ଆମ୍ବେଦକର ଜୟନ୍ତୀ ଅବସରରେ : ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି

ଲକ୍ଷ୍ମୀଧର ମୁର୍ମୁ
ଲକ୍ଷ୍ମୀଧର ମୁର୍ମୁ 244 Views
1 Min Read

[box type=”shadow” align=”” class=”” width=””]ଆମ୍ଭେ କେତେଜଣ ଜୀବନକୁ ପାଣି ଛଡାଇ ନଦେଲେ ଚଳିବକି ଦଧୀଚିର ହାଡ ଉଜାଡି ନଦେଲେ ଏ ଦେଶର ଭାଗ୍ୟ ଫେରିବକି …. ଗୀତଟି ସେଦିନ କୋରାପୁଟ ଜିଲ୍ଲାରେ ହେଉଥିବା ବିସ୍ଥାପନ ବିରୋଧୀ ଜନ ଶୁଣାଣୀ ର ଥିଲା ମୁଖ୍ୟ ଆକର୍ଷଣ। ଜଙ୍ଗଲ ଉପରେ ଅଧିକାର ଓ ବିସ୍ଥାପନ ବିରୋଧରେ ଏକାଠି ହେବାପାଇଁ ଜଣେ ବିଦ୍ରୋହୀ କଳାକାର ତାଙ୍କ ନିଜ ସ୍ୱରରେ ସେଦିନ ଡାକରା ଦେଇଥିଲେ। ଏହି ଗୀତ ଯେ ଓଡ଼ିଶାର କେତେ କେତେ ବିପ୍ଳବୀଙ୍କ କଣ୍ଠରେ ପରିବେଷିତ ହୋଇ ଆସିଛି ତାହାର ସୀମା ନାହିଁ । ଆଜିର ଏହି ଘଡ଼ି ସନ୍ଧି ସମୟରେ ଏହି ଗୀତ ଓଡ଼ିଶାର ଜନଗଣଙ୍କ ହୃଦୟରେ ଗୁଞ୍ଜରଣ ସୃଷ୍ଟିକରୁ ଓ ଭିଟାମାଟିର ସୁରକ୍ଷା ତଥା ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ଏକାଠି ଲଢ଼ୁଥିବା ସାଧାରଣ ମଣିଷଙ୍କ ପ୍ରତି ଓଡ଼ିଶାର ଜନଗଣଙ୍କର ସହଯୋଗ ଓ ସମର୍ଥନ ସୃଷ୍ଟି ହେଉ ଏହି ଉଦେଶ୍ୟରେ ଗୀତଟିର ଉପସ୍ଥାପନା କରାଯାଇଛି – ସମ୍ପାଦକ[/box]

Share This Article