Home / ସଙ୍ଗୀତ / ଓଡିଶୀ ସଙ୍ଗୀତ

ଓଡିଶୀ ସଙ୍ଗୀତ

ଓଡିଶୀ ସଙ୍ଗୀତ

ଗୁରୁଶ୍ରେଷ୍ଠ ବନମାଳୀ ମହାରଣା

ଗୁରୁ ବନମାଳୀ ମହାରଣା, ଯାହାଙ୍କପାଇଁ ଜଗତଟି ଥିଲା ସଙ୍ଗୀତମୟ…ଗତ ୨୦୧୮ ନଭେମ୍ବର ୧୭ ତାରିଖରେ ଏହି ସଙ୍ଗୀତ ଜଗତରୁ ଦେହ ଅସୁସ୍ଥତା ଯୋଗୁଁ ଅନ୍ତିମ ବିଦାୟ ନେଇଛନ୍ତି । ସମଗ୍ର ଜୀବନ ସଙ୍ଗୀତ ସାଧନା ଓ ସଙ୍ଗୀତ ଶିକ୍ଷାଦାନ ପାଇଁ ସବୁକିଛି ତ୍ୟାଗର ଉଦାହରଣ ସୃଷ୍ଟି କରିଥିବାରୁ ଜୀବନର …

Read More »

ସୁରମଣି ରଘୁନାଥ ପାଣିଗ୍ରାହୀ ଜଣେ ଅଦ୍ୱିତୀୟ ସଙ୍ଗୀତଜ୍ଞ (ଜନ୍ମ ଦିନରେ )

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ ପାଣ୍ଡିତ୍ୟ ତଥା ଓଡ଼ିଶୀରେ ଏକ ଭିନ୍ନଶୈଳୀର ପ୍ରବର୍ତ୍ତକ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଅଗଷ୍ଟ ୧୦, ୧୯୩୪ରେ (ଆଜିର ଦିନରେ)ଜନ୍ମଗ୍ରହଣ କରି ଅଗଷ୍ଟ ୨୪, ୨୦୧୩ ମସିହାରେ ଦେହ ତ୍ୟାଗ କରିଥିଲେ । ରାୟଗଡ଼ା (ପୂର୍ବରୁ କୋରାପୁଟ) ଗୁଣୁପୁରର ଏକ …

Read More »

ଉଡ଼୍ର ପଦ୍ଧତୀୟ ସଙ୍ଗୀତର ଇତିବୃତ୍ତି

https://www.youtube.com/watch?v=xczu9l9WtS8 ପୁରାଣ ଇତିହାସରେ ବହୁ ପ୍ରଶସ୍ତି ପ୍ରଣୋଦିତ ଏକ ମହାନ ସଂସ୍କୃତିର ପ୍ରାଚୀନ ଗୌରବ ନେଇ ଆମର ଉକ୍ରଳୀୟ ବା ଉଡ଼୍ର ସଂସ୍କୃତି ଉଦ୍ଭାସିତ । କପିଳ ସଂହିତାରେ ବର୍ଣ୍ଣିତ ଅଛି ଯେ, ‘ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାଂ ଉକ୍ରଳଃ ଶ୍ରୁତଃ । ଉକ୍ରଳସ୍ୟ ସମୋ ଦେଶା ଦେଶୋ …

Read More »

ଶ୍ୟାମାମଣୀ ଦେବୀଙ୍କ ସହ ସାଖ୍ୟାତକାର

ସେଣ୍ଟର ଫର ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ୱର(ସଂକ୍ଷେପରେ ସେଣ୍ଟର)- ଆପଣ ଆମକୁ ସମୟ ଦେଉଛନ୍ତି ଏବଂ ସୁଯୋଗ ଦେଉଛନ୍ତି ଆପଣଙ୍କ ସହିତ କଥାବାର୍ତ୍ତା କରିବାପାଇଁ, ଆମେ ସେଥିପାଇଁ କେତେଦୂର କୃତଜ୍ଞ ଆମେ ତାହା କହିପାରିବୁ ନାହିଁ । ଆମର ସୌଭାଗ୍ୟ ଆମ ସମସ୍ତଙ୍କୁ ଆପଣଙ୍କ ସହିତ କିଛି ସମୟ ବିତାଇବାର …

Read More »

ଶ୍ରୀ ଗୀତଗୋବିନ୍ଦ

ଓଡ଼ିଶୀ ସଂଗୀତରେ ଶ୍ରୀ ଗୀତଗୋବିନ୍ଦ ଗାୟନ ଏକ ମହାର୍ଘ୍ୟ ପରମ୍ପରା ଅଟେ । ଲୀଳା ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ଠାରେ ନିଜର ରାଧାକୃଷ୍ଣ ପ୍ରେମାମୃତ ଅଭିବ୍ୟକ୍ତିକୁ କବିରାଜ ଜୟଦେବ ପୁଷ୍ପାଞ୍ଜଳୀ ସଦୃଶ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟକୁ ସମର୍ପି ଦେଇଛନ୍ତି ଯାହା ଦ୍ୱାଦଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏକ …

Read More »

ଓଡ଼ିଶୀ ନୃତ୍ୟର କ୍ରମ ବିବର୍ତ୍ତନ

ଶାସ୍ତ୍ର ଶବ୍ଦରୁ ଉତ୍ପତ୍ତି ହୋଇଛି ଶାସ୍ତ୍ରୀୟ ଶବ୍ଦ । ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ଶାସ୍ତ୍ରୀୟ ନୃତ୍ୟର ପରମ୍ପରା ରହିଛି । ଏହି ନୃତ୍ୟଗୁଡ଼ିକ ଆଠ ପ୍ରକାରର, (୧) ଭାରତ ନାଟ୍ୟମ, (୨) କଥକ, (୩) କରକଲି, (୪) କୁଚିପୁଡ଼ି, (୫) ମଣିପୁରୀ, (୬) ମୋହିନୀ …

Read More »