ସାକ୍ଷାତକାର

ସାକ୍ଷାତକାର

ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ (ଭିଡ଼ିଓ ସାକ୍ଷାତକାର – ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ର)

Featured Video Play Icon

ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ଆଲୋଚନା: ଗଁଡ଼ାବଜା ଭଳି ଏକ ପ୍ରାଚୀନ ଶାସ୍ତ୍ରୀୟ ଵାଦ୍ୟକୁ ବଜାଉଥିବା ଲୋକମାନେ ଅଛୁତ ଭାବରେ କାହିଁକି ଆମ ସମାଜରେ ଗଣା ଯାଉଛନ୍ତି? ଏହିଭଳି ଏକ ଶାସ୍ତ୍ରୀୟ ଵାଦ୍ୟକୁ ଆଜିଯାଏ ଲିପିବଦ୍ଧ କରିବାପାଇଁ …

Read More »

ସଂସ୍କୃତିର ସମାଜଶାସ୍ତ୍ର, ଧର୍ଷଣ ବିରୋଧରେ ଲଢିବାକୁ ହେଲେ ଆମର କଳଙ୍କିତ ଲିଙ୍ଗଗତ ବୈଷମ୍ୟ ବିରୋଧରେ ଲଢିବା ଜରୁରୀ

Featured Video Play Icon

ଫୋଟୋ କ୍ରେଡିଟ – ଦ ପ୍ରିଣ୍ଟ ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଏକ ସାକ୍ଷାତକାର ହାଇଦ୍ରାବାଦ ଓ ଉନ୍ନାଓରେ ଘଟିଥିବା ବର୍ବର ଧର୍ଷଣ ଓ ହତ୍ୟାର ପୃଷ୍ଠଭୂମିରେ ଭାରତ ବର୍ଷର ଆଜି ଯେଉଁ ସମସ୍ୟା ଦେଖା ଦେଇଛି ,  ମୁଁ ସବୁବେଳେ ଭାବେ, ଏ ପ୍ରକାର …

Read More »

‘ସମଧ୍ୱନି’ ପାଇଁ ପଦେ

ଆପଣମାନେ ସମଧ୍ୱନି କାହିଁକି ଆରମ୍ଭ କଲେ? ଯେଉଁସବୁ ମୂଳ ବିଷୟ ସମଧ୍ୱନିର ସଙ୍ଗୀତ ଓ ଲେଖା ମାଧ୍ୟମରେ ଆପଣମାନେ ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ଚେଷ୍ଟା କରୁଛନ୍ତି ସେମିତି ଚେଷ୍ଟା ଅନବରତ ଜାରୀ ରଖିବାକୁ ହେବ । କେତୋଟି କଥା କହିବି; ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ …

Read More »

ପଣ୍ଡିତ ଘାସିରାମ ମିଶ୍ରଙ୍କ ସହ ସାକ୍ଷାତକାର

ପ୍ର- ଆପଣ କାହିଁକି କଳାପ୍ରତି ଆକୃଷ୍ଟ ହେଲେ?  ଏଥିପାଇଁ କାହାଠାରୁ ଅଧିକ ପ୍ରେରଣା ପାଇଥିଲେ? ଉ – ଆଧ୍ୟାତ୍ମ ପରିବେଶ ଭିତରେ ଆମ ପରିବାର ଗଢ଼ା । ଘରେ କେଉଁ ପୂର୍ବପୁରୁଷରୁ ଶ୍ରୀ ରାଧାକୃଷ୍ଣ ଯୁଗଳ ମୂରତି ଉପାସନା ହୋଇ ଆସୁଛି । ପ୍ରତ୍ୟହ ସନ୍ଧ୍ୟା ଆରତିରେ ଘଣ୍ଟ, …

Read More »

ପ୍ରେମ ଓ ମୈତ୍ରୀ ଭାବନା ନାରୀର ଏକ ଅନନ୍ୟ ପ୍ରବୃତ୍ତି (ବାର୍ତ୍ତାଳାପ- ପ୍ରଫେସର ଭଗବତ ପ୍ରସାଦ)

ମାର୍ଚ୍ଚ ୮, ବିଶ୍ୱ ମହିଲା ଦିବସର ଏକ ଅନୁଚିନ୍ତନ ପ୍ରଶ୍ନ : ଭାରତବର୍ଷରେ ଏକ ସମାଜ ଗଢ଼ିଉଠିଥିଲା ଯେଉଁଠି ଯୁଦ୍ଧ ନଥିଲା, ଇର୍ଷା ନଥିଲା, ସମତାଭିତ୍ତିକ ସମାଜ ଥିଲା । ଏଭଳି ସଭ୍ୟତା କାହିଁକି, କେମିତି ଗଢ଼ି ଉଠିଥିଲା?  ତା’ର କାରଣ କ’ଣ କାହିଁକି ସେ ବିଷୟରେ ଚର୍ଚ୍ଚା …

Read More »

ସଂସ୍କୃତିରେ ମୈତ୍ରୀ ଚେତନା(ପ୍ରଫେସର ଭଗବତ ପ୍ରସାଦଙ୍କ ସହ ସାକ୍ଷାତକାର)

    ପ୍ରଶ୍ନ-      ଆମେ କାହାକୁ ସଂସ୍କୃତି ବୋଲି କହିବା? ଉତ୍ତର-  ସଂସ୍କୃତିର ଦିଗନ୍ତ ବହୁତ ବ୍ୟାପକ। ଏଥିରେ ବହୁତ କିଛି ଜିନିଷ ଆସିଯାଉଛି। ଉଦାହରଣ ଭାବରେ ଆମର ଚଳଣିକୁ ନିଆଯାଇପାରେ। ଆମ ସମାଜ ଭିତରେ ବିଭିନ୍ନ ଚିନ୍ତାଧାରା ଅଛି ଯେମିତିକି  ସାମାଜିକ ଚିନ୍ତନ, ଅର୍ଥନୈତିକ ପରିବର୍ତ୍ତନ ପାଇଁ …

Read More »

ଲୋକ ସଂସ୍କୃତିକୁ ଉଜ୍ଜୀବିତ କରିବାପାଇଁ ଏକ ନୂତନ ପ୍ରୟାସ ସମ୍ପର୍କରେ…

  ବିଶିଷ୍ଟ ନାଟ୍ୟକାର ମନ୍ମଥ ନାଥ ଶତପଥୀଙ୍କ ସହ ଚର୍ଚ୍ଚା : ପ୍ରଶ୍ନ:   ଲୋକକଳା ଓ ସଂସ୍କୃତିକୁ ନେଇ ଆପଣ ଯେଉଁ ନୂତନ ଉଦ୍ୟମ ଆରମ୍ଭ କରିଛନ୍ତି ସେ ବିଷୟରେ କିଛି କହିବେକି? ଇମ୍ଫୋସିସ୍ ଫାଉଣ୍ଡେସନ୍ କାହିଁକି ଲୋକ ସଂସ୍କୃତି କ୍ଷେତ୍ରରେ ଆଗ୍ରହ ଦେଖାଇଲା? ଉତ୍ତର:    …

Read More »

ସଙ୍ଗୀତଜ୍ଞ ‘ଶାନ୍ତନୁ ମହାପାତ୍ର’ଙ୍କ ସହ ଏକ ସାକ୍ଷାତକାର

ଏବେ ୭୯ବର୍ଷ (ଏବେ ସେ ୮୧ ବର୍ଷରେ) ବୟସରେ ପହଂଚିଛନ୍ତି ଖ୍ୟାତିନାମା ଏଥିରେ ରାଜାମାନଙ୍କ ଭୂମିକା କିଛି ରହୁଥିଲା ? ସେତେବେଳେ ରାଜାଘର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ମୟୂରଭଞ୍ଜର ରାଜାମାନେ ମଝିରେ ମଝିରେ ଗାୟନ ଆୟୋଜନ କରୁଥିଲେ । ଆମ ଗୀତ ସାର୍ ବାଞ୍ଛାନିଧି ସାର୍ଙ୍କୁ …

Read More »

ପେଶାଠୁ ନିଶା ଆହୁରି ଆକର୍ଷଣୀୟ ଆନନ୍ଦ ଦିଏ – (ଅସୀମ ବସୁଙ୍କ ସହ ସାକ୍ଷାତକାର)

  ପ୍ରଶ୍ନ: କଳା ସଂସ୍କୃତି ଆଉ ଅଭିନୟ ପ୍ରତିଟି କ୍ଷେତ୍ରରେ ଆପଣଙ୍କ ନାଁ ଜଣାଶୁଣା । ସୃଜନଶୀଳତାର ଏ ଯାତ୍ରା କେମିତି ଆରମ୍ଭ ହେଲା? ଉତ୍ତର:  ସେତେବେଳେ ବାଲେଶ୍ୱରରେ କଲେଜରେ ପଢ଼ୁଥିଲି। ଏବେ ଯାହା ଫକିରମୋହନ କଲେଜ ଭାବେ ପରିଚିତ। ଚିତ୍ର ଆଙ୍କିବା ବାବଦରେ ଶିଖିବାପାଇଁ ମନରେ ପ୍ରବଳ …

Read More »