Home / ଦୃଶ୍ୟ ଓ ଶ୍ରାବ୍ୟ / ମନଟା ତ ଏକ ରଙ୍ଗର ସରଗ …

ମନଟା ତ ଏକ ରଙ୍ଗର ସରଗ …

ମନଟା ତ ଏକ ରଙ୍ଗର ସରଗ ରଙ୍ଗ ବିନା ଜୀବନ ଜିଇଁ ହୁଏନା …ଏକ ଏକ ମନେଥାଏ ଶତ ଶତ ରଙ୍ଗ ଆଖିର ଶ୍ରାବଣ ସବୁ ଧୋଇପାରେନା … ରଙ୍ଗ ସମସ୍ତଙ୍କ ମନରେ ଶାନ୍ତି ମୈତ୍ରୀ ଓ ସଂଘତିର ମନ୍ତ୍ର ଭରିଦେଉ ଓ ସମଗ୍ର ଜୀବ ଜଗତରେ ଶାନ୍ତି ପ୍ରତିଷ୍ଠା ହେଉ…ଘୃଣାର ଅବସାନ ଘଟୁ ହୋଲିରେ ସମଧ୍ୱନିର ଏତିକି ବାର୍ତ୍ତା – ସମ୍ପାଦକ

About Editor

Editor
ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । ସେ ସମଧ୍ୱନି ପତ୍ରିକା, ସମଧ୍ୱନି ସାଂସ୍କୃତିକ ସଂଗଠନ (୨୦୦୫ ମସିହାରୁ ଓଡ଼ିଶାରେ କାମକରୁଛି) ଓ ସମଧ୍ୱନି ସାଂସ୍କୃତିକ ଗବେଷଣକେନ୍ଦ୍ରର ମୁଖ୍ୟ । ସମଗ୍ର ଓଡିଶାରେ ସାଂସ୍କୃତିକ ବାତାବରଣ ତିଆରି କରିବା ଓ ସାଧାରଣ ଲୋକମାନଙ୍କ ସ୍ୱରକୁ ସାଂସ୍କୃତିକ ମାଧ୍ୟମରେ ତୋଳିଧରିବା ପାଇଁ ସେ କାମ କରିଚାଲିଛନ୍ତି। Swayamprabha Parhi, editor of Samadhwani, is a Hindustani classical music-trained singer and freelance journalist. She is the head of the Samadhwani Cultural Organization (which has been operating in Odisha since 2005) and the Samadhwani Cultural Research Center. She has been working to create a cultural atmosphere throughout Odisha and to raise the voice of the common people through culture.

Check Also

Featured Video Play Icon

‘ଓଡ଼ିଶାରେ ସଙ୍ଗୀତ’ ଆଲୋଚକ କବି କେଦାର ମିଶ୍ର (ସଂସ୍କୃତି ସମୀକ୍ଷକ)

  (ସଂସ୍କୃତି ସମୀକ୍ଷକ କବି କେଦାର ମିଶ୍ରଙ୍କ ସହିତ ଏକ ଆଲୋଚନା, ଆଲୋଚନା କରିଛନ୍ତି ସ୍ୱୟଂପ୍ରଭା ପାଢ଼ୀ) ସ୍ୱୟଂପ୍ରଭା ପାଢ଼ୀ: …

Leave a Reply

Your email address will not be published. Required fields are marked *