ଭିଡ଼ିଓ

ପାଣି ପାଇଁ ଗୀତଟିଏ

Featured Video Play Icon

୨୦୦୭ ମସିହାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଡ଼ାକରା କ୍ରମେ ହୋଇଥିବା ଐତିହାସିକ ହୀରାକୁଦ ପାଣି ଆନ୍ଦୋଳନ ସମୟରେ ଏହି ଗୀତ ପ୍ରସ୍ତୁତ ହୋଇଥିଲା । ସାଥି ଶଙ୍କର ମହାନନ୍ଦ ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜିତ ପାଣିଗ୍ରାହୀ ଓ ପଦ୍ମା ( …

Read More »

ଶ୍ରଦ୍ଧାଞ୍ଜଳି ପ୍ରଫେସର ଭାଗବତ ପ୍ରସାଦ

Featured Video Play Icon

ସମଧ୍ୱନି ଆଜି ତାର ଜଣେ ଅନ୍ୟତମ ଦିଗଦ୍ରଷ୍ଟାଙ୍କୁ ହରାଇଛି। ପ୍ରଫେସର ଭାଗବତ ପ୍ରସାଦ ଯିଏକି ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ଶଯ୍ୟାଶାୟୀ ଥିଲେ ଆଜି ତାଙ୍କର ରାୟଗଡା ସ୍ଥିତ ବାସଭବନରେ ବିୟୋଗ ଘଟିଛି। ଏହିଭଳି ଏକ ସମୟରେ ସମଧ୍ୱନି ସମଗ୍ର ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଡ଼ିଶା ଆଜି …

Read More »

କୋଦାଳରେ କୋଡିଲା କେ ସରଗର କିଆରୀ (ଓଡ଼ିଆ ଲୋକଗୀତ)

Featured Video Play Icon

କୋଦାଳରେ କୋଡିଲା କେ ସରଗର କିଆରୀ…, ଗାୟକ ହୀରାଲାଲ ପାଢ଼ୀ (ଅବସରପ୍ରାପ୍ତ ସରକାରୀ କର୍ମଚାରୀ ) ଙ୍କ ସ୍ୱରରେ ପରିବେଷଣ ହୋଇଥିବା ଓଡ଼ିଶାର ଏକ ପୁରାତନ ଲୋକଗୀତ । ଗାୟକ ହୀରାଲାଲ ପାଢ଼ୀ ଜୀବନ ସାରା ଓଡ଼ିଆ ଲୋକଗୀତ ଗାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗାଁ ଗାଁରେ …

Read More »

ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ‘ଗଁଡ଼ାବଜା’ ଏକ ଦୃଷ୍ଟିପାତ

ଓଡ଼ିଶାର ପଶ୍ଚିମ ଭାଗକୁ ପଶ୍ଚିମ ଓଡ଼ିଶା ବୋଲି କୁହାଯାଇଥାଏ । ପ୍ରାକୃତିକ ପରିବେଷ୍ଟନୀ ଭିତରେ ଥିବା ଏଇ ଭୂଖଣ୍ଡଟି ହେଉଛି ଗ୍ରାମ ବହୁଳ । ଏହାର ଗ୍ରାମୀଣ ପରିବେଶ ଭିତରେ ଅନେକ ଅନୁନ୍ନତ ଶ୍ରେଣୀ ତଥା ଜନଜାତିର ଲୋକେ ବହୁ କାଳରୁ ରହି ଆସୁଛନ୍ତି। ଏମାନଙ୍କର ଜୀବନ ବଂଚିବା …

Read More »

      ପାଏନ ତଲର ଜୁଏ (ପାଣି ତଳର ନିଆଁ )

           ଓଡ଼ିଶାରେ ନୂତନ ଜଳନୀତି ଲାଗୁ ହେବା ପରେ ରାଜ୍ୟର ନଦୀ ସମୂହ ଉପରେ ଲୋଲୁପ ଦୃଷ୍ଟି ପଡ଼ିଥିଲା ଦେଶ ବିଦେଶର ବିଭିନ୍ନ କମ୍ପାନୀ ମାନଙ୍କର । ରାଜ୍ୟର ସବୁଠାରୁ ବଡ଼ନଦୀ ମହାନଦୀ ଏବଂ ହୀରାକୁଦ ଜଳଭଣ୍ଡାରକୁ ରାଜ୍ୟ ସରକାର କମ୍ପାନୀ ହାତରେ …

Read More »

‘ସମଧ୍ୱନି’ ପାଇଁ ପଦେ

ଆପଣମାନେ ସମଧ୍ୱନି କାହିଁକି ଆରମ୍ଭ କଲେ? ଯେଉଁସବୁ ମୂଳ ବିଷୟ ସମଧ୍ୱନିର ସଙ୍ଗୀତ ଓ ଲେଖା ମାଧ୍ୟମରେ ଆପଣମାନେ ଲୋକଙ୍କ ନିକଟରେ ପହଞ୍ଚାଇବାପାଇଁ ଚେଷ୍ଟା କରୁଛନ୍ତି ସେମିତି ଚେଷ୍ଟା ଅନବରତ ଜାରୀ ରଖିବାକୁ ହେବ । କେତୋଟି କଥା କହିବି; ପ୍ରତ୍ୟେକ ଯୁଗରେ ମାନବସମାଜ ବିଭିନ୍ନ ସମସ୍ୟା ଦେଇ …

Read More »