Home / ସଙ୍ଗୀତ / ଲୋକଗୀତ

ଲୋକଗୀତ

ଲୋକଗୀତ

କୋଦାଳରେ କୋଡିଲା କେ ସରଗର କିଆରୀ (ଓଡ଼ିଆ ଲୋକଗୀତ)

Featured Video Play Icon

କୋଦାଳରେ କୋଡିଲା କେ ସରଗର କିଆରୀ…, ଗାୟକ ହୀରାଲାଲ ପାଢ଼ୀ (ଅବସରପ୍ରାପ୍ତ ସରକାରୀ କର୍ମଚାରୀ ) ଙ୍କ ସ୍ୱରରେ ପରିବେଷଣ ହୋଇଥିବା ଓଡ଼ିଶାର ଏକ ପୁରାତନ ଲୋକଗୀତ । ଗାୟକ ହୀରାଲାଲ ପାଢ଼ୀ ଜୀବନ ସାରା ଓଡ଼ିଆ ଲୋକଗୀତ ଗାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗାଁ ଗାଁରେ …

Read More »

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ‘ଗଁଡ଼ାବଜା’ ଏକ ଦୃଷ୍ଟିପାତ

ଓଡ଼ିଶାର ପଶ୍ଚିମ ଭାଗକୁ ପଶ୍ଚିମ ଓଡ଼ିଶା ବୋଲି କୁହାଯାଇଥାଏ । ପ୍ରାକୃତିକ ପରିବେଷ୍ଟନୀ ଭିତରେ ଥିବା ଏଇ ଭୂଖଣ୍ଡଟି ହେଉଛି ଗ୍ରାମ ବହୁଳ । ଏହାର ଗ୍ରାମୀଣ ପରିବେଶ ଭିତରେ ଅନେକ ଅନୁନ୍ନତ ଶ୍ରେଣୀ ତଥା ଜନଜାତିର ଲୋକେ ବହୁ କାଳରୁ ରହି ଆସୁଛନ୍ତି। ଏମାନଙ୍କର ଜୀବନ ବଂଚିବା …

Read More »

ସଂଚାର ଲୋକକଳା

ଓଡିଶା ସୀମାନ୍ତ ଛତିଶଗଡର ପ୍ରସିଦ୍ଧ ଯୁବ ସଂଚାର ବାଦକ ଗଣପତି ଦାସ୍ ଓରଫ୍ ଗଣପତ୍ ବାହାକ ଏବେ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ । ଆମ ଅଂଚଳର ପ୍ରାଚୀନ ଲୋକ କଳା ଭାବରେ ପରିଚିତ ସଂଚାର ଲୁପ୍ତ ପ୍ରାୟ ହେବାକୁ ବସିଥିବା ବେଳେ ଛତିଶଗଡ ରେ ଏହି କଳାକୁ ଯୁବ …

Read More »

ଲୋକ ସଂସ୍କୃତିରେ କରମସାନୀ

ପଶ୍ଚିମ ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ବିଭବ ମଧ୍ୟରୁ କରମସାନୀ ମହୋତ୍ସବ ଅନ୍ୟତମ । ଭାଦ୍ରବ ଓ ଆଶ୍ୱୀନ ମାସରେ ଆଦିବାସୀ ମାନେ କରମସାନୀ ଉତ୍ସବ ପାଳନ କରିଥାନ୍ତି । ଏହି ଉତ୍ସବରେ କରମସାନୀ ଗଛକୁ ପୂଜା କରାଯାଏ । ପୂର୍ବେ ଜଙ୍ଗଲକୁ ଯାଇ କରମସାନୀ ଗଛ ମୂଳରେ ଏହି …

Read More »

ଲୋକଗୀତରେ ଲୋକ ଜୀବନ

                                           ସଭ୍ୟତାର ବିକାଶଧାରାରେ ଲୋକସଂସ୍କୃତିର ଏକ ବିଶେଷ ଭୂମିକା ରହିଛି । ଏହି କ୍ରମରେ ଲୋକସାହିତ୍ୟ ଏବଂ ଲୋକଗୀତର ମଧ୍ୟ …

Read More »

ସମ୍ବଲପୁରୀ ନାଚ ଓ ଗୀତର ପ୍ରକୃତ ସ୍ୱରୂପ

ଶେଷସଂଖ୍ୟା ସହକାରରେ ଶ୍ରୀମାନ୍ ବ୍ରଜବନ୍ଧୁ ହୋତାଙ୍କର ଲିଖିତ ‘ସମ୍ବଲପୁରୀ ନାଚ ଓ ଗୀତ’ ଶୀର୍ଷକ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା । ମୋଟାମୋଟିରେ କହିବାକୁ ଗଲେ ସେହି ପ୍ରବନ୍ଧଟି ଶ୍ରୀଯୁକ୍ତ ଜୟବିହାରୀ ମିଶ୍ରଙ୍କ ଲିଖିତ ଓ ପ୍ରକାଶିତ “ଡାଳଖାଇ ନାଚ”, ଶ୍ରୀଯୁକ୍ତ ପଣ୍ଡିତ ନାରାୟଣ ମିଶ୍ରଙ୍କ ଲିଖିତ ଓ …

Read More »

ଚର୍ଯ୍ୟାପଦ ଯୁଗୀୟ ବାଦ୍ୟକଳା: ବାଲିସାହିର ଢ଼ଣ କୋଇଲା

(ବ୍ୟାସେଦବଙ୍କ କାହାଣୀରେ ଉଦ୍ବୁଦ୍ଧ ବିନାୟକ ଆପଣା ଦାନ୍ତର ଲେଖନୀରେ ଲେଖିଦେଲେ ‘ମହାଭାରତ’  । ନିଜସ୍ୱ ଦ୍ୱୈତ ଭୂମିକାପାଇଁ ସ୍ୱର୍ଗଲୋକରେ ଖ୍ୟାତି ଲାଭ କରିଥିବା ନାରଦଙ୍କୁ ଆମେ ମର୍ତ୍ତ୍ୟବାସୀ କେତେ ନଝୁରୁ, ନୂଆ ଏକ କାହାଣୀଟିଏ ପାଇଁ ! ଆମ ଗଳ୍ପସାଗର ପରମ୍ପରାର ‘କଥାସରିତ ସାଗର’, ‘ପଞ୍ଚତନ୍ତ୍ର’ରୁ ଉତ୍କଳୀୟ ଢ଼ଙ୍ଗରେ …

Read More »