ସଙ୍ଗୀତ

ସଙ୍ଗୀତର ବିଭିନ୍ନତା ଯେମିତିକି ଓଡ଼ିଶାର ନିଜସ୍ୱ ଓଡ଼ିଶୀ ସଙ୍ଗୀତ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ ଓ ଜନଗଣଙ୍କର ସମସ୍ୟା ଉପରେ ଆଧାରିତ ଗଣଚେତନାର ସଙ୍ଗୀତ ଗୁଡ଼ିକୁ ଏବଂ ଏହିସବୁ ସଙ୍ଗୀତ ସମ୍ପର୍କରେ କିଛି ଲେଖାକୁ ଏଠାରେ ଉପସ୍ଥାପନ କରାଯାଇଛି ।

Latest ସଙ୍ଗୀତ News

ଓଡ଼ିଶାର କୋଇଲିଙ୍କୁ ସ୍ୱାଗତ (ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର)

ଓଡ଼ିଶାର ‘କୋଇଲି’ ଭାବରେ ସମଗ୍ର ଦେଶରେ ପରିଚିତ ପ୍ରଶିଦ୍ଧ ଓଡିଶୀ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମ…

Chief Editor Chief Editor

ସଙ୍ଗୀତ ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ୍ଣ କିଛି କଥା : ପରବିନ ସୁଲତାନାଜୀ

ଶାସ୍ତ୍ରୀୟ ସଙ୍ଗୀତ ଅତ୍ୟନ୍ତ ଗମ୍ଭୀର ଓ ଐଶ୍ୱରୀୟ ଜିନିଷ ଏତେ ସହଜରେ ଏହା ମିଳେନି ।…

ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ଓ ସଙ୍ଗୀତଜ୍ଞ

ସାମ୍ପ୍ରତିକ ପରିସ୍ଥିରେ ସଙ୍ଗୀତ ସମ୍ପର୍କରେ ଚର୍ଚ୍ଚା କରିବା ସମୟରେ ପ୍ରଥମେ ମନରେ ଆସେ ସଙ୍ଗୀତ କଣ…

ଗଁଡାବଜା ମହୁରୀ ବାଦକ ସୁଦାମ ମହାନନ୍ଦଙ୍କ ସହ ସାକ୍ଷାତକାର

https://youtu.be/kADcpo08sJA ମୋର ନାଁ ହେଉଛି ସୁଦାମ ମହାନନ୍ଦ । ମୋର ଗାଁ ଧୂମାବେଣା, କନସିଙ୍ଗା-ପଦମପୁର, ବରଗଡ଼…

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

ଓଡ଼ିଶାର ସଙ୍ଗୀତ ଜଗତରେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଜଣେ ମହାନ କଣ୍ଠଶିଳ୍ପି ଭାବରେ ପରିଚିତ…

Chief Editor Chief Editor

ଆମେରିକା ଓ କାନାଡ଼ାର ଗାୟକ ଭୁବନେଶ୍ୱରର ଏକ ରାଗ ସିରିଜରେ ଅନ ଲାଇନ୍

ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ ରାଗ ସିରିଜ-୪ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ କାନାଡ଼ାର…

 ଜନ୍ମ ଶତବାର୍ଷିକୀ ଅବସରରେ (ମନମୋହନ ମିଶ୍ର ୨୩. ୩. ୧୯୨୦ – ୧୯, ୧୧, ୨୦୦୦)

(ଆଜି ୨୦୨୦ ମାର୍ଚ୍ଚ ୨୩ତାରିଖ ହେଉଛି ବିପ୍ଲବୀ କବି ଶ୍ରୀ ମନମୋହନ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ।…

ମନଟା ତ ଏକ ରଙ୍ଗର ସରଗ …

ମନଟା ତ ଏକ ରଙ୍ଗର ସରଗ ରଙ୍ଗ ବିନା ଜୀବନ ଜିଇଁ ହୁଏନା ...ଏକ ଏକ…

Chief Editor Chief Editor