ନାରୀ

ନାରୀ

ନାଚୁଣୀ – ୨ (ମୂଳ ଲେଖା – ଭାନୁ ଭାରତୀ )

ନୃତ୍ୟାଭିନୟ – ଭାଗିରଥି ସାହି ଥରେ ମୁଁ ଗୋଟିଏ ଛୋଟ ଗାଁରେ ଷ୍ଟେଜ୍ ଉପରେ ନାଚୁଥିଲି, ଅଚାନକ ସେ ଉପରକୁ ଚଢ଼ିଗଲା । ସେ ମୋ ରସିକ ଥିଲା । ଯାହା ପାଇଁ ସେ କାମକରୁଥିଲା । ଭିଡ଼ ଭିତରୁ ସେ ମତେ ଉଠେଇ ଆଣିଲା । କାହାରବି …

Read More »

ମାୟା ଏଞ୍ଜେଲୋ ଅବିସ୍ମରଣୀୟ ମହିଳା – ଏକ ସମୀକ୍ଷା

ମାୟା ଏଞ୍ଜେଲୋ ଥିଲେ ଜଣେ ଅବିସ୍ମରଣୀୟ ମହିଳା ଓ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ରବି ଜେନଙ୍କର ମାୟା ଏଞ୍ଜେଲୋ ଙ୍କ ଉପରେ ଏହି ଲେଖାଟି ପ୍ରକାଶିତ ହୋଇଥିଲା ସମଦୃଷ୍ଟିର ୧-୧୫ ମାର୍ଚ୍ଚ ୨୦୧୫ ସଂଖ୍ୟାରେ। ଲେଖାଟିରେ ଅନେକ କିଛି ଉପାଦେୟ ତଥ୍ୟ ତଥା ପ୍ରସଙ୍ଗ କୁ ଦୃଷ୍ଟିରେ ରଖି …

Read More »

ମହିଳାମାନଙ୍କର ମନ୍ଦିର ପ୍ରବେଶ

ଏହି ପ୍ରସଙ୍ଗଟିକୁ ଉପସ୍ଥପନା କଲାବେଳେ ପ୍ରମୁଖ ନ୍ୟାୟାଧୀଶ ଦୀପକ ମିଶ୍ରଙ୍କ ବିଦାୟକାଳୀନ ରାୟ ମଧ୍ୟରେ ଥିବା ଶବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷ ମହିଳାଙ୍କର ପ୍ରବେଶ ବିଷୟଟିକୁ ନିଆଯାଉ । ଆମେ ଏହି ରାୟକୁ ଏକ ପ୍ରଗତିଶୀଳ ରାୟ ବୋଲି ଦାବୀ କରାଯାଉଥିବା କଥାଟିକୁ ଅଗ୍ରାହ୍ୟ କରୁନାହୁଁ, କିନ୍ତୁ ଆମର …

Read More »

ନାରୀ ଜାଗୃତିର ଅବିସ୍ମରଣୀୟ ସାରଥି – ବାଙ୍କୀ ବୀରାଙ୍ଗନା ଶୁକଦେଇ

ଐତିହାସିକମାନଙ୍କର ଦୃଷ୍ଟି ଏପର୍ଯ୍ୟନ୍ତ ଅଷ୍ଟାଦଶ ଶତକର ବାଙ୍କୀ ଗଡ଼ଜାତର ବୀରାଙ୍ଗନା ରାଣୀ ଶୁକଦେଇଙ୍କ ଉପରେ ପଡ଼ିଲାନାହିଁ । ଯେଉଁମାନେ ଏ ବିଷୟରେ ଚର୍ଚ୍ଚା କରିଛନ୍ତି ସେମାନେ ତଥ୍ୟାଶ୍ରିତ ନହୋଇ ଏକପାକ୍ଷିକ ତଥା ଭାବପ୍ରବଣ ଚିତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାରେ ନାରୀ ପ୍ରସଙ୍ଗ ଉପରେ ଆବଶ୍ୟକ ଦୃଷ୍ଟି ତଥ୍ୟ …

Read More »

ଷ୍ଟିଫେନ ହକିଂଙ୍କ ପଛର ନାରୀ

ଗାଲିଲିଓ, ନ୍ୟୁଟନ ଓ ଆଇନଷ୍ଟାଇନଙ୍କର ସମକକ୍ଷ ବୈଜ୍ଞାନିକ ହେଉଛନ୍ତି ଷ୍ଟିଫେନ ହକିଙ୍ଗ, ଏହା ହିଁ ତାଙ୍କର ମୃତ୍ୟୁ ପରେ ବହୁ ପ୍ରଚାରିତ ସମ୍ବାଦ । ଯେଉଁଦିନ ଷ୍ଟିଫେନ ହକିଙ୍ଗଙ୍କର ଜନ୍ମ ହୋଇଥିଲା, ୮ ଜାନୁଆରୀ ୧୯୪୨, ସେହି ଦିନ ଅବଶ୍ୟ ୩୦୦ ବର୍ଷ ପୂର୍ବେ, ଗାଲିଲିଓଙ୍କର ହୋଇଥିଲା ମୃତ୍ୟୁ …

Read More »