ଗୁରୁ ଶ୍ରୀ ଧନେଶ୍ୱର ଦାସ

“ଗୁରୁ ଶ୍ରୀ ଧନେଶ୍ୱର ଦାସ” କଲିକତାରୁ କିରାଣା ଘରାନା ଏବଂ ଗୋୟାଲିୟର ଘରାନାରେ ଗୁରୁଙ୍କ ଆଶ୍ରମରେ ରହି ସଙ୍ଗୀତ ଶିକ୍ଷା ଅର୍ଜନ କରିଥିଲେ । ନିଜର କଳାକୁ ବଜାରର ପଣ୍ୟ କରିବାପାଇଁ କୁଣ୍ଠାବୋଧକରି “ସ୍ୱରତୀର୍ଥ” ନାମକ ଏକ ସଙ୍ଗୀତ ଅନୁଷ୍ଠାନ ସତୁରିଦଶକରେ ଭଦ୍ରକଠାରେ ଆରମ୍ଭ କରିଥିଲେ । ନିଜସ୍ୱ ତତ୍ତ୍ୱାବଧାନରେ ଆଜିଯାଏ ଉକ୍ତ ଅନୁଷ୍ଠାନଟିକୁ ସେ ଚଳାଇଆସିଥିଲେ। ସଙ୍ଗୀତ ସୁଧାକର ନାମରେ ସେ ଦୁଇଟି ପୁସ୍ତକ ରଚନା କରିଛନ୍ତି । ସଙ୍ଗୀତ ସାଧନାକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଜୀବନର ଶେଷ ପର୍ଯ୍ୟନ୍ତ ଆପଣେଇ ନେଇଥିଲେ ଗୁରୁ ଶ୍ରୀ ଧନେଶ୍ୱର ଦାସ”

Oops! Nothing here

It seems we can’t find what you’re looking for. Perhaps searching can help.