କଳା ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ । ଆଦିମ ମଣିଷ ଗୁମ୍ଫାକାନ୍ଥରେ ଚିତ୍ର କରୁଥିଲା । ମିଶରର କର୍ଣ୍ଣକି ମନ୍ଦିର, ଲକ୍ସସ୍ ମନ୍ଦିର କାନ୍ଥରେ ହୋଇଥିବା ଚିତ୍ରାବଳୀ ଲକ୍ଷ୍ୟକଲେ ସେତେବେଳର ମଣିଷର କଳାପ୍ରତି କି ପ୍ରକାର ଆଗ୍ରହ ଥିଲା ଜଣାପଡ଼ିଥାଏ …
Read More »ସମର୍ପିତ ଶିଳ୍ପୀ ନରହରି ଭୋଇ
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ନିକଟବର୍ତ୍ତୀ ନିପଟ ମଫସଲ ଗାଁ ଗଣ୍ଡିଲୋ । ଏହି ଗାଁର ଏକ ଗରିବ ପରିବାରରେ ପିତା ଧୋବେଇ ଭୋଇ ଓ ମାତା ସୀତା ଦେବୀ ଙ୍କ ଠାରୁ ୧୯୫୩ ମସିହାରେ ଶ୍ରୀ ନରହରି ଭୋଇ ଙ୍କ ଜନ୍ମ । ପିଲାଟି ବେଳୁ ସେ ବହୁ …
Read More »ଚିତ୍ରଶାଳାର ଚିତ୍ରକର “କଳାମଣୀ ରବୀନ୍ଦ୍ରନାଥ ସାହୁ”
ରଙ୍ଗ ଓ ତୁଳୀ ଦୁନିଆର ମତୁଆଲା ମଣିଷଟିଏ । ହାତରେ ଖଣ୍ଡେ ତୁଳୀ ଓ ଭଳିକିଭଳି ରଙ୍ଗ ଅଛି ତ ହୃଦୟ ର ଆବେଗ ସଜୀବ ହୋଇ ଉତୁରି ଆସେ, ଆଉ ଜୀବନ୍ୟାସ ଭରିଦିଏ କାନଭାସରେ । ନିରାଡମ୍ବର ମଣିଷର କାଉଁରି ହାତରେ ଝଲସି ଉଠୁଥିଲା ବହୁ କଥାବସ୍ତୁର …
Read More »ଦ’ କମନ ମ୍ୟାନ୍ : ଆର୍.କେ.ଲକ୍ଷ୍ମଣ
ଦରବୁଢ଼ା ଲୋକଟି । ପଚାଶରୁ ଅଧିକ ତା’ ବୟସ । ନିଇତି ଧୋତି ଆଉ ଚେକ୍ ଜାମା ପିନ୍ଧୁଥିବା ନିଶୁଆ ଆଉ ଚନ୍ଦା । ଯିଏ ସବୁଦିନେ ରାସ୍ତାକଡ଼ରେ ଛିଡ଼ା ହୋଇଥାଏ । ପ୍ରତିଟି ଘଟଣାକୁ ନିରେଖି ଦେଖୁଥାଏ । କେବେ ତା’ର ଯୋଡ଼େ ହାତ ପଛ ପଟକୁ …
Read More »ଶିଶୁ, କିଶୋର ସାହିତ୍ୟରେ ଚିତ୍ର ଓ ଅଳଙ୍କରଣ
ଇତିହାସରେ ମଣିଷ ଓ ତା’ର ସଭ୍ୟତାର ଅଗ୍ରଗତି କ୍ଷେତ୍ରରେ ଚିତ୍ରକଳାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନିଜ ମନର ଭାବନାକୁ ସେ ବ୍ୟକ୍ତ କରିବାପାଇଁ ଯେଉଁ ମାଧ୍ୟମ ଲୋଡ଼ିଥିଲା ବା ଆପଣେଇ ଥିଲା, ତାହାହିଁ କଳା । କଳାରୁ ହିଁ …
Read More »