Home / ସାହିତ୍ୟ / ଗଳ୍ପ

ଗଳ୍ପ

ଅଗଣିଙ୍କ ଶୋକ

ଅଗଣି ରାସ୍ତାକଡ ଖୁଣ୍ଟରୁ ଫଳକଟି ଓହ୍ଲାଇ ଦେଲେ । ‘ମହାତ୍ମା ଗାନ୍ଧୀ ମାର୍ଗ’ ଫଳକ ଜାଗାରେ ଲାଗିଲା ‘ଇନ୍ଦିରା ଗାନ୍ଧୀ ମାର୍ଗ’ । ଦିନ ମଜୁରିଆ ଅଗଣିଙ୍କ ଆଖିରୁ ବୋହି ପଡିଲା ଦୁଇଟୋପା ଅଶ୍ରୁ । ‘ବେଚାରା ଗାନ୍ଧୀ’! ରାସ୍ତାକଡ କରଂଜ ଗଛ ତଳେ ସେ ବସିଗଲେ, ଝାଳ …

Read More »

ଚୌଧୁରୀ ରାମକିଙ୍କର

  ଚୌଧୁରୀ ରାମକିଙ୍କର ତାଙ୍କର ଅନିୟମିତ ଶରୀରଟିକୁ ପଲଙ୍କ ଉପରେ ଭରା ଦେଇ ଉଠିବା ପରଠାରୁ ବେଶ୍ ଉଲ୍ଲସିତ ମନେ ହେଉଥିଲେ। ସକାଳର ନରମ ଖରା ବାଲକୋନି ଉପରେ ବିଛାହୋଇ ପଡ଼ିଥିଲା ଗଦାଏ ଖୁଚୁରା ପଇସା ଭଳି । ରାମକିଙ୍କର ବାଲକୋନି ଉପରେ ବୁଲୁ ବୁଲୁ କେଉଁ ଏକ …

Read More »

ଏରାମ୍ମାର ମାଟି

ଏରାମ୍ମାର କ୍ଷୀଣ ଶରୀରଟିକୁ ଚିତା ଉପରେ ଥୋଇଦେଲା ଲଛେୟା । ଲଛେୟା ଭାବୁଥିଲା, ‘ଏତେ ବଡ଼ ଗାଁରେ ଲୋକଙ୍କ ଭିତରେ କ’ଣ ମରିବାକୁ ଲେଖା ହୋଇଥିଲା ଏରାମ୍ମାର ଜାତକରେ ।’ କିଏ ଜାଣିଥିଲା, ଏ ନିରୀହ ବୁଢ଼ୀ ଯିଏ ମୁଣ୍ଡରୁ ଓଢ଼ଣା କାଢ଼ିବାର ଏ ଗାଁର କେହି ଦେଖି …

Read More »

ସଲାମ୍, ସମଶେର

ସବୁ ଶେଷ ହୋଇଯାଉଥିବା ବେଳେ, ନୈରାଶ୍ୟ ଓ ବିରକ୍ତିରେ ଜୀବନ ଓ ସଂସାର ପ୍ରତି ମନ ବୀତସ୍ପୃହ ହୋଇଯାଉଥିବା ବେଳେ କାହିଁକି ଆଶାର କିରଣ ଦିଶେ? କାହିଁକି ମନରେ ଆସେ ଯେ ନା ସବୁ ଶେଷ ହୋଇନାହିଁ । ବଡ଼ ସହର, ବଡ଼ ଘର, ବଡ଼ ଲୋକ, ବଡ଼ …

Read More »

ଗାନ୍ଧୀ

ଶେଷ ବସ୍ ଟି ବି ଚାଲିଗଲା । ଗୋଟିଏ ପରେ ଗୋଟିଏ ଚାରିଗୋଟି ବସ୍ ଚଢ଼ିବାରେ ଅକୃତକାର୍ଯ୍ୟ ହୋଇ ସ୍ୱାଧୀନତା ସଂଗ୍ରାମୀ ନରହରି ଲିମକା, ନୋଭା ବିକାଳୀର ବେଞ୍ଚ ଉପରେ ନଥ୍ କିନା ବସିପଡ଼ିଲେ । ଏବେ ଯିବେ କୁଆଡ଼େ? ସତୁରୀ ବର୍ଷ ବୟସରେ ଦିନ ଦୁଇଟାରୁ ସନ୍ଧ୍ୟା …

Read More »

ଧର୍ମ ସମ୍ପର୍କରେ ଆମଠୁଁ ଭଲ ପିଲାଙ୍କ ବୁଦ୍ଧି

ପୁଅ – ମା! ଆଜି ଆୟା କାହିଁକି ସୁନ୍ଦର ଲୁଗାପଟା ପିନ୍ଧିଛ? ଆଉ ମୋତେ କାହିଁକି ସେ ସେଇ ନୂଆ କମିଜ୍ଟା ପିନ୍ଧଉଛ? ମା- ଆଜି ପରା ପର୍ବ ଦିନ, ଆଉ ଆମେ ସମସ୍ତେ ଚର୍ଚ୍ଚକୁ ଯାଉଛେ । ପୁଅ – କି ପର୍ବ? ମା – ଆରୋହଣ …

Read More »

ରେବତୀ

(ରେବତୀ ବା ରେବା ଓଡ଼ିଆଙ୍କ ସକାଶେ କୌଣସି ନୂଆ ନାମ ନୁହେଁ । ପ୍ରାୟ ଶହେ ବର୍ଷ ପୂର୍ବେ (୧୮୮୯) ଓଡ଼ିଆ ସାହିତ୍ୟର ମହାନ କଥାକାର ବ୍ୟାସକବି ଫକୀର ମୋହନଙ୍କ ‘ରେବତୀ’ ଗଳ୍ପ ଓଡ଼ିଆ ସାହିତ୍ୟର ମାଇଲଖୁଣ୍ଟ । ସେବେଠାରୁ ‘ରେବତୀ’ ଏକ ପ୍ରତୀକ ହୋଇ ରହିଛି ଆମ …

Read More »

ରୂପାନ୍ତର

ଆଶାର ସ୍ଵପ୍ନକୁ ଅସାର ଭାବି ଦୁନିଆଁକୁ  ପର କରି ସାରିଥିବା ମଣିଷକୁ ବଞ୍ଚି ରହିବାକୁ ଦୁର୍ବିସହ ଲାଗେ । ତୁଟି ଯାଇଥିବା ମୋହ ମାୟା ଭରା ମମତା, ସ୍ନେହ ଓ ପ୍ରେମକୁ ସେ’ ମନେ ପକାଏନି । ସେ’ ଭାବେ ଏ’ ଦୁନିଆଁ ତା’ ପାଇଁ  ନିରର୍ଥକ-ଅନାବଶ୍ୟକ । …

Read More »