ସଂଚାର ଲୋକକଳା

ଉମେଶ ଚନ୍ଦ୍ର ବିଶ୍ୱାଳ
ଉମେଶ ଚନ୍ଦ୍ର ବିଶ୍ୱାଳ 200 Views
0 Min Read

ଓଡିଶା ସୀମାନ୍ତ ଛତିଶଗଡର ପ୍ରସିଦ୍ଧ ଯୁବ ସଂଚାର ବାଦକ ଗଣପତି ଦାସ୍ ଓରଫ୍ ଗଣପତ୍ ବାହାକ ଏବେ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ । ଆମ ଅଂଚଳର ପ୍ରାଚୀନ ଲୋକ କଳା ଭାବରେ ପରିଚିତ ସଂଚାର ଲୁପ୍ତ ପ୍ରାୟ ହେବାକୁ ବସିଥିବା ବେଳେ ଛତିଶଗଡ ରେ ଏହି କଳାକୁ ଯୁବ କଳାକାର ମାନେ ଆଦରି ନେଇଛନ୍ତି ।

Support Samadhwani

 

Support Samadhwani

 

Share this Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା