Home / ଇତିହାସ / ଗବେଷଣା

ଗବେଷଣା

ଗବେଷଣା

ଶ୍ରୀକ୍ଷେତ୍ର – ପୁରୁଷୋତ୍ତମ ଓ ଜଗନ୍ନାଥ

ଜଗନ୍ନାଥ ତତ୍ତ୍ୱର ଏକ ସମ୍ପ୍ରସାରିତ ଅତୀତ ଅଛି । ଏହି ଅତୀତ ଚର୍ଚ୍ଚାର ଏକ ବଳିଷ୍ଠ ଦିଗ ହେଉଛି ଜଗନ୍ନାଥ ନାମକରଣ ରହସ୍ୟର ଆଲୋଚନା । ଯେଉଁ ବୃହତ୍ ମନ୍ଦିର ଆଜି ପର୍ଯ୍ୟନ୍ତ ମୁଣ୍ଡିଟେକି ରହିଛି ପୁରୀରେ, ତାହାର ମୁଖ୍ୟଦେବତା-ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ-ଚତୁର୍ଦ୍ଧା ମୂର୍ତ୍ତି ଆଜି …

Read More »

ଜଗନ୍ନାଥ ତତ୍ତ୍ୱର ମୂଳକଥା – (୫)

ପୁରୁଷୋତ୍ତମ କ୍ଷେତ୍ରରେ ବୃହତ୍ ଜଗନ୍ନାଥ ମନ୍ଦିରରେ ଏହି ଚତୁର୍ଦ୍ଧା ମୂର୍ତ୍ତିର ଉପାସନାର ପ୍ରଚଳନ ମଧ୍ୟଯୁଗୀୟ ଓଡିଶାର ଧର୍ମଧାରଣା ଚର୍ଚ୍ଚାର ଏକ ସ୍ମରଣୀୟ ଦିଗ । ଏହି ସମ୍ପର୍କରେ ନାନା ମତ ପ୍ରକାଶ ପାଇଛି । କେତେକ ଗବେଷକ ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗଙ୍କ ରାଜତ୍ୱ କାଳରେ ଅର୍ଥାତ୍ ଦ୍ୱାଦଶ ଶତକର …

Read More »

ଜଗନ୍ନାଥ ତତ୍ତ୍ୱର ମୂଳକଥା – ୪

କେତେକ ଐତିହାସିକ ଏହି ବୃହତ୍ ପୁରୁଷୋତ୍ତମ-ଜଗନ୍ନାଥ ମନ୍ଦିର ନିର୍ମାଣ  ଚୋଡଗଙ୍ଗଦେବ ପୂର୍ବରୁ ଆରମ୍ଭ ହୋଇଥିବାର କଥା ସୂଚନା ଦେଇ ଏହାର ପୂର୍ଣ୍ଣାଙ୍ଗ ରୂପ ଚୋଡଗଙ୍ଗ ଦେବଙ୍କ ରାଜତ୍ୱରେ ସମ୍ଭବ ହୋଇଥିବା ପ୍ରସଂଗକୁ ଗ୍ରହଣ କରନ୍ତି । ସେମାନେ ପ୍ରକୃତରେ ଗଙ୍ଗବଂଶୀ ତାମ୍ରଫଳକ ବର୍ଣ୍ଣିତ ଶ୍ଳୋକକୁ ଏପରି ଅର୍ଥରେ ନେଇଛନ୍ତି …

Read More »

ଜଗନ୍ନାଥ ତତ୍ତ୍ୱର ମୂଳକଥା -୩

                ଚୋଡଗଙ୍ଗ ଦେବ(୧୦୭୮ରୁ ୧୧୪୭) ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ତଥା ବିଶାଖାପାଟଣା ଅଞ୍ଚଳକୁ ନେଇ ଗଠିତ ପ୍ରାଚୀନ କଳିଙ୍ଗ ରାଜ୍ୟର ରାଜା ଥିଲେ । ତାଙ୍କର ରାଜତ୍ୱର ଆରମ୍ଭ କାଳରେ  ରାଜକୀୟ ଉପାଧିରେ  କେବଳ ପରମ ମାହେଶ୍ୱର ସ୍ଥାନ ପାଇଥିଲା । ଅର୍ଥାତ୍ ସେ ଶୈବ ଉପାସକ ଥିଲେ …

Read More »