ରାଜା କେବେ ଭୂଲ କରନ୍ତି ନାହିଁ (ଜୀବନ୍ତ ସଂସ୍ମୃତି)

[box type=”info” align=”” class=”” width=””]ଓଡ଼ିଶାର କୃଷି ସଂସ୍କୃତିର ଜୀବନ୍ତ ବାହକ ହେଉଛନ୍ତି ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀ (ବାପା) । କଥାଟିର ତାତ୍ପର୍ଯ୍ୟହେଲା, ସେ ଓଡ଼ିଶାର କୃଷକ ମାନଙ୍କର, ଦିନ ମଜୁରିଆ ତଥା ଜାତିଗତ ବୈଷମ୍ୟର ଶିକାର ହୋଇଆସୁଥିବା ଲୋକଙ୍କ କଥା ଏହି ସ୍ମୃତି ଭିତରେ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପିଲାଦିନର ଅନୁଭୂତି (1945-46 ମସିହାର କଥା) ଭିତରେ ଇଂରେଜ ଶାସନରେ ସାଧାରଣ ଖଟିଖିଆ ମଣିଷ ଜାତିଗତ ବୈଷମ୍ୟର ଶିକାର ହୋଇ … Continue reading ରାଜା କେବେ ଭୂଲ କରନ୍ତି ନାହିଁ (ଜୀବନ୍ତ ସଂସ୍ମୃତି)