Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା

ସାଂସ୍କୃତିକ ସମୀକ୍ଷା

ସାଂସ୍କୃତିକ ସମୀକ୍ଷା

ଶ୍ରୀ ଜୟଦେବ ଓ ଓଡ଼ିଆ ସଂସ୍କୃତି : କିଛି ପ୍ରଶ୍ନ

ଶ୍ରୀ ଜୟଦେବ ଓଡ଼ିଶାର କବି, ହେଲେ ତାଙ୍କର ଅମରକୃତି ‘ଗୀତ ଗୋବିନ୍ଦ’ ସଂସ୍କୃତ ଭାଷାରେ ରଚିତ । ଏଥିରେ ଅବଶ୍ୟ କୌଣସି ବିବାଦ ନାହିଁ । ‘ଗୀତଗୋବିନ୍ଦ’ରଚନା ବେଳକୁ ହୁଏତ ଓଡ଼ିଆ ଭାଷାର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇନଥିବ! ତେଣୁ ଦେବ ଭାଷାରେ ଦେବତାଙ୍କର ରତିକେଳି ରଚିତ ବର୍ଣ୍ଣନା …

Read More »

ଚେତନା ଭିତରୁ ଯାହା ଜନ୍ମନିଏ : ଯୁଦ୍ଧ ସଂସ୍କୃତି

୧୯୯୧ ମସିହାର କଥା । ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ରାଧାନାଥ ରଥ(ସେ ଆଉ ନାହାଁନ୍ତି)ଙ୍କ ସହ ଅନେକବାର ଏକାଠି ଯାତ୍ରା କରିବାର ସୁଯୋଗ ମିଳିଥିଲା । ପ୍ରତ୍ୟେକଥର ସେ ନିଜ ଅତୀତ ଭିତରୁ କିଛି ସ୍ମୃତି ଓ କିଛି ଅନୁଭୂତିକୁ ସାଉଁଟିଆଣି ମୋ ସାମ୍ନାରେ ରଖୁଥିଲେ । ଦିନକର …

Read More »

ତ୍ରିକାଳ ହିଂସାର ବିଶ୍ୱରୂପ

ପରାଧୀନତା, ଶୋଷଣ, ଅସମତା, ଯୁଦ୍ଧ, ଧର୍ଷଣ, ଆତଙ୍କବାଦ, ଜନହତ୍ୟା, ଯନ୍ତ୍ରଣାଦାନ ଏ ସମସ୍ତେ ହିଂସାର ଭିନ୍ନ ଭିନ୍ନ ରୂପ । ବିଭିନ୍ନ ଯୁଗରେ ହିଂସାର ଭିନ୍ନ ଭିନ୍ନ ରୂପ ପ୍ରାଧାନ୍ୟ ପାଇଛି । ଅତୀତ: ‘ଧର୍ମାତ୍ ହି ଯୁଦ୍ଧାତ୍ ଶ୍ରେୟୋନ୍ୟତ୍ କ୍ଷତ୍ରିୟସ୍ୟ ନ ବିଦ୍ୟତେ’ । ଧର୍ମଯୁଦ୍ଧ ହେଉଛି …

Read More »

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ ।ରମ୍ଭ କରିଛି । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ ପର୍ଯ୍ୟନ୍ତ । ୧୯୪୯ରେ “ଓଡ଼ିଶା ଥିଏଟର୍ସ’ ଦଳ ଅ ।ରମ୍ଭ । ଜୀବନର ଝଡ଼ଝଞ୍ଜା ବହୁତ ସହିଅ ।ସିଲି । ମାନ, ଅପମାନକୁ ପିଠି କରି ନାରୀମାନଙ୍କୁ …

Read More »

ସଂସ୍କୃତିର ବଜାରୀକରଣ ଓ କରପୋରେଟ୍ ଚାଲବାଜୀ

କିଛିଦିନ ତଳେ ଛୋଟିଆ ଖବରଟିଏ ବାହାରିଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହିତ ‘ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ’ ଓ ‘ପ୍ରଗତି’ ଏକ ଏମ୍.ଓ.ୟୁ ବା ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ରାଜିନାମା ମୁତାବକ ପ୍ରତିମାସରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏହି ସଂସ୍ଥାଦ୍ୱୟଙ୍କୁ ଦାୟିତ୍ୱ …

Read More »

ଭାରତୀୟଙ୍କ ଚେତନାରେ ନାରୀ

ନାରୀ-କେବଳ ଏକ ସଶରୀର ମଣିଷ ନୁହେଁ । ଇତିହାସକୁ ଟିକେ ନିରିଖି ଦେଖିଲେ ଜଣାପଡ଼େ ଯେ, ପୁରୁଷର ଚେତନା ଭିତରୁ ଜନ୍ମ ନେଇ ପୁରୁଷ ଓ ନାରୀ ଉଭୟଙ୍କ ଚେତନା ଭିତରେ ଜିଇଁ ଆସିଥିବା ଜୀବନଟିଏ ସିଏ । ଦୁନିଆସାରା ପୁରୁଷରୂପୀ ମଣିଷ ତାକୁ ଦୁର୍ବଳ ଏବଂ ପୁରୁଷ …

Read More »

ମାଟି ଓ ସଂସ୍କୃତିକୁ ବଞ୍ଚାଇବାର ଦାୟିତ୍ୱ ଯୁବ ସମାଜର – ଅସୀମ୍ ବସୁ

  ଆମ ନିଜର ପରିଚୟ ହେବ ନିଜର ବ୍ୟକ୍ତିଗତ ସଂସ୍କୃତି, ଜାତୀୟ ସଂସ୍କୃତି । ତା’କୁ ବାଦ୍ଦେଇ ବିଶ୍ୱାୟନ ସାଙ୍ଗରେ ମିଶିବାର କିଛି ମାନେ ହୁଏନି । ମାଟି ଓ ସଂସ୍କୃତିର ଅବିଛେଦ୍ୟ ସମ୍ପର୍କଟି ସମ୍ପର୍କରେ କିଛି ଜାଣିବାପାଇଁ ସମଧ୍ୱନି ସାଂସ୍କୃତିକ ଗବେଷଣା କେନ୍ଦ୍ର ତରଫରୁ ମହେଶ ପ୍ରସାଦ …

Read More »

ଓଡ଼ିଶାର ମୁଖା ନୃତ୍ୟ

ମଣିଷର ଶରୀର ଗୋଟିଏ ମୁଖା ସଦୃଶ୍ୟ । ଜୀବାତ୍ମା ଶରୀରରୂପକ ମୁଖାକୁ ଧାରଣ କରି ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ରୂପରେ ଅଭିନୟ କରେ । ଯେତେବେଳେ ମଣିଷର ମୃତ୍ୟୁ ଆସି ଉପସ୍ଥିତ ହୁଏ, ସମସ୍ତ ଅଭିନୟର ପରିସମାପ୍ତି ଘଟେ, ଶରୀରରୂପକ ମୁଖାଟି ଅଲୋଡ଼ା ହୋଇ ମାଟିରେ …

Read More »

ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୫

  ଆର୍ଯ୍ୟମାନେ ଭାରତରେ ଅନେକ ମାତ୍ରାରେ ସଂଯତ ହେବାକୁ ବାଧ୍ୟ ହୋଇଗଲେ । ଅନ୍ୟସ୍ଥାନର ଆର୍ଯ୍ୟଙ୍କ ଭଳି ସେମାନେ ଶତ୍ରୁଗୋଷ୍ଠୀର ପୁରୁଷମାନଙ୍କୁ ‘ଦାସ’ କରିବା ସମ୍ଭବ ହୋଇନଥିଲା । ‘ଅର୍ଥାତ ଏକଟା ବ୍ୟାପାର ପରିଷ୍କାର ଜୟେ ମାୟ ଯେ ପୁରୁଷ ଦାସ ଋଗ୍ବେଦୀୟ ପର୍ବେ ପ୍ରାୟ ଛିଲଇ ନା’ …

Read More »

ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୪

ନମୁଚି ଥିଲେ ଆଉ ଜଣେ ଖ୍ୟାତନାମା ଦାସ ବା ରାଜର୍ଷି । ଦାସ ନମୁଚିଙ୍କର ବର୍ଣ୍ଣନା ରହିଛି ଋଗ୍ବେଦ ୫.୩୦.୭, ୫.୩୦.୮, ୬.୨୦.୬ ଏବଂ ୧୦.୭୩.୭ରେ ଅସୁରା ପୁସ୍ତକ ଲେଖକ ଡବଲ୍ୟୁ ଇ ହୁଏଲ୍ ଲେଖିଛନ୍ତି, ‘There are very few mentions of the activities of …

Read More »