ଅତଃ ଗେଣ୍ଡା ମାହାତ୍ମ୍ୟ ବର୍ଣ୍ଣନାଂ  

ଭାଦ୍ରବ ମାସ ଅମାବାସ୍ୟା । ଚିତା ଲାଗି ଅମାବାସ୍ୟା । ଗାଁ ଗଣ୍ଡାରେ ଚିତଉ ଅମାସ୍ୟା କୁହନ୍ତି । ସେ ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ନୂଆଧାନ ଚାଉଳ ବାଟି ଚିତା ଲଗାଯାଏ । ଗାଁ ମାନଙ୍କରେ ଚିତଉ ପିଠା ହବ । ସେତେବେଳେ(୧୯୪୨-୪୩)ତ ଗାଁ ଲୋକଙ୍କର ଚାଷ ପ୍ରଧାନ ଜୀବିକା । ଜମିରେ ଖଟନ୍ତି । ଖୁବ ଫସଲ କମାନ୍ତି। ଧାନ ତ ଓଡିଶାର ମୁଖ୍ୟ ଚାଷ । ଧାନ ବିଲ ଭୋଦୁଅ ମାସ ବେଳକୁ ବେଉଷଣ,ବଛା,ଖେରୁଆ … Continue reading ଅତଃ ଗେଣ୍ଡା ମାହାତ୍ମ୍ୟ ବର୍ଣ୍ଣନାଂ