Home / ଦୃଶ୍ୟ ଓ ଶ୍ରାବ୍ୟ (page 3)

ଦୃଶ୍ୟ ଓ ଶ୍ରାବ୍ୟ

ଏହି ବିଭାଗରେ ଉପସ୍ଥାପନ କରାଯାଇଛି ସଂସ୍କୃତି ସମ୍ପର୍କିତ ଏବଂ ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାକୁ ଲୋକଙ୍କ ସମକ୍ଷ୍ୟରେ ଉପସ୍ଥାପନ କରୁଥିବା କିଛି ଅଡ଼ିଓ, ଭିଡ଼ିଓ, ଫଟୋ ଫିଚର

‘ସରେଇପାଲି’ର ନିଆରା “ନୁଆଁଖାଇ ପର୍ବ”

Featured Video Play Icon

ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ଥିବା ଗାଁ ଟିଏ । ଗାଁର ନାଁ ସାନ ସରେଇପାଲି । ଓଡ଼ିଶାର ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅଧିନରେ ରହିଥିବା ଏହି ଗାଁ ଗୁଲାବନ୍ଧ ଭାବରେ ମଧ୍ୟ ପରିଚିତ। ଛୋଟିଆ ଗାଁ ଟିଏ। ଗାଁକୁ ଲାଗି ଏକ ବଡ଼ ଜଳାଶୟ ରହିଛି। ଏହାକୁ …

Read More »

ପାଣି ପାଇଁ ଗୀତଟିଏ

Featured Video Play Icon

୨୦୦୭ ମସିହାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଡ଼ାକରା କ୍ରମେ ହୋଇଥିବା ଐତିହାସିକ ହୀରାକୁଦ ପାଣି ଆନ୍ଦୋଳନ ସମୟରେ ଏହି ଗୀତ ପ୍ରସ୍ତୁତ ହୋଇଥିଲା । ସାଥି ଶଙ୍କର ମହାନନ୍ଦ ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜିତ ପାଣିଗ୍ରାହୀ ଓ ପଦ୍ମା ( …

Read More »

ଶ୍ରଦ୍ଧାଞ୍ଜଳି ପ୍ରଫେସର ଭାଗବତ ପ୍ରସାଦ

Featured Video Play Icon

ସମଧ୍ୱନି ଆଜି ତାର ଜଣେ ଅନ୍ୟତମ ଦିଗଦ୍ରଷ୍ଟାଙ୍କୁ ହରାଇଛି। ପ୍ରଫେସର ଭାଗବତ ପ୍ରସାଦ ଯିଏକି ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ଶଯ୍ୟାଶାୟୀ ଥିଲେ ଆଜି ତାଙ୍କର ରାୟଗଡା ସ୍ଥିତ ବାସଭବନରେ ବିୟୋଗ ଘଟିଛି। ଏହିଭଳି ଏକ ସମୟରେ ସମଧ୍ୱନି ସମଗ୍ର ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଡ଼ିଶା ଆଜି …

Read More »

କୋଦାଳରେ କୋଡିଲା କେ ସରଗର କିଆରୀ (ଓଡ଼ିଆ ଲୋକଗୀତ)

Featured Video Play Icon

କୋଦାଳରେ କୋଡିଲା କେ ସରଗର କିଆରୀ…, ଗାୟକ ହୀରାଲାଲ ପାଢ଼ୀ (ଅବସରପ୍ରାପ୍ତ ସରକାରୀ କର୍ମଚାରୀ ) ଙ୍କ ସ୍ୱରରେ ପରିବେଷଣ ହୋଇଥିବା ଓଡ଼ିଶାର ଏକ ପୁରାତନ ଲୋକଗୀତ । ଗାୟକ ହୀରାଲାଲ ପାଢ଼ୀ ଜୀବନ ସାରା ଓଡ଼ିଆ ଲୋକଗୀତ ଗାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗାଁ ଗାଁରେ …

Read More »

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ‘ଗଁଡ଼ାବଜା’ ଏକ ଦୃଷ୍ଟିପାତ

ଓଡ଼ିଶାର ପଶ୍ଚିମ ଭାଗକୁ ପଶ୍ଚିମ ଓଡ଼ିଶା ବୋଲି କୁହାଯାଇଥାଏ । ପ୍ରାକୃତିକ ପରିବେଷ୍ଟନୀ ଭିତରେ ଥିବା ଏଇ ଭୂଖଣ୍ଡଟି ହେଉଛି ଗ୍ରାମ ବହୁଳ । ଏହାର ଗ୍ରାମୀଣ ପରିବେଶ ଭିତରେ ଅନେକ ଅନୁନ୍ନତ ଶ୍ରେଣୀ ତଥା ଜନଜାତିର ଲୋକେ ବହୁ କାଳରୁ ରହି ଆସୁଛନ୍ତି। ଏମାନଙ୍କର ଜୀବନ ବଂଚିବା …

Read More »