ମଣିଷ ସଭ୍ୟତାର ଏକ ହଜିଲା ଦିଗନ୍ତ ସନ୍ଧାନରେ

ପ୍ରଫେସର ଭଗବତ ପ୍ରସାଦ
ପ୍ରଫେସର ଭଗବତ ପ୍ରସାଦ 198 Views
3 Min Read

ଆଧୁନିକ ବିଜ୍ଞାନର ଆବିଷ୍କାର ବିବର୍ତ୍ତନ ସମ୍ପର୍କରେ ନୂତନ ଧାରଣାକୁ ନିଶ୍ଚୟାତ୍ମକ ରୂପ ଦେଇଛି । ଜଣେ ଗବେଷକ ବୈଜ୍ଞାନିକ (Louann Brizendine, MD) ଦୁଇଖଣ୍ଡ ବହି ଲେଖିଛନ୍ତି ( The Male Brain and The Female Brain) ।

ଗତ ସାତ ନିୟୁତବର୍ଷ ମଧ୍ୟରେ ପାଞ୍ଚଟି ବଡ଼ ମାଙ୍କଡ଼ଶ୍ରେଣୀର ଜୀବ ପୃଥିବୀରେ ସୃଷ୍ଟି ହୋଇଛନ୍ତି । ସେମାନେ ହେଲେ ମଣିଷ, ସିମ୍ପାଞ୍ଜି, ବନ୍ବୋ, ଗରିଲା ଓ ଓରାଙ୍ଗ ଔଟାଙ୍ଗ୍ । ଏ ଜୀବଙ୍କ ମଧ୍ୟରେ ମଣିଷ ଓ ବନ୍ବୋ ଦୁଇଟିର ସମାଜରେ ନାରୀମାନେ ଗୋଷ୍ଠୀବଦ୍ଧ ଥିଲେ । ଏ ଦୁଇଟି ଶ୍ରେଣୀରେ ନାରୀମାନଙ୍କ ପ୍ରାଧାନ୍ୟ ଥିଲା ।

ନାରୀର ବିନା ସମ୍ମତିରେ ତା ସହିତ ସଙ୍ଗମ କରିବା କୌଣସି ପୁରୁଷ ପକ୍ଷରେ ସମ୍ଭବ ନଥିଲା । ନାରୀର ମନସ୍ତତ୍ତ୍ୱ ସମ୍ପର୍କରେ The Female Brainରେ ଲେଖାଅଛି :-
Don’t Fight : So why is a girl born with such a highly tuned machine for reading faces, hearing emotional tones in voices, and responding to unspoken cues in others ? Think about it. A machine like that is built for connection. That’s the main job of the girl brain, and that’s what it drives a female to do from birth.

This is the result of millennia of genetic and evolutionary hard wiring that once had- and probably still has – real consequence for survival. If you can read faces and voices, you can tell what an infant needs. You can predict what a bigger, more aggressive male is going to do. And since you’re smaller, you probably need to band with other females to fend off attacks from a ticked off caveman- or caveman.

କାହିଁକି ଗୋଟିଏ ନାରୀର ମସ୍ତିଷ୍କକୁ ପ୍ରକୃତି ଦେଇଛି ଶକ୍ତି ଅନ୍ୟ ମଣିଷମାନଙ୍କର ମୁହଁକୁ ଦେଖି ଏବଂ ସ୍ୱର ଶୁଣି ସେମାନଙ୍କର ଆବେଗକୁ ସଠିକ୍ ଧରିବାପାଇଁ? ସମସ୍ତଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ନାରୀ । ନିୟୁତ ନିୟୁତ ବର୍ଷଧରି ସବୁଧରଣର ପୁରୁଷମାନଙ୍କ ସହ ରହିବାକୁ ପଡ଼ୁଛି ନାରୀକୁ ।

ନିଜ ସନ୍ତାନକୁ ଦୁଷ୍ଟ ପୁରୁଷ କବଳରୁ ରକ୍ଷାକରିବାକୁ ପଡ଼ିଛି ତାକୁ । ପିଲାର ଇଛା ଅନିଛା ସେ ଜାଣିପାରୁଛି ପିଲାର ମୁହଁକୁ ଦେଖି । ଅନ୍ୟ ନାରୀମାନଙ୍କ ସହଯୋଗ ବିନା ସେ ରକ୍ଷା କରିପାରିବନି ନିଜ ସନ୍ତାନଙ୍କୁ ଓ ନିଜକୁ । ତେଣୁ ଅନ୍ୟନାରୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ତା’ପାଇଁ ଚରମ ଆବଶ୍ୟକତା । ତା ମସ୍ତିଷ୍କରେ ସେଥିପାଇଁ ପ୍ରକୃତି ଖଞ୍ଜିଛି ଉପାଦାନଗୁଡ଼ିକୁ ।

If you’re a girl, you’ve been programmed to make sure you keep social harmony. This is a matter of life and death to the brain, even if it’s not so important in the twenty-first century.- The female brain – Louann Brizendine, MD

ସମାଜରେ ସବୁପ୍ରକାରର ବ୍ୟକ୍ତିମାନଙ୍କ ଭିତରେ ଉତ୍ତମ ସମ୍ପର୍କ ସ୍ଥାପନ ନାରୀର ଆବଶ୍ୟକତା ।

Typical non-testosterone, estrogen-ruled girls are very interested in preserving harmonious relationships. From their earliest days, they live most comfortably and happily in the realm of peaceful interpersonal connections.

They prefer to avoid conflict because discord puts them odds with their urge to stay connected, to gain approval and nature. …

Photo credit-https://bit.ly/2TLeypf

Share This Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ