ପ୍ରିୟ ଲେଖିକା / ଲେଖକ ବନ୍ଧୁ ,
ସମସ୍ତଙ୍କୁ ସମଧ୍ୱନି ତରଫରୁ ଅଭିନନ୍ଦନ । ଅନେକ ଲୁପ୍ତପ୍ରାୟ କଳା, ସଂସ୍କୃତି ଓ କଳାକାରଙ୍କ ସମସ୍ୟା ଆଜିବି ଓଡିଶା ଭିତରେ ଭରି ରହିଛି । ଏହିଭଳି ଅବହେଳିତ ‘ସ୍ଵର’ମାନଙ୍କୁ ଉପସ୍ଥାପନ କରିବାପାଇଁ ଚାହୁଁଥିବା ସବୁ ଲେଖକ/ ଲେଖିକାମାନଙ୍କୁ ‘ସମଧ୍ୱନି’ ତରଫରୁ ଅନୁରୋଧ କରୁଛୁ । ‘ସମଧ୍ୱନି’ର ଲକ୍ଷ୍ୟ ପଥରେ ଆପଣମାନେ ହେବେ ସବୁବଡ଼ ସାଥୀ । ଆମ ସମସ୍ତଙ୍କର ଉଦ୍ଦେଶ୍ୟ ହେବ ଓଡ଼ିଶାର ଅବହେଳିତ କଳା ଓ କଳାକାର ସମୂହକୁ ଲୋକ ଲୋଚନକୁ ଆଣିବା। ସାକ୍ଷାତକାର, ବିଶେଷ ଉପସ୍ଥାପନା, କଳା ଓ କଳାକାରଙ୍କ ଉପରେ ଛୋଟ ଛୋଟ ବୃତ୍ତଚିତ୍ର, ଲୋକଗୀତ ସଂଗ୍ରହ କରି ଆପଣମାନେ ଏହି କାର୍ଯ୍ୟଟିକୁ ସହଯୋଗ କରିପରିବେ । ଯେଉଁମାନେ ଲେଖିବାପାଇଁ ଆଗ୍ରହୀ ଆମସାହିତ ଇମେଲ କିମ୍ବା ଫୋନରେ ଯୋଗାଯୋଗ କରିବାକୁ ଅନୁରୋଧ ।

ଧନ୍ୟବାଦର ସହ

ସ୍ୱୟଂପ୍ରଭା ପାଢ଼ୀ (ଆଡମିନି ଓ ସମ୍ପାଦକ )

[email protected] / [email protected]

WhatsApp no: 9438189779

 

Dear Friends,

Greetings from “Samadhwani“! We request you to take part in the creative cultural initiatives of this magazine of a very different kind. Please contribute an article, piece of art, cultural items, video clips, audio, and any other important thing that you would like to share with wider sections of society through Samadhwani.

The broad areas of our interest include classical and folk cultural analysis, criticism of different aspects of culture, film and theatre review, artists and their artistic work, and different musical instruments practised by the common people.

Shall be happy and grateful if we get a positive response from you.

Swayamprava Parhi

(Editor)

Our contact E-mail :

[email protected] / [email protected]

WhatsApp no: 9438189779