Home / ଦୃଶ୍ୟ ଓ ଶ୍ରାବ୍ୟ

ଦୃଶ୍ୟ ଓ ଶ୍ରାବ୍ୟ

ଏହି ବିଭାଗରେ ଉପସ୍ଥାପନ କରାଯାଇଛି ସଂସ୍କୃତି ସମ୍ପର୍କିତ ଏବଂ ସାଧାରଣ ମଣିଷର ଦୁଃଖ ଦୁର୍ଦ୍ଦଶାକୁ ଲୋକଙ୍କ ସମକ୍ଷ୍ୟରେ ଉପସ୍ଥାପନ କରୁଥିବା କିଛି ଅଡ଼ିଓ, ଭିଡ଼ିଓ, ଫଟୋ ଫିଚର

“ଜୀବନ ପାତ୍ର ମୋ ଭରିଛ ସଙ୍ଗୀତରେ “

ତରାନା  କୁଇନ ସୁନନ୍ଦା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳିରେ ପଦେ… ପିଲାଦିନରୁ ଯାହାଙ୍କୁ ନିଜ ଅଜାଣତରେ ଗୁରୁମା ଓ ନିଜ ସଙ୍ଗୀତ ଜୀବନର ଆଦର୍ଶ ଭାବରେ ନେଇ ସଙ୍ଗୀତ ଶିକ୍ଷାରେ ପାଦ ରଖିଥିଲି ତାଙ୍କର ଶେଷଯାତ୍ରା ଯେମିତି ମୋ ଆଗରେ ଏକ ଅନ୍ଧକାରମୟ ସଙ୍ଗୀତର କ୍ଷେତ୍ର ଉଭା କରିଛି। ସମଗ୍ର ଭାରତବର୍ଷ …

Read More »

୨୦୨୦ନବବର୍ଷକୁ ସ୍ୱାଗତ : କାହାକୁ କହିବା ପରଦେଶୀ ସାଥି

କାହାକୁ କହିବା ପରଦେଶୀ ସାଥି କିଏ ଏଠି ପ୍ରତିବେଶୀ ନିଜେ ବାଛୁଥିବା ଶାସକଟା ଯଦି କାଢିନିଏ ପାଦତଳ ମାଟି ୨୦୨୦ ନବବର୍ଷକୁ ସମଧ୍ୱନି ସ୍ୱାଗତ କରିବା ସମୟରେ ଭାରତବାସୀଙ୍କୁ ଓ ଓଡ଼ିଶାର ଅଗଣିତ ଜନଗଣଙ୍କୁ ଶୁଭକାନା ଜଣାଉଛି …ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି ଓ ବଞ୍ଚିବାର ସମସ୍ତ …

Read More »

ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ (ଭିଡ଼ିଓ ସାକ୍ଷାତକାର – ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ର)

Featured Video Play Icon

ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ଆଲୋଚନା: ଗଁଡ଼ାବଜା ଭଳି ଏକ ପ୍ରାଚୀନ ଶାସ୍ତ୍ରୀୟ ଵାଦ୍ୟକୁ ବଜାଉଥିବା ଲୋକମାନେ ଅଛୁତ ଭାବରେ କାହିଁକି ଆମ ସମାଜରେ ଗଣା ଯାଉଛନ୍ତି? ଏହିଭଳି ଏକ ଶାସ୍ତ୍ରୀୟ ଵାଦ୍ୟକୁ ଆଜିଯାଏ ଲିପିବଦ୍ଧ କରିବାପାଇଁ …

Read More »

ସଂସ୍କୃତିର ସମାଜଶାସ୍ତ୍ର, ଧର୍ଷଣ ବିରୋଧରେ ଲଢିବାକୁ ହେଲେ ଆମର କଳଙ୍କିତ ଲିଙ୍ଗଗତ ବୈଷମ୍ୟ ବିରୋଧରେ ଲଢିବା ଜରୁରୀ

Featured Video Play Icon

ଫୋଟୋ କ୍ରେଡିଟ – ଦ ପ୍ରିଣ୍ଟ ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଏକ ସାକ୍ଷାତକାର ହାଇଦ୍ରାବାଦ ଓ ଉନ୍ନାଓରେ ଘଟିଥିବା ବର୍ବର ଧର୍ଷଣ ଓ ହତ୍ୟାର ପୃଷ୍ଠଭୂମିରେ ଭାରତ ବର୍ଷର ଆଜି ଯେଉଁ ସମସ୍ୟା ଦେଖା ଦେଇଛି ,  ମୁଁ ସବୁବେଳେ ଭାବେ, ଏ ପ୍ରକାର …

Read More »

ପଦମପୁର ଅଂଚଳ କଲେଜରେ : ‘ଗଁଡ଼ାବଜା’ ସଂପାନ

୨୦୧୯ ଡ଼ିସେମ୍ବର ୮ତାରିଖରେ “ଗଁଡ଼ାବଜା”କୁ ପ୍ରସଙ୍ଗ କରି ଏକ ଜାତୀୟ ସଂପାନ ବରଗଡ଼ ଜିଲ୍ଲା, ପଦମପୁର ଅଂଚଳ କଲେଜରେ ଅନୁଷ୍ଠିତ ହୋଇଯାଇଛି । ପଦମପୁରର ‘ଦ ଲୁ’ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ସଂପାନରେ ଓଡ଼ିଶାର ବିଶିଷ୍ଟ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀ ସମ୍ବେଦନଶୀଳ କଳାପ୍ରେମୀ ମଣିଷ, ଗଁଡ଼ାବଜାର …

Read More »

ଗଁଡ଼ାବଜାର ଇତିହାସ (ବିଶିଷ୍ଟ ପତ୍ରକାର ରାଜୀବ ସଗରିଆଙ୍କ ସହିତ ସାକ୍ଷାତକାର)

Featured Video Play Icon

ଗଁଡାବଜାର ଇତିହାସଟି ଅତି ପୁରୁଣା । ଆଜିଯାଏ ଏମିତି ଏକ ପୁରାତନ ସଂସ୍କୃତି ଆମ ରାଜ୍ୟରେ ରହିଛି ଓ ତାର ଏତେ ଐତିହ ସମ୍ପର୍ଣ୍ଣ ଓ ବିସ୍ମୟକର ଇତିହାସ ରହିଛି ଏକଥାଟି ଅନେକଙ୍କୁ ଅଜଣା, ବିଶେଷକରି ସଂସ୍କୃତିର ମଙ୍ଗ ଧରିଥିବା ବିଜ୍ଞ ମଣିଷମାନଙ୍କୁ । ଯେଉଁ ଅଂଚଳର ଲୋକମାନଙ୍କର …

Read More »

‘ଚଣ୍ଡାଳିକା’ ନୃତ୍ୟନାଟିକା

Featured Video Play Icon

କବିଗୁରୁ ରବିନ୍ଦ୍ରନାଥ ଠାକୁରଙ୍କର ସାହିତ୍ୟ ରଚନା ଭାରତ ତଥା ପୃଥିବୀର ପ୍ରାୟ ସବୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର ରଚିତ ନୃତ୍ୟ ନାଟକ ‘ଚଣ୍ଡାଳିକା କୁ ଓଡ଼ିଆରେ ଅନୁବାଦ କରି ପରିବେଷଣ କରିବାର ଇଚ୍ଛା ମୋ ମନରେ ବହୁତ ଦିନରୁ ହିଁ  ଥିଲା। କାରଣ ଏହି ନୃତ୍ୟ …

Read More »