Home / ସଙ୍ଗୀତ / ଗଣ ସଙ୍ଗୀତ

ଗଣ ସଙ୍ଗୀତ

ଗଣ ସଙ୍ଗୀତ

      ପାଏନ ତଲର ଜୁଏ (ପାଣି ତଳର ନିଆଁ )

           ଓଡ଼ିଶାରେ ନୂତନ ଜଳନୀତି ଲାଗୁ ହେବା ପରେ ରାଜ୍ୟର ନଦୀ ସମୂହ ଉପରେ ଲୋଲୁପ ଦୃଷ୍ଟି ପଡ଼ିଥିଲା ଦେଶ ବିଦେଶର ବିଭିନ୍ନ କମ୍ପାନୀ ମାନଙ୍କର । ରାଜ୍ୟର ସବୁଠାରୁ ବଡ଼ନଦୀ ମହାନଦୀ ଏବଂ ହୀରାକୁଦ ଜଳଭଣ୍ଡାରକୁ ରାଜ୍ୟ ସରକାର କମ୍ପାନୀ ହାତରେ …

Read More »

ବହି କିଛି କହିବାକୁ ଚାହେଁ …

ପୁସ୍ତକ ପଢ଼ିବା କିମ୍ବା ପାଖରେ ରଖିବା ଅପରାଧ ବୋଲି ଏକ ଭୟ ସୃଷ୍ଟି କରାଯାଉଥିବା ସମୟରେ… ସମଧ୍ୱନି ଇ-ପତ୍ରିକା ଉନ୍ମୋଚନ ଉତ୍ସବରେ ପଶ୍ଚିମବଙ୍ଗଳାରୁ ନିମନ୍ତ୍ରୀତ ହୋଇଥିବା ଅତିଥି ଶ୍ରୀଯୁକ୍ତ ନଳିନୀକାନ୍ତ ମହାପାତ୍ର ପୁସ୍ତକ ଆନ୍ଦୋଳନ ଉପରେ ଏକ ସଙ୍ଗୀତ ପରିବେଷଣ କରିଥିଲେ ଯାହାର ଭିଡ଼ିଓ ଡ଼କ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି …

Read More »

କୁହୁଡ଼ି ଭରା ଅନ୍ଧାର

କୁହୁଡ଼ି ଭରା ଅନ୍ଧାର ଚାରିଆଡ଼େ ହାହାକାର… ଆସହେ କବି କଲମ ଉଠାଅ ଆସ ହେ ଶିଳ୍ପି ସେ ଗୀତ ଶୁଣାଅ ମହା ମିଳନର ହେବ ଝଙ୍କାର…ଦେଶ ଆମର ଦେଶ ସଭିଙ୍କର ୧-        କ୍ଷେତଭରା ଫସଲ ଚାଷୀ ଋଣର ଫାସରେ ହାତରେ ହାତୀର ବଳ ଯଉବନ କାନ୍ଦିମରେ ଆ… ମରିଚିକା …

Read More »

କାହାକୁ କହିବା ପରଦେଶୀ ସାଥି…

କାହାକୁ କହିବା ପରଦେଶୀ ସାଥି କିଏ ଏଠି ପ୍ରତିବେଶୀ ନିଜେ ବାଛୁଥିବା ଶାସକଟା ଯଦି କାଢ଼ିନିଏ ଗୋଡ଼ତଳ ମାଟି  । ପାଦର ଶିକୁଳି ଫିଟିଗଲା ବୋଲି ଦେଖିଥିଲେ କେତେ ସ୍ୱପ୍ନ ସ୍ୱରାଜ୍ୟ ସୂରୁଜ ଆକାଶେ ଉଇଁବ ନୂଆ ସମାଜର ହେବ ଜନ୍ମ  । ନରହିବ ଆଉ ଜାତିଧର୍ମ ଭେଦ …

Read More »

ମାଝିରେ…ମାଝିରେ…

ଜନମ ମାଟିର ଚଉଦିଗେ ଆଜି ବହେ ଅଣଚାଷ ବାଆ ବିକାଶ ବତାସ ମାଡ଼ି ଆସିଲାଣି କିଏବା ଅଛିରେ ସାହା… ହେଇଆ… ହେଇଆ ହୋ… ନଦୀର ଆଖିରେ ଲୋତକର ଧାର ପାହାଡ଼ ଛାତିରେ ନିଅାଁ କି ଅବା ସହର କି ଅବା ଗାଁ ବିକାଶ କରେ କିମିଅାଁ କାନ୍ଦେ ଖଣ୍ଡାଧାର …

Read More »

ସାଥିରେ…

ବିପ୍ଲବୀ ସାଥି ରାଜେନ୍ଦ୍ର ଷଡଂଗୀଂକ ସ୍ମୃତିରେ … ସାଥିରେ… ସାଥି… ସଂକଳ୍ପ ତୁମର ବୃଥା ତ ଯିବନି ଅଛୁ ଆମେ ତୁମ ସାଥିରେ । ପାଶେ ଅଛି ତୁମ ସ୍ମୃତିରେ ସେଇ ସ୍ମୃତିରେ ଲୁଚିଛି ଶକ୍ତିରେ ଦିନେ ବିଜୟ ଆମର ନିଶ୍ଚେରେ । ସାଥିରେ… ଲାଞ୍ôଚତ ମଣିଷ ଆକାଶରେ …

Read More »