Home / ସମୀକ୍ଷା / ସଂଗୀତ ସମୀକ୍ଷା

ସଂଗୀତ ସମୀକ୍ଷା

ସଂଗୀତ ସମୀକ୍ଷା

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

“ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ ସଙ୍ଗୀତର ବିଶେଷତ୍ୱ ବା ସ୍ୱତନ୍ତ୍ର୍ୟ ସମ୍ବନ୍ଧରେ କିଛି ଲେଖିବା ପାଇଁ ମୁୁଁ ଏହି ସଭାର ସମ୍ପାଦକ ମହାଶୟଙ୍କ ଦ୍ୱାରା ଅନୁରୁଦ୍ଦ ହୋଇ ନିଜକୁ ଯେପରି ଭାଗ୍ୟବାନ ମନେ …

Read More »

ସମ୍ବଲପୁରୀ ନାଚ ଓ ଗୀତର ପ୍ରକୃତ ସ୍ୱରୂପ

ଶେଷସଂଖ୍ୟା ସହକାରରେ ଶ୍ରୀମାନ୍ ବ୍ରଜବନ୍ଧୁ ହୋତାଙ୍କର ଲିଖିତ ‘ସମ୍ବଲପୁରୀ ନାଚ ଓ ଗୀତ’ ଶୀର୍ଷକ ଏକ ପ୍ରବନ୍ଧ ପ୍ରକାଶ ପାଇଥିଲା । ମୋଟାମୋଟିରେ କହିବାକୁ ଗଲେ ସେହି ପ୍ରବନ୍ଧଟି ଶ୍ରୀଯୁକ୍ତ ଜୟବିହାରୀ ମିଶ୍ରଙ୍କ ଲିଖିତ ଓ ପ୍ରକାଶିତ “ଡାଳଖାଇ ନାଚ”, ଶ୍ରୀଯୁକ୍ତ ପଣ୍ଡିତ ନାରାୟଣ ମିଶ୍ରଙ୍କ ଲିଖିତ ଓ …

Read More »

ଭାରତୀୟ ସଙ୍ଗୀତ: ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସଦ୍ଭାବନାର ଚିରନ୍ତନ ସ୍ରୋତ

ଫେବୃୟାରୀ ୬, ୨୦୧୧ଦିନ ରାଜଧାନୀ ଦିଲ୍ଲୀ ସହରର ଜବାହାରଲାଲ ନେହେରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାର ପ୍ରେକ୍ଷାଳୟରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସେଦିନ ମଞ୍ଚ ପ୍ରବେଶ କରିଥିଲେ ଏକାଦଶ ଶ୍ରେଣୀର ଛାତ୍ରୀ ତଇସା ଆଣ୍ଟୋନୀ; ଦୀର୍ଘ ୧୨ବର୍ଷ କାଳ ପ୍ରଖ୍ୟାତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ …

Read More »

ହିନ୍ଦୁସ୍ଥାନୀ ରାଗରେ ସ୍ୱର ଓ ଭାବର ସାହିତ୍ୟ: ରାଗ- ‘କଳାବତୀ’

ରାଗ କଳାବତୀ… ମଧ୍ୟରାତ୍ରର ନିଶବ୍ଦ ପ୍ରହରରେ ତୁମର ପ୍ରକାଶ । ମନର ପିଡ଼ା, ହୃଦୟର କୋହ, ରାତ୍ରୀର ଅନ୍ଧକାରରେ  ତୁମେ ଆସ ଅନ୍ତରଙ୍ଗ ସ୍ୱରରାଜୀର ସମାହାରରେ । ତୁମର ପ୍ରତ୍ୟେକଟି ପ୍ରକାଶ ଭିତରେ ଥାଏ ବ୍ୟଥାର ସ୍ୱରୂପ ସେଥିପାଇଁ ତୁମେ ହୃଦୟକୁ ଛୁଇଁ ତା ଭିତରର ଗହନ ଦୁଃଖ, …

Read More »

ଆଦିବାସୀ ସଂସ୍କୃତିରେ : ‘ଧ୍ୱନି ତତ୍ତ୍ୱ’

ଆଜିର ଦିନରେ ଓଡ଼ିଆ ଜାତି ଓ ଉତ୍କଳର ଉତ୍କର୍ଷ କଳା ସମ୍ବନ୍ଧରେ ଯେତେବେଳେ ଚିନ୍ତନ କରାଯାଏ, ମନ ଭିତରେ ଥିବା ଅନେକ ଦୁଃଖ ଓ ଯାତନା ଆସିଯାଏ। ଇତିହାସକୁ ଯେଉଁମାନେ ଲିପିକଲେ, ସେଭିତରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଓ କଥାକୁ ଅତୀତରେ ବାଦଦେଇଦିଆ ଯାଇଛି। ଏହି ଦୁଃଖଟିକୁ ଉନ୍ମୋଚନ …

Read More »