କୋଇଲିଲୋ ଗଲା ପୁଅ ଆଉ ବାହୁଡି ନ ଆସେ

୧୯୪୨ । ମୋତେ ଆଠ ବର୍ଷ । ଠେକ ହେଲାଣି । ସ୍କୁଲ ଯାଉଛି । ଆମ ଗାଁ ନରିଶୋ । ପୁରୀ ଜିଲ୍ଲା ବାଲିପାଟଣା ଥାନା ୯ ନମ୍ବର ୟୁନିୟନରେ ସବୁ ଠାରୁ ବଡ ଗାଁ । ଚାରିଆଡେ ଜଙ୍ଗଲ । ଦିନ ବେଳା ବି ଗଧିଆ,ବିଲୁଆ ,କୋକିଶିଆଳି ,ଠେକୁଆ ,ସାପ ,ନେଉଳଙ୍କର ଯିବା ଆସିବା । ବଡ ଗଛ,ବେତ,କୁମ୍ଭାଟୁଆ ,ବାଇଡଙ୍କ ଲଟି ଛନ୍ଦି ଛନ୍ଦି ଓହଳିଥିବେ । ଆମ ଘର ନରିଶୋ ଶାସନ । … Continue reading କୋଇଲିଲୋ ଗଲା ପୁଅ ଆଉ ବାହୁଡି ନ ଆସେ