Home / କଳା

କଳା

ଏହି ବିଭାଗରେ ଦେଖିବାକୁ ପାଇବା ଲୋକଚିତ୍ରର କିଛି ଉପସ୍ଥାପନା, ଆଧୁନିକ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପରିଚୟ

ଶିଶୁମାନଙ୍କର ସୃଜନଶକ୍ତି ଓ ଚିତ୍ରକଳା

ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ନିମନ୍ତେ ବହୁ କାର୍ଯ୍ୟକ୍ରମ ସରକାରୀ ଓ ବେସରକାରୀ ସ୍ତରରେ ନିଆଯାଇଛି । ଶିକ୍ଷାର ପ୍ରସାର ସଂଗେ ସଂଗେ ଆମ ରାଜ୍ୟରେ ପ୍ରାଥମିକ ସ୍ତରରୁ ଶିଶୁ ଭିତରେ ଥିବା ସୃଜନ ଶକ୍ତିର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତା’ ଭିତରେ ଥିବା ଅନ୍ତର୍ନିହିତ …

Read More »

କଳା ଓ ସମାଜ

           କଳା ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ । ଆଦିମ ମଣିଷ ଗୁମ୍ଫାକାନ୍ଥରେ ଚିତ୍ର କରୁଥିଲା । ମିଶରର କର୍ଣ୍ଣକି ମନ୍ଦିର, ଲକ୍ସସ୍ ମନ୍ଦିର କାନ୍ଥରେ ହୋଇଥିବା ଚିତ୍ରାବଳୀ ଲକ୍ଷ୍ୟକଲେ ସେତେବେଳର ମଣିଷର କଳାପ୍ରତି କି ପ୍ରକାର ଆଗ୍ରହ ଥିଲା ଜଣାପଡ଼ିଥାଏ …

Read More »

ସମର୍ପିତ ଶିଳ୍ପୀ ନରହରି ଭୋଇ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ନିକଟବର୍ତ୍ତୀ ନିପଟ ମଫସଲ ଗାଁ ଗଣ୍ଡିଲୋ । ଏହି ଗାଁର ଏକ ଗରିବ ପରିବାରରେ ପିତା ଧୋବେଇ ଭୋଇ ଓ ମାତା ସୀତା ଦେବୀ ଙ୍କ ଠାରୁ ୧୯୫୩ ମସିହାରେ  ଶ୍ରୀ  ନରହରି ଭୋଇ ଙ୍କ ଜନ୍ମ । ପିଲାଟି ବେଳୁ ସେ ବହୁ …

Read More »

ମାଦଳ କାରିଗର – ‘ଗୁରୁବାରୁ ମହାନନ୍ଦ’

କର୍ଣ୍ଣକୁ ଶ୍ରୁତିମଧୁର, ହୃଦୟକୁ ଛୁଇଁଯାଉଥିବା, ତାଳବାଦ୍ୟର ଝଙ୍କାର ଆଢ଼ୁଆଳରେ ଥିବା ସେ ଏମିତିକା ବ୍ୟକ୍ତିଟିଏ, ଯିଏ ଉକ୍ରୃଷ୍ଟ ସଙ୍ଗୀତ ପାଇଁ ପାରିଶ୍ରମିକ ଅପେକ୍ଷା ସୂକ୍ଷ୍ମ ସ୍ୱର ସଂଯୋଜନାରେ ବିଶ୍ୱାସ କରନ୍ତି, ଯାହାଙ୍କଠାରେ ବିଦ୍ଧିବଦ୍ଧ ଶିକ୍ଷାବ୍ୟବସ୍ଥା ହାର ମାନିଯାଏ । ବଲାଙ୍ଗିରରୁ ପୂର୍ବପଟ ଦେଇ ତୁଷୁରା ଯିବା ରାସ୍ତାରେ ୫କି.ମି. …

Read More »

ଚିତ୍ରଶାଳାର ଚିତ୍ରକର “କଳାମଣୀ ରବୀନ୍ଦ୍ରନାଥ ସାହୁ”

ରଙ୍ଗ ଓ ତୁଳୀ ଦୁନିଆର ମତୁଆଲା ମଣିଷଟିଏ । ହାତରେ ଖଣ୍ଡେ ତୁଳୀ ଓ ଭଳିକିଭଳି ରଙ୍ଗ ଅଛି ତ ହୃଦୟ ର ଆବେଗ ସଜୀବ ହୋଇ ଉତୁରି ଆସେ, ଆଉ ଜୀବନ୍ୟାସ ଭରିଦିଏ କାନଭାସରେ । ନିରାଡମ୍ବର ମଣିଷର କାଉଁରି ହାତରେ ଝଲସି ଉଠୁଥିଲା ବହୁ କଥାବସ୍ତୁର …

Read More »

ଇତିହାସ ପୃଷ୍ଠାରେ ଅନନ୍ୟ ବାନ୍ଧକଳା

କଳା ଅଦ୍ୱିତୀୟ । କୌଣସି ବି କଳାର କୌଣସି ବିକଳ୍ପ ନାହିଁ । ଏହାର ଅନ୍ତଃକରଣ ବା ଅନୁକରଣ ସମ୍ଭବ ନୁହେଁ । କଳାକାର ତାର ପ୍ରତ୍ୟେକ ନମୂନାରେ ନିଜସ୍ୱ ମୌଳିକତାର ଛାପ ଛାଡ଼ିଯାଏ । ଯେଉଁ ସମୟକାଳରେ ସେ ତାର ସୃଷ୍ଟି ସର୍ଜନା କରେ, ସେ ସମୟ …

Read More »

ଦ’ କମନ ମ୍ୟାନ୍ : ଆର୍.କେ.ଲକ୍ଷ୍ମଣ

ଦରବୁଢ଼ା ଲୋକଟି । ପଚାଶରୁ ଅଧିକ ତା’ ବୟସ । ନିଇତି ଧୋତି ଆଉ ଚେକ୍ ଜାମା ପିନ୍ଧୁଥିବା ନିଶୁଆ ଆଉ  ଚନ୍ଦା । ଯିଏ ସବୁଦିନେ ରାସ୍ତାକଡ଼ରେ ଛିଡ଼ା ହୋଇଥାଏ । ପ୍ରତିଟି ଘଟଣାକୁ ନିରେଖି ଦେଖୁଥାଏ । କେବେ ତା’ର ଯୋଡ଼େ ହାତ ପଛ ପଟକୁ …

Read More »

ମାଟିର ମୂର୍ତ୍ତିକାର ଶିଳ୍ପୀ ଦେବରାଜ ସାହୁ

  ମାଟି ଓ ମଣିଷ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିଳ୍ପୀର ସୃଜନ ଶକ୍ତି ବଳରେ ମାଟି ପିଣ୍ଡୁଳା ପାଏ ଜୀବନ୍ୟାସ। ପିଲାଟିଏ ଜନ୍ମ ହୁଏ। ଟିକେ ବଡ଼ ହେଲେ ସେ ବାଲି ଧୂଳି ଖେଳରେ ମାତିଥାଏ । କଣ୍ଢେଇ କରେ। ମାଟି ଧୂଳିରେ କେତେ ଖେଳର ଆସର …

Read More »

ଶିଶୁ, କିଶୋର ସାହିତ୍ୟରେ ଚିତ୍ର ଓ ଅଳଙ୍କରଣ

ଇତିହାସରେ ମଣିଷ ଓ ତା’ର ସଭ୍ୟତାର ଅଗ୍ରଗତି କ୍ଷେତ୍ରରେ ଚିତ୍ରକଳାର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ନିଜ ମନର ଭାବନାକୁ ସେ ବ୍ୟକ୍ତ କରିବାପାଇଁ ଯେଉଁ ମାଧ୍ୟମ ଲୋଡ଼ିଥିଲା ବା ଆପଣେଇ ଥିଲା, ତାହାହିଁ କଳା । କଳାରୁ ହିଁ …

Read More »

ଓଡ଼ିଆ ସଂସ୍କୃତି ଓ ଆଦିବାସୀ ସମାଜ

ଭାରତର ଏଇ ଓଡ଼ିଶା ନାମଧେୟ ଭୂଖଣ୍ଡଟି ଭୌଗୋଳିକ, ଐତିହାସିକ ଆଦି କାରଣରୁ ଏଇ ସ୍ୱତନ୍ତ୍ର ଭାଷା, ସାହିତ୍ୟ ଓ ସଂସ୍କୃତିର ଅଧିକାରୀ । ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ସଂସ୍କୃତି ରୂପେ ପରିଚିତ । ଓଡ଼ିଆ ଭାଷା, ସାହିତ୍ୟ …

Read More »