Home / ଦୃଶ୍ୟ ଓ ଶ୍ରାବ୍ୟ (page 2)

ଦୃଶ୍ୟ ଓ ଶ୍ରାବ୍ୟ

ଏହି ବିଭାଗରେ ଉପସ୍ଥାପନ କରାଯାଇଛି ସଂସ୍କୃତି ସମ୍ପର୍କିତ ଏବଂ ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାକୁ ଲୋକଙ୍କ ସମକ୍ଷ୍ୟରେ ଉପସ୍ଥାପନ କରୁଥିବା କିଛି ଅଡ଼ିଓ, ଭିଡ଼ିଓ, ଫଟୋ ଫିଚର

ଗଁଡ଼ାବଜାର ଇତିହାସ (ବିଶିଷ୍ଟ ପତ୍ରକାର ରାଜୀବ ସଗରିଆଙ୍କ ସହିତ ସାକ୍ଷାତକାର)

Featured Video Play Icon

ଗଁଡାବଜାର ଇତିହାସଟି ଅତି ପୁରୁଣା । ଆଜିଯାଏ ଏମିତି ଏକ ପୁରାତନ ସଂସ୍କୃତି ଆମ ରାଜ୍ୟରେ ରହିଛି ଓ ତାର ଏତେ ଐତିହ ସମ୍ପର୍ଣ୍ଣ ଓ ବିସ୍ମୟକର ଇତିହାସ ରହିଛି ଏକଥାଟି ଅନେକଙ୍କୁ ଅଜଣା, ବିଶେଷକରି ସଂସ୍କୃତିର ମଙ୍ଗ ଧରିଥିବା ବିଜ୍ଞ ମଣିଷମାନଙ୍କୁ । ଯେଉଁ ଅଂଚଳର ଲୋକମାନଙ୍କର …

Read More »

‘ଚଣ୍ଡାଳିକା’ ନୃତ୍ୟନାଟିକା

Featured Video Play Icon

କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସାହିତ୍ୟ ରଚନା ଭାରତ ତଥା ପୃଥିବୀର ପ୍ରାୟ ସବୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର ରଚିତ ନୃତ୍ୟ ନାଟକ ‘ଚଣ୍ଡାଳିକା କୁ ଓଡ଼ିଆରେ ଅନୁବାଦ କରି ପରିବେଷଣ କରିବାର ଇଚ୍ଛା ମୋ ମନରେ ବହୁତ ଦିନରୁ ହିଁ  ଥିଲା। କାରଣ ଏହି ନୃତ୍ୟ …

Read More »

ମହୁରି ମୋର ଜୀବ ଡାଙ୍ଗ ଆଏ (ନୀଳ କୁମ୍ଭାରଙ୍କ ସହ ସାକ୍ଷାତକାର)

Featured Video Play Icon

ବୁଢ଼ାମାନେ କହନ ତ ବାବୁ ଏଇଟା ବୀର ବାଦ୍ୟ। ଆମର ପୁରଖା ବଜାଉଥିଲେ, ସେତେବେଳେ ଟିକେ ଟିକେ କରି ଏନ୍ତା ଏନ୍ତା ତଲକେ ତଲକେ ବଲି ଆମେ ମାନେ ଫେର ସେ ବାନା କେ ବଜଉଛୁଁ । ମହୁରିଥିଁ ଗୁଟେ ପିତଲର ଫେରଟେ ଲାଗିଛେ, ଇଥିଁ ପିତଲର ଶୁଶିଟେ …

Read More »

କୁଚିପାଲିର “ଜୁଗାର ଯାତ୍ରା” : ସଂସ୍କୃତିରେ ନୂତନ ଦୃଷ୍ଟିଭଙ୍ଗୀ

Featured Video Play Icon

ଲୋକ ସଂସ୍କୃତି ଭିତରେ ସମୟକ୍ରମେ, ଆକସ୍ମିକ ସଂସ୍କୃତି ଅଧାରିତ ପର୍ବ-ପର୍ବାଣୀ ଗୁଡ଼ିକ ସଂଲଗ୍ନିତ ହୋଇ ଏକ ନୂତନ ସ୍ୱୀକୃତି ପାଇଯାଆନ୍ତି । ଏଇ ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର କୁଚିପାଲି ଗାଆଁର “ଜୁଗାର ଯାତ୍ରା ” ହେଉଛି ଏକ ପ୍ରକୃଷ୍ଟ ଉଦାହରଣ । “ଜୁଗାର” ହେଉଛି ଲିଆ (ଖଇ) ଓ …

Read More »