ସାହିତ୍ୟ

ଏଥିରେ କାବ୍ୟ, କବିତା, ଆଲୋଚନା, ଗଳ୍ପ, ଉପନ୍ୟାସର ବିଷୟବସ୍ତୁ ଉପସ୍ଥାପନ କରାଯାଇଛି ।

Latest ସାହିତ୍ୟ News

ତକ୍ଷକର ପ୍ରଶ୍ନ

ସେ କିପରି ଦାୟୀ ଖାଣ୍ଡବ ବନରେ ଅଗ୍ନିକାଣ୍ଡ ପାଇଁ! ଯେଉଁଠି ଜଳିଗଲା ତାର ପ୍ରିୟତମା ପତ୍ନୀ

ବାଲ୍ମୀକିଙ୍କୁ ପ୍ରଶ୍ନ

ତୁମେ ମୋତେ କାହିଁକି କରିଲ ସୃଷ୍ଟି ହେ! ଋଷି ବାଲ୍ମୀକି? କାହିଁକି ଛଡାଇ ନେଲ ମୋର

ତାଲାବନ୍ଦ

ତାଲାବନ୍ଦ ସେମାନଙ୍କୁ ବନ୍ଦୀ କରୁଥିଲ ସେମାନେ ପଚାରୁଥିଲେ କି ଅପରାଧ ଆମର? କ୍ଷମତାରେ ମତ୍ତ ତୁମେ

ଭୂମିକମ୍ପ: ତିନୋଟି ପ୍ରତିକ୍ରିୟା

-୧- ସବୁ ଭାଂଗି ପଡିବା ପରେ ମୃତ୍ୟୁ ଏତେ ସହଜରେ ଆସି ତୁମକୁ ଆଦରି ନେବା

କରୋନା

ପ୍ରକୃତି ଭୂତାଣୁ କରୋନା ନିଶ୍ଚେ ଦୁର୍ବଳ ହେବ, କ୍ରମେ ଅନ୍ତର୍ହିତ ହେବ ଗବେଷକ ମତ।  

କାଗଜ (ମୂଳ ଲେଖା – ଅଂଶୁମାନ କର)

ମୋର ଖଣ୍ଡିଏ କାଗଜ ଦରକାର। ଖଣ୍ଡିଏ ଅଲୌକିକ କାଗଜ। ମୋର ଖଣ୍ଡିଏ ଧଳା-କଳା କାଗଜ ଅଛି।

ଆମେ ଦେଖିବୁ (ମୂଳ: ଫୈଜ୍ ଅହମ୍ମଦ୍ ଫଏଜ)

ଆମେ ଦେଖିବୁ, ନିଶ୍ଚୟ ସେଦିନ ଦେଖିବୁ ସେଦିନ, ଯିଏ ଆସିବ ବୋଲି କଥା ଦେଇଛି ସେଦିନ,

ବେବିନା ବେହେରା ଠିକଣା ପଚାରନା (କବିତା)

ସମଗ୍ର ଭାରତରେ ନାରୀମାନଙ୍କ ଉପରେ ବଢିଚାଲିଥିବା ଅପରାଧ ଓ ନିର୍ଯ୍ୟାତନାର ପ୍ରତିବାଦରେ ଏହି କବିତା -

କେଉଁ କବିରେ ଗଣା ସେ

ମନମୋହନ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତିଙ୍କ ଶୋକବାର୍ତ୍ତା (ମନମୋହନ ମିଶ୍ର ଗ୍ରନ୍ଥାବଳୀରୁ) ମନମୋହନ ମିଶ୍ର

ମୃତ୍ୟୁରେ ଶୋକ ଆଉ ନାହିଁ

ମୃତ୍ୟୁରେ ଶୋକ ଆଉ ନାହିଁ, ବ୍ୟଥା ନାହିଁ ଆଉ ବିଚ୍ଛେଦରେ । ପ୍ରେମ ନାହିଁ ଆଲିଂଗନେ