ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ (ଭିଡ଼ିଓ ସାକ୍ଷାତକାର – ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ର)

ଲକ୍ଷ୍ମୀଧର ମୁର୍ମୁ
ଲକ୍ଷ୍ମୀଧର ମୁର୍ମୁ 200 Views
0 Min Read

ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହ ଗଁଡ଼ାବଜାର ସାମାଜିକ ଓ ସାଂସ୍କୃତିକ ଦିଗ ସମ୍ପର୍କରେ ଆଲୋଚନା:

ଗଁଡ଼ାବଜା ଭଳି ଏକ ପ୍ରାଚୀନ ଶାସ୍ତ୍ରୀୟ ଵାଦ୍ୟକୁ ବଜାଉଥିବା ଲୋକମାନେ ଅଛୁତ ଭାବରେ କାହିଁକି ଆମ ସମାଜରେ ଗଣା ଯାଉଛନ୍ତି?

ଏହିଭଳି ଏକ ଶାସ୍ତ୍ରୀୟ ଵାଦ୍ୟକୁ ଆଜିଯାଏ ଲିପିବଦ୍ଧ କରିବାପାଇଁ ପ୍ରୟାସ ହୋଇଛି କି ?

ବଡ ବଡ ମହୋତ୍ସବରେ ବାଜୁଥିବା ଦୁଲଦୁଲି ଵାଦ୍ୟକୁ ଗଁଡ଼ାବଜା କହିବାର ଯୋଗ୍ୟତା ଅଛି କି? – ସମ୍ପାଦକ

Share This Article