Home / ଇତିହାସ

ଇତିହାସ

ଏହି ବିଭାଗରେ ଉପସ୍ଥାପନ କରାଯାଇଛି ସଂସ୍କୃତି ସମ୍ପର୍କିତ ପୁରାତନ ଲେଖା ଏବଂ ନୂଆ ନୂଆ ଐତିହାସିକ ଗବେଷଣାର ବିଷୟ ।

(ଅତୀତରୁ ପୋଷ୍ଟକାର୍ଡ) ହୀରାନାନୀ ଉପାଖ୍ୟାନ

ଶ୍ରୀମତୀ ସୀତାଦେବୀ ଖାଡେଙ୍ଗାଙ୍କର ଆତ୍ମଜୀବନୀ ମୋର ଜୀବନ ସ୍ମୃତିରୁ ସଂଗୃହିତ ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ। ପ୍ରସିଦ୍ଧ ଲେଖିକାସୀତାଦେବୀ ଖାଡ଼ଙ୍ଗା(୧୯୦୨–୧୯୮୩)ଙ୍କର ବାପ ଘର ଗଞ୍ଜାମ ଜିଲ୍ଲାର ଘୁମୁସର ତାଲୁକାର ଭଞ୍ଜନଗର ପାଖ ମନ୍ଦାର ବୋଲି ଗୋଟିଏ ଗାଁରେ । ବାପାଙ୍କ ନାମ ହରିହର ପଣ୍ଡା । ଜେଜେଙ୍କ …

Read More »

ଓଡ଼ିଆ ରେକର୍ଡ଼ର ଇତିହାସ -୨

ବର୍ତ୍ତମାନ ହିଜ ମାଷ୍ଟରର୍ସ ଭଏସ୍ କମ୍ପାନୀର ନବୀନ ଗାୟକମାନଙ୍କ ସମ୍ବନ୍ଧରେ ପଦେ ଅଧେ କହେଁ । ନୂତନ ଆର୍ଟିଷ୍ଟମାନଙ୍କ ଭିତରୁ କୁମାରୀ ପ୍ରତିମା ରାୟ ଚୌଧୁରୀ, ସୁକୁମାର ସାହୁ, ବାବୁ ରାସ ବିହାରି ପ୍ରଧାନ ଓ ବାବୁ କିରଣ ଚନ୍ଦ୍ର ଘୋଷ, ଗୁଣୀ–ସମାଜର ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଏ …

Read More »

ଓଡ଼ିଆ ରେକର୍ଡ଼ର ଇତିହାସ

ବେଶୀ ଦିନ କଥା ନୁହେଁ – ପାଞ୍ଚ ବର୍ଷ ଆଗତ କଥା । ସେତେବେଳେ ଓଡ଼ିଆ ରେକଡ଼ ନଥିଲା କହିଲେ ଚଳେ । ଯେଉଁ ଗୋଟିଏ ଯୋଡ଼ିଏ ରେକଡ଼ ବାହାରି ଥିଲା ‘ଏରୋଣ୍ଡୋଽପି ଦୃମାୟତେ’ ପରି ତାକୁ ଓଡ଼ିଆ ପ୍ରେମୀ ଖଣ୍ଡେ ଖଣ୍ଡେ କେତେବେଳେ କେମିତି ପାଖରେ ରଖିବାର …

Read More »

(ଅତୀତରୁ ପୋଷ୍ଟକାର୍ଡ) ମାଛ ମିଛ: କଟକରେ ମାଛ ଧରା

ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ୍ଜ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡ଼ଜାତ ରାଜ୍ୟ ରୂପେ ମୟୁରଭଞ୍ଜ ୧୯୪୯ ମସିହା …

Read More »

ଶ୍ରୀକ୍ଷେତ୍ର – ପୁରୁଷୋତ୍ତମ ଓ ଜଗନ୍ନାଥ

ଜଗନ୍ନାଥ ତତ୍ତ୍ୱର ଏକ ସମ୍ପ୍ରସାରିତ ଅତୀତ ଅଛି । ଏହି ଅତୀତ ଚର୍ଚ୍ଚାର ଏକ ବଳିଷ୍ଠ ଦିଗ ହେଉଛି ଜଗନ୍ନାଥ ନାମକରଣ ରହସ୍ୟର ଆଲୋଚନା । ଯେଉଁ ବୃହତ୍ ମନ୍ଦିର ଆଜି ପର୍ଯ୍ୟନ୍ତ ମୁଣ୍ଡିଟେକି ରହିଛି ପୁରୀରେ, ତାହାର ମୁଖ୍ୟଦେବତା-ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ-ଚତୁର୍ଦ୍ଧା ମୂର୍ତ୍ତି ଆଜି …

Read More »

କଥା ନୁହେଁ, ବ୍ୟଥା

୧୫୬୮ ସାଲରେ ଓଡ଼ିଶାର ସ୍ୱାଧୀନତା ଲୋପ ପାଇବାଠାରୁ ୧୯୩୬ସାଲରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ଯାଏଁ, ଓଡ଼ିଶାର ଜାତୀୟ ଜୀବନ ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ହୋଇଥିଲା, ଭାରତର ଅନ୍ୟକୌଣସି ଭାଷାଭାଷୀ ଅଞ୍ଚଳ ସେପରି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଖାଯାଏ ନାହିଁ । ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ନୀତିଗତ …

Read More »

ଭାଷା ସଂଗ୍ରାମ ଓ ନବ ଓଡ଼ିଶାର ସ୍ଥାପନା (ସୁରସିଂହ ପଟ୍ଟନାୟକଙ୍କ ସ୍ମରଣରେ )

ଓଡ଼ିଶାର ସ୍ୱାଧୀନତାର ୧୫୬୮ସାଲର ଅବଲୁପ୍ତି ପରେ, କ୍ରମଶଃ ସଙ୍କୁଚିତ ହୋଇ ଓଡ଼ିଶାର ସୀମା ୧୮୦୩ ବେଳକୁ କ୍ଷୁଦ୍ର ଓଡ଼ିଶା ଡିଭିଜନର ୩ଗୋଟି ଜିଲ୍ଲା ଓ କେତେଗୋଟି ଗଡ଼ଜାତ ମଧ୍ୟରେ ଆବଦ୍ଧ ରହିଥିଲା । ଓଡ଼ିଆଭାଷାକୁ ନିର୍ବାପିତ କରିବାପାଇଁ ୧୮୬୭ରୁ ୧୮୭୦ମଧ୍ୟରେ ଯେଉଁ ହୀନଚକ୍ରାନ୍ତ ସଙ୍ଗଠିତ ହୋଇଥିଲା, ତାହାର ବିରୁଦ୍ଧରେ …

Read More »

ମଧୁବାବୁଙ୍କୁ ଚିହ୍ନିବାର ପ୍ରୟାସରେ (ସ୍ମୃତି ଦିବସ ଉପଲକ୍ଷେ )

ଆଜକୁ ଶହେବର୍ଷ ତଳେ ଅର୍ଥାତ୍ ୧୯୦୭ ମସିହା ଡିସେମ୍ବର ୧୭ ସଂଖ୍ୟାର ‘ବନ୍ଦେମାତରମ’ ପତ୍ରିକାରେ ବିପ୍ଳବୀ ଅରବିନ୍ଦ ମଧୁବାବୁଙ୍କୁ(୧୮୪୮-୧୯୩୪) ଉଲ୍ଲେଖ କରି ଲେଖିଥିଲେ, ‘ଓଡ଼ିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଛି । ଓଡ଼ିଶା ତାର ଅସ୍ତିତ୍ୱ ରକ୍ଷା ଲାଗି ଏକ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କର …

Read More »

ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ଏକ ଛିନ୍ନ ପୃଷ୍ଠା

୧୯୩୫ ଭାରତ ଶାସନ ଆଇନର ଏକ ସୁଫଳ ଥିଲା ୧୯୩୬ ଏପ୍ରିଲ ପହିଲାଦିନ ଦେଶର ୧୧ତମ ରାଜ୍ୟଭାବରେ ଗଠିତ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ । ଅନେକ ଘାତ-ପ୍ରତିଘାତ ଭିତରେ, ବ୍ରିଟିଶର ରୁକ୍ଷ ଶାସନ ଗଣ୍ଡି ଭିତରେ ଏହାଥିଲା ତକ୍ରାଳୀନ ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ତାହାର ପୃଷ୍ଠଭୂମି ଅନୁଶୀଳନର …

Read More »

ଜଗନ୍ନାଥ ତତ୍ତ୍ୱର ମୂଳକଥା – (୫)

ପୁରୁଷୋତ୍ତମ କ୍ଷେତ୍ରରେ ବୃହତ୍ ଜଗନ୍ନାଥ ମନ୍ଦିରରେ ଏହି ଚତୁର୍ଦ୍ଧା ମୂର୍ତ୍ତିର ଉପାସନାର ପ୍ରଚଳନ ମଧ୍ୟଯୁଗୀୟ ଓଡିଶାର ଧର୍ମଧାରଣା ଚର୍ଚ୍ଚାର ଏକ ସ୍ମରଣୀୟ ଦିଗ । ଏହି ସମ୍ପର୍କରେ ନାନା ମତ ପ୍ରକାଶ ପାଇଛି । କେତେକ ଗବେଷକ ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗଙ୍କ ରାଜତ୍ୱ କାଳରେ ଅର୍ଥାତ୍ ଦ୍ୱାଦଶ ଶତକର …

Read More »