ଅଭିଭାଷଣ

ଅଭିଭାଷଣ

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

“ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ ସଙ୍ଗୀତର ବିଶେଷତ୍ୱ ବା ସ୍ୱତନ୍ତ୍ର୍ୟ ସମ୍ବନ୍ଧରେ କିଛି ଲେଖିବା ପାଇଁ ମୁୁଁ ଏହି ସଭାର ସମ୍ପାଦକ ମହାଶୟଙ୍କ ଦ୍ୱାରା ଅନୁରୁଦ୍ଦ ହୋଇ ନିଜକୁ ଯେପରି ଭାଗ୍ୟବାନ ମନେ …

Read More »

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

ବକ୍ତା: ବଲରାଜ ସାହନୀ ‘ଭାରତସାରା ଶ୍ରମିକ ଶ୍ରେଣୀ ଗୋଟିଏ ପ୍ରକାର ଚାଲୁ ଓ ରୁକ୍ଷ ହିନ୍ଦୁସ୍ତାନୀ ହିଁ ବ୍ୟବହାର କରିଥାଏ । ସମସ୍ତ ଶାସ୍ତ୍ରୀୟ ଓ ବ୍ୟାକରଣର ଆଡ଼ମ୍ବରକୁ ଉପେକ୍ଷା କରି ସେମାନେ ଏହାର ବ୍ୟବହାର କରିଥାନ୍ତି । ଏହି ଭଳି ହିନ୍ଦୁସ୍ତାନୀରେ ‘ଲଡ଼କା ଭି ଜାତା ହୈ’ …

Read More »

‘କଳାକାରର ଇଲାକା ହେଉଛି ତାର କଳାକୃତି’ (‘Artist’ s domain is his work’)

୨ ବକ୍ତା: ବଲରାଜ ସାହନୀ ଏହିବର୍ଷ ମୋ ନିଜ ରାଜ୍ୟ ମୋତେ ଗୁରୁ ନାନକ ବିଶ୍ୱବିଦ୍ୟାଳୟର ସିନେଟକୁ ମନୋନୀତ କରି ମୋତେ ସମ୍ମାନିତ କରିଛି । ଯେତେବେଳେ ଏହାର ପ୍ରଥମ ବୈଠକରେ ମୋତେ ଯୋଗ ଦେବାପାଇଁ ନିମନ୍ତ୍ରଣ ଆସିଲା, ସେତେବେଳେ ମୁଁ ପଂଜାବରେ ହିଁ ଥିଲି, ଆମର ମହାନ …

Read More »

 ଜେ. ଏନ୍. ୟୁର ଶେଷ ଦୀକ୍ଷାନ୍ତ ଭାଷଣ

ବଲରାଜ ସାହାନୀ ଜେ. ଏନ୍. ୟୁରେ ଯେଉଁ ଶେଷ ଭାଷଣ ଦେଇଥିଲେ ତାହାର ଓଡିଆ ଅନୁବାଦ କରିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ ଉଲ୍ଲେଖଯୋଗ୍ୟ ଯେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେ ଏନ ୟୁ)ରେ ସମାବର୍ତ୍ତନ ଉତ୍ସବ ହୁଏ ନାହିଁ । ୧୯୭୨ ମସିହାରେ ଶେଷ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ …

Read More »

କବି ମନମୋହନ ମିଶ୍ରଙ୍କ କାବ୍ୟ କବିତାରେ ସମାଜ ପରିବର୍ତ୍ତନର ଦୃଷ୍ଟିଭଙ୍ଗୀ

ମାନନୀୟ ସଭାପତି, ମନମୋହନ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିବୃନ୍ଦ । ମନମୋହନ ବାବୁ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଆଜି ଲିଗାସିରେ ପରିଣତ ହୋଇଯାଇଛନ୍ତି। ତାଙ୍କୁ ଆମେ ସାହିତ୍ୟ ଦରବାରରେ ଯେତିକି ମୂଲ୍ୟାଙ୍କନ କରିବା କଥା କରିପାରି ନାହୁଁ। ତା’ର କାରଣ ତାଙ୍କର ସମସ୍ତ ଲେଖା …

Read More »

“ଆଗାମୀ ବିଶ୍ୱର ଭବିଷ୍ୟତ ଆମର ଚିନ୍ତା ଓ ଚେତନା ଉପରେ ଦଣ୍ଡାୟମାନ”

  ରତନ ଥିୟାମ୍ (ଅଧ୍ୟକ୍ଷ, ଜାତୀୟ ନାଟ୍ୟ ବିଦ୍ୟାଳୟ/ଏନ୍.ଏସ୍.ଡ଼ି)ଙ୍କ ଦ୍ୱାରା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ଦିଆଯାଇଥିବା ଅଭିଭାଷଣର କିଛି ଅଂଶ:            ଭାରତବର୍ଷ ଆମକୁ ଅନେକ କଥା କହେ। ଏହି ଦେଶ ଅନେକ ଗୁଡ଼ିଏ ସାଂସ୍କୃତିକ ବିବିଧତାକୁ ନିଜର …

Read More »