Home / ଦୃଶ୍ୟ ଓ ଶ୍ରାବ୍ୟ / ଗାନ୍ଧୀଜୟନ୍ତୀରେ ଗାନ୍ଧୀଙ୍କର ପ୍ରିୟ ଧୁନ

ଗାନ୍ଧୀଜୟନ୍ତୀରେ ଗାନ୍ଧୀଙ୍କର ପ୍ରିୟ ଧୁନ

ଗାନ୍ଧୀଜୟନ୍ତୀ ଅବସରରେ ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ରରେ “ଜଳବାୟୁ ପରିବର୍ତ୍ତନ, ବିଶ୍ଵ ସଙ୍କଟ ଓ ଗାନ୍ଧୀ ବିଚାର” ଶୀର୍ଷକରେ ଆୟୋଜିତ ଆଲୋଚନା ସଭାରେ ଗାନ୍ଧୀଙ୍କର ଅତି ପ୍ରିୟ ଧୁନର ବାଦନ କରି “ସମଧ୍ୱନି କଲଚୁରାଲ ଟିମ” (ଏସ.ସି.ଟି)ର ସଦସ୍ୟ ଜ୍ୟୋତିପ୍ରକାଶ ସମଗ୍ର ପରିବେଶରେ ନୂତନ ଉନ୍ମାଦନା ଭରି ଦେଇଥିଲେ…ସମ୍ପାଦକ

About ସ୍ୱୟଂପ୍ରଭା ପାଢ଼ୀ

‘ସମଧ୍ୱନି’ ପତ୍ରିକା ଓ ‘ସମଧ୍ୱନି ଇ - ପତ୍ରିକା"ର ସମ୍ପାଦକ, ସମ୍ବାଦିକ ଓ ସାଂସ୍କୃତିକ କର୍ମୀ

Check Also

Featured Video Play Icon

ଓଡ଼ିଶାର ଗଣପର୍ବ ନୂଆଖାଇ

One comment

  1. Great. Really very touchy music. Go ahead.

Leave a Reply

Your email address will not be published. Required fields are marked *