Home / ଇତିହାସ / ଇତିହାସ ପୃଷ୍ଠାରୁ

ଇତିହାସ ପୃଷ୍ଠାରୁ

(ଅତୀତରୁ ପୋଷ୍ଟକାର୍ଡ) ହୀରାନାନୀ ଉପାଖ୍ୟାନ

ଶ୍ରୀମତୀ ସୀତାଦେବୀ ଖାଡେଙ୍ଗାଙ୍କର ଆତ୍ମଜୀବନୀ ମୋର ଜୀବନ ସ୍ମୃତିରୁ ସଂଗୃହିତ ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ। ପ୍ରସିଦ୍ଧ ଲେଖିକାସୀତାଦେବୀ ଖାଡ଼ଙ୍ଗା(୧୯୦୨–୧୯୮୩)ଙ୍କର ବାପ ଘର ଗଞ୍ଜାମ ଜିଲ୍ଲାର ଘୁମୁସର ତାଲୁକାର ଭଞ୍ଜନଗର ପାଖ ମନ୍ଦାର ବୋଲି ଗୋଟିଏ ଗାଁରେ । ବାପାଙ୍କ ନାମ ହରିହର ପଣ୍ଡା । ଜେଜେଙ୍କ …

Read More »

(ଅତୀତରୁ ପୋଷ୍ଟକାର୍ଡ) ମାଛ ମିଛ: କଟକରେ ମାଛ ଧରା

ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ୍ଜ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡ଼ଜାତ ରାଜ୍ୟ ରୂପେ ମୟୁରଭଞ୍ଜ ୧୯୪୯ ମସିହା …

Read More »

ଭାଷା ସଂଗ୍ରାମ ଓ ନବ ଓଡ଼ିଶାର ସ୍ଥାପନା (ସୁରସିଂହ ପଟ୍ଟନାୟକଙ୍କ ସ୍ମରଣରେ )

ଓଡ଼ିଶାର ସ୍ୱାଧୀନତାର ୧୫୬୮ସାଲର ଅବଲୁପ୍ତି ପରେ, କ୍ରମଶଃ ସଙ୍କୁଚିତ ହୋଇ ଓଡ଼ିଶାର ସୀମା ୧୮୦୩ ବେଳକୁ କ୍ଷୁଦ୍ର ଓଡ଼ିଶା ଡିଭିଜନର ୩ଗୋଟି ଜିଲ୍ଲା ଓ କେତେଗୋଟି ଗଡ଼ଜାତ ମଧ୍ୟରେ ଆବଦ୍ଧ ରହିଥିଲା । ଓଡ଼ିଆଭାଷାକୁ ନିର୍ବାପିତ କରିବାପାଇଁ ୧୮୬୭ରୁ ୧୮୭୦ମଧ୍ୟରେ ଯେଉଁ ହୀନଚକ୍ରାନ୍ତ ସଙ୍ଗଠିତ ହୋଇଥିଲା, ତାହାର ବିରୁଦ୍ଧରେ …

Read More »

ମଧୁବାବୁଙ୍କୁ ଚିହ୍ନିବାର ପ୍ରୟାସରେ (ସ୍ମୃତି ଦିବସ ଉପଲକ୍ଷେ )

ଆଜକୁ ଶହେବର୍ଷ ତଳେ ଅର୍ଥାତ୍ ୧୯୦୭ ମସିହା ଡିସେମ୍ବର ୧୭ ସଂଖ୍ୟାର ‘ବନ୍ଦେମାତରମ’ ପତ୍ରିକାରେ ବିପ୍ଳବୀ ଅରବିନ୍ଦ ମଧୁବାବୁଙ୍କୁ(୧୮୪୮-୧୯୩୪) ଉଲ୍ଲେଖ କରି ଲେଖିଥିଲେ, ‘ଓଡ଼ିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଛି । ଓଡ଼ିଶା ତାର ଅସ୍ତିତ୍ୱ ରକ୍ଷା ଲାଗି ଏକ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କର …

Read More »

ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ଏକ ଛିନ୍ନ ପୃଷ୍ଠା

୧୯୩୫ ଭାରତ ଶାସନ ଆଇନର ଏକ ସୁଫଳ ଥିଲା ୧୯୩୬ ଏପ୍ରିଲ ପହିଲାଦିନ ଦେଶର ୧୧ତମ ରାଜ୍ୟଭାବରେ ଗଠିତ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ । ଅନେକ ଘାତ-ପ୍ରତିଘାତ ଭିତରେ, ବ୍ରିଟିଶର ରୁକ୍ଷ ଶାସନ ଗଣ୍ଡି ଭିତରେ ଏହାଥିଲା ତକ୍ରାଳୀନ ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ତାହାର ପୃଷ୍ଠଭୂମି ଅନୁଶୀଳନର …

Read More »

ଆମ ଲୋକନାଟ୍ୟ ସଂସ୍କୃତି

ଗୋଟିଏ ଦେଶ ବା ଜାତିର ସାଂସ୍କୃତିକ ଇତିହାସ ଅନୁଧ୍ୟାନ କରିବାକୁ ହେଲେ ତାହାର ଲୋକସଂସ୍କୃତିର ପର୍ଯ୍ୟାଲୋଚନା ଏକାନ୍ତ ଆବଶ୍ୟକ । ଯେକୌଣସି ସାହିତ୍ୟର ଆଦ୍ୟ ଉତ୍ସ ତାହାର ଲୋକସାହିତ୍ୟରେ ନିହିତ ଥିବା ପରି ଗୋଟିଏ ସଂସ୍କୃତିର ଆଦ୍ୟ ସତ୍ତା ତାହାର ଲୋକସଂସ୍କୃତି ମଧ୍ୟରେ ଲୁକ୍କାୟିତ ହୋଇ ରହିଥାଏ । …

Read More »