Home / ବ୍ୟକ୍ତି ଓ ବ୍ୟକ୍ତିତ୍ୱ

ବ୍ୟକ୍ତି ଓ ବ୍ୟକ୍ତିତ୍ୱ

ଏଠାରେ ବିଭିନ୍ନ କଳାକାର, ନାଟ୍ୟକାର, ଚିତ୍ରକର, ନିର୍ଦ୍ଦେଶକ ଆଦିଙ୍କ ସମ୍ପର୍କର୍ରେ ଲେଖା, ସାକ୍ଷାତକାର, ସ୍ମୃତିଚାରଣ ଓ ସେମାନଙ୍କ ଦ୍ୱାରା ପ୍ରଦତ୍ତ ଅବିଭାଷଣ ଗୁଡ଼ିକୁ ସ୍ଥାନୀତ କରାଯାଇଛି ।

ନିମାଇଁଚରଣ ହରିଚନ୍ଦନଙ୍କ ଦ୍ୱାରା ବାରିପଦା ସାହିତ୍ୟ ସମାଜରେ ଦିଆଯାଇଥିବା ଉଦବୋଧନର କିଛି ଅଂଶ

“ବାରିପଦା ସାହିତ୍ୟ ସମାଜର ମାନନୀୟ ସଭାପତି ଓ ସହୃଦୟ ସୁଧିବୃନ୍ଦ, ସଙ୍ଗୀତ ସମ୍ବନ୍ଧୀୟ ଗୋଟିଏ ସଂକ୍ଷିପ୍ତ ପ୍ରବନ୍ଧ ଓ ଓଡ଼ିଆ ସଙ୍ଗୀତର ବିଶେଷତ୍ୱ ବା ସ୍ୱତନ୍ତ୍ର୍ୟ ସମ୍ବନ୍ଧରେ କିଛି ଲେଖିବା ପାଇଁ ମୁୁଁ ଏହି ସଭାର ସମ୍ପାଦକ ମହାଶୟଙ୍କ ଦ୍ୱାରା ଅନୁରୁଦ୍ଦ ହୋଇ ନିଜକୁ ଯେପରି ଭାଗ୍ୟବାନ ମନେ …

Read More »

“ପରଭକ୍ଷୀ ପରଶୋଷି କବଳରୁ ଜୀବନ ହେଉ ଯନ୍ତ୍ରଣା ମୁକ୍ତ” ପୁସ୍ତକର ଅଗ୍ରଲେଖରେ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ

ସମ୍ପ୍ରତ୍ତି ସାମାଜିକ ସ୍ଥିତି ଏବଂ ପୃଥିବୀର ଭବିଷ୍ୟତ ବର୍ତ୍ତମାନ ଅନେକ ପ୍ରଶ୍ନ ଉତ୍ଥାପନ କରିଛି । ଆମେ ଇତିହାସକୁ ଯାହା ଜାଣିଛୁ ସେଥିରୁ ଜୀବମଣ୍ଡଳର ବିବର୍ତ୍ତନ ଓ ସର୍ବୋପରି ମାନବ ସମାଜର ବିବର୍ତ୍ତନ ଗୋଟିଏ ଗୁରୁତ୍ୱ୍ୱପୂର୍ଣ୍ଣ ଅଧ୍ୟୟନ । ଏ ବିଷୟରେ ଇତିହାସରେ ବହୁ ଦାର୍ଶନିକ, ସମାଜବିଜ୍ଞାନର ଅବଦାନ …

Read More »

ଭାଗବତ ପ୍ରସାଦଙ୍କୁ ଜାଣିବାର ପ୍ରୟାସରେ (ଭାଗବତ ପ୍ରସାଦଙ୍କ ଜୀବନ ଓ ଦର୍ଶନର କିଛି ଝଲକ)

ଓଡ଼ିଶାର ଗଞ୍ଜାମ ଜିଲ୍ଲା – କୋଦଳା ତହସିଲର ଗୋଟିଏ ସରଳରେଖା ବିନ୍ଦୁପରି ଗ୍ରାମଟିଏ ଲାଠୁଳି, ରଘୁନାଥପୁର । ସେହି ଗ୍ରାମରେ ୧୯୩୨ ମସିହା ଡିସେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଭଗବତ ପ୍ରସାଦ ରଥ । ରାୟଗଡ଼ାରେ ରଥସାର୍ ବୋଲି ସେ ଜଣେ ଅତି ପରିଚିତ ବ୍ୟକ୍ତିତ୍ୱ । …

Read More »

ଶ୍ରଦ୍ଧାଞ୍ଜଳି ପ୍ରଫେସର ଭାଗବତ ପ୍ରସାଦ

Featured Video Play Icon

ସମଧ୍ୱନି ଆଜି ତାର ଜଣେ ଅନ୍ୟତମ ଦିଗଦ୍ରଷ୍ଟାଙ୍କୁ ହରାଇଛି। ପ୍ରଫେସର ଭାଗବତ ପ୍ରସାଦ ଯିଏକି ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ଶଯ୍ୟାଶାୟୀ ଥିଲେ ଆଜି ତାଙ୍କର ରାୟଗଡା ସ୍ଥିତ ବାସଭବନରେ ବିୟୋଗ ଘଟିଛି। ଏହିଭଳି ଏକ ସମୟରେ ସମଧ୍ୱନି ସମଗ୍ର ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଡ଼ିଶା ଆଜି …

Read More »

ଯିବା ଦିନର ଏଇ କଥାଟି – ୱିଲଫ୍ରେଡ଼ ଆୱେନ (କିଛିଅଂଶ)

ୱିଲଫ୍ରେଡ଼ ଆୱେନ (୧୮୯୩-୧୯୧୮) ପ୍ରିୟ ଗୁରୁଦେବ ରବିନ୍ଦ୍ରନାଥ, ଆପଣ ଲଣ୍ଡନରେ ଅଛନ୍ତି ବୋଲି ଶୁଣିବା ବେଳୁ ସାହସ ଖୋଜୁଛି ଅପଣଙ୍କୁ ଚିଠିଟିଏ ଲେଖିବା ପାଇଁ । ଚିଠି ଟି ଆପଣଙ୍କ ପାଖରେ କେବେ ପହଞ୍ଚିବ ଜାଣିନି ।  ପ୍ରାୟ ଦୁଇ ବର୍ଷ ତଳର କଥା କହୁଛି । ସେଦିନ …

Read More »

‘ସମଧ୍ୱନି’ ପାଇଁ ପଦେ

ଆପଣମାନେ ସମଧ୍ୱନି କାହିଁକି ଆରମ୍ଭ କଲେ? ଯେଉଁସବୁ ମୂଳ ବିଷୟ ସମଧ୍ୱନିର ସଙ୍ଗୀତ ଓ ଲେଖା ମାଧ୍ୟମରେ ଆପଣମାନେ ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ଚେଷ୍ଟା କରୁଛନ୍ତି ସେମିତି ଚେଷ୍ଟା ଅନବରତ ଜାରୀ ରଖିବାକୁ ହେବ । କେତୋଟି କଥା କହିବି; ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ …

Read More »

ମାୟା ଏଞ୍ଜେଲୋ ଅବିସ୍ମରଣୀୟ ମହିଳା – ଏକ ସମୀକ୍ଷା

ମାୟା ଏଞ୍ଜେଲୋ ଥିଲେ ଜଣେ ଅବିସ୍ମରଣୀୟ ମହିଳା ଓ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ରବି ଜେନଙ୍କର ମାୟା ଏଞ୍ଜେଲୋ ଙ୍କ ଉପରେ ଏହି ଲେଖାଟି ପ୍ରକାଶିତ ହୋଇଥିଲା ସମଦୃଷ୍ଟିର ୧-୧୫ ମାର୍ଚ୍ଚ ୨୦୧୫ ସଂଖ୍ୟାରେ। ଲେଖାଟିରେ ଅନେକ କିଛି ଉପାଦେୟ ତଥ୍ୟ ତଥା ପ୍ରସଙ୍ଗ କୁ ଦୃଷ୍ଟିରେ ରଖି …

Read More »

(ଶବ୍ଦ ପେଡିରୁ ଧାଡି ) – ଦାୟୀ ନୁହଁ କେହି

ଦାୟୀ ନୁହେଁ କେହି ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା, ବଜ୍ର ପଡିଥିଲା, ଯେ ବାରଟି ନିରୀହ ଲୋକ ଟଳି ପଡିଲେ, ଓ ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ? କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି, ମିଥ୍ୟା ଥିଲା ଗୁଳି, ମିଥ୍ୟା ଥିଲା …

Read More »

ସଙ୍ଗୀତ ଯୋଗୀ: ଗୁରୁ ଶ୍ରୀ ଧନେଶ୍ୱର ଦାସ (ଶ୍ରାଦ୍ଧ ବାର୍ଷିକୀରେ )

ଗୁରୁ ଶ୍ରୀ ଧନେଶ୍ୱର ଦାସ ସ୍ୱରତୀର୍ଥ ସଙ୍ଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା, “ସଙ୍ଗୀତ ସୁଧାକର” ପୁସ୍ତକର ରଚୟୀତା, ଜଣେ ସୁନାମଧନ୍ୟ ଶାସ୍ତ୍ରୀୟ ସଙ୍ଗୀତକାର, ସଙ୍ଗୀତ ଯୋଗୀ/ସାଧକ ଯାହାଙ୍କର ବିୟୋଗ ହୋଇଥିଲା ୨୦୧୭ ମସିହା ଡ଼ିସେମ୍ବର ୨୩ ତାରିଖରେ । ଗତବର୍ଷ ୨୦୧୭ ଡ଼ିସେମ୍ବର ୨୩ ତାରିଖ ଦିନ ୩ଟାରେ ‘ସମଧ୍ୱନି …

Read More »