ଓ ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ? କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି, ମିଥ୍ୟା ଥିଲା ଗୁଳି, ମିଥ୍ୟା ଥିଲା …

Read More »

ସଙ୍ଗୀତ ଯୋଗୀ: ଗୁରୁ ଶ୍ରୀ ଧନେଶ୍ୱର ଦାସ (ଶ୍ରାଦ୍ଧ ବାର୍ଷିକୀରେ )

ଗୁରୁ ଶ୍ରୀ ଧନେଶ୍ୱର ଦାସ ସ୍ୱରତୀର୍ଥ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା, “ସଙ୍ଗୀତ ସୁଧାକର” ପୁସ୍ତକର ରଚୟୀତା, ଜଣେ ସୁନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତକାର, ସଙ୍ଗୀତ ଯୋଗୀ/ସାଧକ ଯାହାଙ୍କର ବିୟୋଗ ହୋଇଥିଲା ୨୦୧୭ ମସିହା ଡ଼ିସେମ୍ବର ୨୩ ତାରିଖରେ । ଗତବର୍ଷ ୨୦୧୭ ଡ଼ିସେମ୍ବର ୨୩ ତାରିଖ ଦିନ ୩ଟାରେ ‘ସମଧ୍ୱନି …

Read More »

ଭଗବତୀ ପାଣିଗ୍ରାହୀ ବୈପ୍ଳବିକ ଓ ପ୍ରଗତିଶୀଳ ଚେତନାର ବାର୍ତ୍ତାବହ

୨୦୦୭ ଫେବୃୟାରୀ ୧ତାରିଖ ବିପ୍ଳବୀ ତଥା ପ୍ରଗତିଶୀଳ ଭାବଧାରାର ନବସାରଥି ଭଗବତୀ ପାଣିଗ୍ରାହୀଙ୍କର ଜନ୍ମ ଶତବର୍ଷର ଆରମ୍ଭ ଦିନ । ୧୯୦୮ ଫେବୃୟାରୀ ୧ରେ ତାଙ୍କର ଜନ୍ମ ଏବଂ ମୃତ୍ୟୁ ଅକ୍ଟୋବର ୨୩, ୧୯୪୭ । ମାତ୍ର ୩୫ ବର୍ଷର ଜୀବନ ପ୍ରବାହ । ତହିଁମଧ୍ୟରୁ ଏକ ଦଶନ୍ଧିରୁ …

Read More »

କିଶୋରୀ ଅମୋନକର୍: ଉଦୟ, ଅସ୍ତ, ପୁନଃ ଆବିର୍ଭାବ (ସାରାଂଶ)

ଏପ୍ରିଲ ୩, ୨୦୧୭ । ଆମ ଗହଣରୁ ଚାଲିଗଲେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗାୟୀକା କିଶୋରୀ ଅମୋନକର୍ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଅବଦାନପାଇଁ ସେ ଅବିସ୍ମରଣୀୟ ହୋଇ ରହିବେ । ସେଥିପାଇଁ ଲୋକପ୍ରିୟ ସମ୍ବାଦ ମାଧ୍ୟମ ଗୁଡ଼ିକରେ ତାଙ୍କର ଦେହାବସାନକୁ ସଙ୍ଗୀତ ସମୁଦାୟର …

Read More »

ସ୍ୱାଭିମାନୀ ମଞ୍ଚପୁରୁଷ “ନିରଞ୍ଜନ ଶତପଥୀ”

ଯେଉଁ କଳାକାରମାନେ ଗଭୀର ରାତ୍ରିରେ ରଙ୍ଗମଞ୍ଚର ଐନ୍ଦ୍ରଜାଲିକ ପରିବେଶରେ ଦର୍ଶକ ମନରେ ଗନ୍ଧର୍ବଲୋକ ସୃଷ୍ଟି କରିଥାଆନ୍ତି, ସେମାନଙ୍କ ବ୍ୟକ୍ତିଗତ ଜୀବନ କେତେ କ୍ଲେଶକର, ତାହା  ବିଂଶ ଶତାବ୍ଦୀର ଓଡ଼ିଶା-ରଙ୍ଗମଞ୍ଚଗୁଡ଼ିକର ପ୍ରଚଣ୍ଡ ପ୍ରଭାବଶାଳୀ ଅଭିନେତା ସ୍ୱର୍ଗତ ନିରଞ୍ଜନ ଶତପଥୀଙ୍କ ଜୀବନ ଅନୁଧ୍ୟାନ କଲେ ଅନୁଭବ କରିହୁଏ । ଏହି ଖ୍ୟାତିବାନ …

Read More »