Home / ସଙ୍ଗୀତ / ଶାସ୍ତ୍ରୀୟ ସଙ୍ଗୀତ

ଶାସ୍ତ୍ରୀୟ ସଙ୍ଗୀତ

ଶାସ୍ତ୍ରୀୟ ସଙ୍ଗୀତ

ଭାରତୀୟ ସଙ୍ଗୀତରେ ତାଳର ମହତ୍ୱ

                  ଯେଉଁ ମହାକାବ୍ୟର ଶେଷ ପୃଷ୍ଠା ଦର୍ଶନ ଅସମ୍ଭବ, ଯେଉଁ ପାରାବାରର ତଳ ଅତଳ ଓ ଦିଗନ୍ତ ପ୍ରସାରି ବାଲୁକା ରାଶିର ଶେଷ କେବଳ ଦିଗବଳୟ ତାହାହିଁ ସଙ୍ଗୀତ । ଏହି ସଙ୍ଗୀତକୁ ଜିବନ୍ତ ଓ ନୈସର୍ଗିକ ଭାବରେ ପରିପ୍ରକାଶ କରିବାର ଏକ ମାଧ୍ୟମ ହିଁ ତାଳ …

Read More »

ବାଦ୍ୟ ବିନୋଦ ପଣ୍ଡିତ କ୍ଷେତ୍ରମୋହନ କରଙ୍କର ଅବଦାନ

ଉତ୍କୃଷ୍ଟ କଳାର ରାଜ୍ୟ ଭାବରେ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଅଛି ଏହା ନିଃସନ୍ଦେହ । ଓଡ଼ିଶା ସ୍ୱକୀୟ କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଯେତିକି ସୁନାମ ଅର୍ଜନ କରିଅଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଅନୁରୁପ ଯଶ ଓ ସୁନାମ ଅର୍ଜନ କରିଅଛି …

Read More »

କିଶୋରୀ ଅମୋନକର୍: ଉଦୟ, ଅସ୍ତ, ପୁନଃ ଆବିର୍ଭାବ (ସାରାଂଶ)

ଏପ୍ରିଲ ୩, ୨୦୧୭ । ଆମ ଗହଣରୁ ଚାଲିଗଲେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗାୟୀକା କିଶୋରୀ ଅମୋନକର୍ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଅବଦାନପାଇଁ ସେ ଅବିସ୍ମରଣୀୟ ହୋଇ ରହିବେ । ସେଥିପାଇଁ ଲୋକପ୍ରିୟ ସମ୍ବାଦ ମାଧ୍ୟମ ଗୁଡ଼ିକରେ ତାଙ୍କର ଦେହାବସାନକୁ ସଙ୍ଗୀତ ସମୁଦାୟର …

Read More »

ପ୍ରବେଶ ଦ୍ୱାରରେ ପ୍ରାର୍ଥନା(ସାରାଂଶ): ଅଜି ବିସମିଲ୍ଲା ଖାଁଙ୍କ ଜନ୍ମଦିନ ଅବସରରେ ବିଶେଷ ଭାବରେ ପ୍ରକାଶିତ

ପାଖାପାଖି ୧୯୧୬ ରୁ ୧୯୨୨ ମସିହାର କାଶୀ, ପଞ୍ଚଗଙ୍ଗା ଘାଟରେ ସ୍ଥିତ ବାଲାଜୀ ମନ୍ଦିରର ମୁଖଶାଳା, ମୁଖଶାଳାରେ ଥିବା ନୌବତଖାନା (ପ୍ରବେଶ ସ୍ଥାନ)ଓ ନୌବତଖାନାରୁ ବାହାରି ଆସୁଥିବା ସେହି ମଙ୍ଗଳ ଧ୍ୱନି । ଅମିରୁଦ୍ଦିନ ଏବେ ୬ବର୍ଷର ଏବଂ ତାଙ୍କର ବଡ଼ଭାଇ ଶମ୍ସୁଦ୍ଦିନ ୯ବର୍ଷର । ଅମିରୁଦ୍ଦିନଙ୍କୁ ଜଣାନାହିଁ …

Read More »

ଓଡ଼ିଶାର ସଙ୍ଗୀତ ଜଗତରେ ଅଦୃଶ୍ୟ ଶୂନ୍ୟତା

ଗୁରୁ ଶ୍ରୀ ଧନେଶ୍ୱର ଦାସ” କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ସଙ୍ଗୀତ ଜଗତର ଜଣେ ବିରଳ ବ୍ୟକ୍ତିତ୍ୱ । ସଙ୍ଗୀତ ସାଧନାକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଆପଣେଇ ନେଇଥିବା ଏହି ଅନନ୍ୟ ସାଧକ କିନ୍ତୁ ଓଡ଼ିଶାବାସୀଙ୍କ ନିକଟରେ ଆଜିଯାଏ ସଠିକ ଭାବରେ ପରିଚିତ ହୋଇପାରିଲେ …

Read More »

କିଶୋରୀ ଅମୋନକର୍: ଏକ ମହାରାଗିଣୀର ଜୀବନଗାଥା

ଗତ ଏପ୍ରିଲ୍ ୩ ତାରିଖ ଦିନ କିଶୋରୀ ଅମୋନକର୍ (୧୦ ଏପ୍ରିଲ୍ ୧୯୩୨-୩ ଏପ୍ରିଲ୍ ୨୦୧୭)ଚାଲିଗଲେ  । ଯେଉଁମାନେ ଶାସ୍ତ୍ରୀୟ ସଙ୍ଗୀତର ରସିକ, ସେମାନଙ୍କ ଜୀବନରେ କିଶୋରୀ ଅମୋନକର୍ଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେଉଁମାନେ ଶାସ୍ତ୍ରୀୟ ସଙ୍ଗୀତ ବିଷୟରେ କିଛି ଜାଣନ୍ତି ନାହିଁ, ସେମାନଙ୍କ ପାଇଁ କିଶୋରୀ …

Read More »

‘ଶ’ରଙ୍ଗୀ – ‘ସାରଙ୍ଗୀ’ – “ଉସ୍ତାଦ୍ ସାବ୍ରି ଖାଁ ସାହେବ”ଙ୍କ ସ୍ମୃତିରେ

ସଙ୍ଗୀତର ସ୍ୱରରେ ବିଶ୍ୱବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିବା ସାରଙ୍ଗୀର ପ୍ରଖ୍ୟାତ ବାଦକ “ଉସ୍ତାଦ୍ ସାବ୍ରି ଖାଁ ସାହେବ” ୮୮ ବର୍ଷ ବୟସରେ, ୨୦୧୫ ମସିହା ଡ଼ିସେମ୍ବର ୧ ତାରିଖରେ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟତାଟିଏ ସୃଷ୍ଟିକରି ସମସ୍ତଙ୍କ ଗହଣରୁ ବିଦାୟ ନେଇ ଚାଲିଯାଇଥିଲେ। ସେହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ …

Read More »

ନାଦ ବା ଶବ୍ଦତତ୍ତ୍ୱର ରହସ୍ୟ

ନିର୍ବିବାଦର ବିଷୟ ଧ୍ୱନି, ଶବ୍ଦ ବା ନାଦର ମୂଳ କାରଣ ହେଲା କମ୍ପନ ।  ଏହି କମ୍ପନ ହିଁ ଅନାହତ ନାଦକୁ ଆହତ ନାଦ, ଧ୍ୱନି ବା ଶବ୍ଦରେ ପରିବର୍ତ୍ତନ କରିଥାଏ । କମ୍ପନ ବା ଆଘାତ ବିନା ନାଦ ବା ଧ୍ୱନି କଳ୍ପନା ମଧ୍ୟ କରାଯାଇନପାରେ । …

Read More »

ସ୍ୱାମୀ ହରିଦାସଙ୍କ ରଚିତ ପଦ : ଏକ ସମୀକ୍ଷା

କୃଷ୍ଣଭକ୍ତି ସ୍ରୋତକୁ ନେଇ ଷୋଡ଼ଶ ଶତାବ୍ଦୀରେ ଅନେକଗୁଡ଼ିଏ ସମ୍ପ୍ରଦାୟ ଗଢ଼ିଉଠିଥିଲା । ସେମାନଙ୍କ ମଧ୍ୟରେ ଥିଲେ ମୁଖ୍ୟତଃ : ବଲ୍ଲଭ ସମ୍ପ୍ରଦାୟ, ଚୈତନ୍ୟ ସମ୍ପ୍ରଦାୟ ଏବଂ ହରିଦାସ ସମ୍ପ୍ରଦାୟ । ଉପରୋକ୍ତ ସମ୍ପ୍ରଦାୟ ମଧ୍ୟରୁ ସ୍ୱାମୀ ହରିଦାସ ସଖୀ ସମ୍ପ୍ରଦାୟର ପ୍ରବକ୍ତା ଥିଲେ । ରାଧାକୃଷ୍ଣଙ୍କର ଯୁଗଳ ରୂପର …

Read More »